Browsing Tag

special news

ଗଭୀର ଖାଲରୁ ବନ୍ଧୁକୁ ବଞ୍ଚାଇଲେ ସାଙ୍ଗ, ଭାଇରାଲ ହେଉଛି ଭିଡିଓ

ଅନେକ ଥର ସୋସିଆଲ ମିଡିଆରେ ହୃଦୟ ବିଦାରକ ଘଟଣାର ଭିଡିଓଗୁଡ଼ିକ ସାମ୍ନାକୁ ଆସେ । ଏଭଳି ଭିଡିଓ ଦେଖିବା ପରେ ଲୋକମାନେ ନିଜକୁ ସମ୍ଭାଳି ପାରନ୍ତି ନାହିଁ । ତେବେ ବର୍ତ୍ତମାନ ଇଣ୍ଟରନେଟରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି । କାରଣ ଏହି…

ଶୋକାକୂଳ ପରିବେଶରେ ଶେଷ ହେଲା ଶିକ୍ଷକଙ୍କ ବିଦାୟ ସମାରୋହ , କାନ୍ଦି କାନ୍ଦି ବେହୋସ ହେଲେ ୧୩ ଛାତ୍ରୀ

ଦେଶରେ ଗୁରୁଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ ଥାଏ । କଥାରେ ଅଛି ଗୁରୁ ହିଁ ସାକ୍ଷାତ ପରବ୍ରହ୍ମ । ଗୁରୁଙ୍କୁ ଯେମିତି ସମ୍ମାନ ଦିଆଯାଏ ସେମିତି ଭକ୍ତି ମଧ୍ୟ କରାଯାଏ । ଯାହାର ଜ୍ୱଳନ୍ତ ଉଦାହରଣ ଏକ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ସାମ୍ନାକୁ ଆସିଛି । ଏହି ସ୍କୁଲର ଜଣେ ଶିକ୍ଷକଙ୍କ ବିଦାୟ…

ଭୁଲରେ ବି ଛୁଅନ୍ତୁ ନାହିଁ ଏହି ଗଛ, ନଚେତ କ୍ଷଣିକରେ ଚାଲିଯିବ ଆପଣଙ୍କ ଜୀବନ

ଦୁନିଆରେ ଅନେକ ଗଛ ରହିଛି । ଅନେକ ଗଛର ଔଷଧୀୟ ଗୁଣ ମଧ୍ୟ ରହିଛି ଯାହା ଆମ ପାଇଁ ବହୁତ ଲାଭଦାୟୀ ହୋଇଥାଏ । କିନ୍ତୁ ଦୁନିଆର ଏପରି ଅନେକ ବିଷାକ୍ତ ଗଛ ମଧ୍ୟ ରହିଛି, ଯାହାର ସ୍ପର୍ଶ ମାତ୍ରେ ମଣିଷର ମୃତ୍ୟୁ ହେବା ସୁନିଶ୍ଚିତ । ତେବେ ଆମେ ଯେଉଁ ଗଛ ବିଷୟରେ ଜଣାଇବାକୁ ଯାଉଛୁ ତାହା ଅତ୍ୟନ୍ତ…

ଆମେରିକାର ସମୁଦ୍ର କୂଳରୁ ମିଳିଲା ଏହି ବିରଳ ମାଛ, ଜାଣନ୍ତୁ ଏହାର ନାମ

ସମୁଦ୍ରରେ ଭିନ୍ନ ଭିନ୍ନ ବିଶାଳକାୟ ଜୀବ ରହୁଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ କିଛି ଜୀବ ଏପରି ଅଛନ୍ତି ଯେଉଁମାନଙ୍କୁ ଦେଖିଲେ ଆପଣ ବି ଡରିଯିବେ । କାହିଁକି ନା ଏହା କେବଳ ଆକାରରେ ବଡ଼ ହୋଇଥାନ୍ତି ତାହା ନୁହେଁ ଏମାନଙ୍କ ଶରୀରର ଗଠନ ଶୈଳୀ ମଧ୍ୟ ଭୟଙ୍କର ହୋଇଥାଏ । ତେବେ ଏଭଳି ଏକ…

ନିଆରା ବଳଦ ଯାତ୍ରା ଦେଖିବା ପାଇଁ ଲାଗିଛି ଲୋକଙ୍କ ଭିଡ଼, ବଳଦ ସଜେଇ କରାଯାଏ ଗାଁ ପରିକ୍ରମା

ବଳଦ ଯାତ୍ରା, ଯାହାକୁ ଦେଖିବା ପାଇଁ ଲାଗେ ଲୋକଙ୍କ ଭିଡ଼ । ଏହି ଯାତ୍ରା ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ଅନେକ ସ୍ଥାନରେ ପାଳନ କରାଯାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ନିଆରା ବଳଦ ଯାତ୍ରା ବିଷୟରେ ଜଣାଇବାକୁ ଯାଉଛୁ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ଠାରେ ଦଶହରା ଅବସରରେ ବଳଦ…

୭୦୦ ଫୁଟ୍‌ ତଳ ଗୁମ୍ଫାରୁ ମିଳିଲା କ୍ଷୀରରେ ପରିପୂର୍ଣ୍ଣ ରହସ୍ୟମୟୀ ପୋଖରୀ

ଆମେରିକାର ନ୍ୟୁ ମେକ୍ସିକୋରେ କ୍ଷୀରରେ ପରିପୂର୍ଣ୍ଣ ଏକ ରହସ୍ୟମୟୀ ପୋଖରୀର ସନ୍ଧାନ କରାଯାଇଛି। ଲେଚୁଗୁଇଲା ଗୁମ୍ଫାରେ କାର୍ଲସବେଡ କେଭର୍ସର ୭୦୦ ଫୁଟ ତଳୁ ଏହାର ଆବିଷ୍କାର ହୋଇଛି । ଏହା ଦୁନିଆର ସବୁଠୁ ବଡ ଏବଂ ଗଭୀର ଗୁମ୍ଫା ମଧ୍ୟରୁ ଅନ୍ୟତମ । ଆଜି ଯାଏଁ ଏହି ରହସ୍ୟମୟୀ ପୋଖରୀ ପର୍ଯ୍ୟନ୍ତ…

୮ କୋଟିରୁ ଅଧିକ ଟଙ୍କାରେ ନିଲାମ ହେଲା ଏହି ଲାଲ ରଙ୍ଗର ସ୍ୱେଟର, କିଣିବା ପାଇଁ ଲାଗିଲା ଭିଡ଼

ଆପଣ ନିଜ ଜୀବନରେ ଦାମୀରୁ ବହୁତ ଦାମୀ ଡ୍ରେସ ଦେଖିଥିବେ ନିଶ୍ଚିତ । ଏହି ଡ୍ରେସର ମୂଲ୍ୟ ହଜାର ହଜାର କିମ୍ବା ଲକ୍ଷରେ ମଧ୍ୟ ହୋଇଥାଏ । କିନ୍ତୁ ଆପଣ କେବେ କୌଣସି ସ୍ୱେଟରର ଦାମ କୋଟି ଉପରେ ଥିବା ଶୁଣିଛନ୍ତି କି । ଏପରି କିଛି ବାସ୍ତବରେ ଦେଖିବାକୁ ମିଳିଛି । ନିକଟରେ ଗୋଟିଏ ଲାଲ ରଙ୍ଗର…

ମଣିଷ ବ୍ଲାକ୍‌ ହୋଲରେ ପଡ଼ିଗଲେ କଣ ହେବ ଜାଣିଛନ୍ତି କି ? ଜାଣନ୍ତୁ କଣ କହୁଛି ବିଜ୍ଞାନ

ବ୍ଲାକ୍‌ ହୋଲ୍‌ କଣ ? ଏହା ଭିତରେ ପଶିଲେ କଣ ହେବ ? ଯଦି ମଣିଷ ଏହା ଭିତରକୁ ପଶିଯାଏ ତେବେ ତା ଶରୀର ସହ କଣ ହେବ ? ଏଭଳି ଅନେକ ପ୍ରଶ୍ନ ମଣିଷ ମନରେ କେବେ ନା କେବେ ଆସୁଥିବ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବୁ । ବ୍ଲାକ୍‌ ହୋଲ୍‌ ବ୍ରହ୍ମାଣ୍ଡର ଏପରି ଏକ ତତ୍ୱ…

ସୂର୍ଯ୍ୟ କିରଣର ଗଭୀର ପ୍ରଭାବ ଜାଣିବା ପାଇଁ ମହାକାଶକୁ ଗଲା ଆଦିତ୍ୟ L1, ଜାଣନ୍ତୁ ଅଧ୍ୟୟନର କିଛି ରୋଚକ ତଥ୍ୟ

ଭାରତ ପୁଣି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଲଞ୍ଚ ହୋଇଯାଇଛି ଆଦିତ୍ୟ L1 । ଚନ୍ଦ୍ର ପରେ ସୂର୍ଯ୍ୟ ଉପରେ ଇସ୍ରୋର ରହିଛି ନଜର । ଆଜି ୧୧.୫୦ ମିନିଟ ସମୟରେ ଶ୍ରୀହରିକୋଟାର ଲଞ୍ଚିଂ ପ୍ୟାଡରୁ ଆଦିତ୍ୟ L-1 ମିଶନର ସଫଳ ଲଞ୍ଚିଂ କରାଯାଇଛି । ଏହି ମିଶନର ଲକ୍ଷ୍ୟ ହେଉଛି ସୂର୍ଯ୍ୟ ନିକଟରେ…

ବିରିୟାନିରେ ମଟନ ନମିଳିବାରୁ ବିବାହ ଭୋଜିରେ ହେଲା ମହାଭାରତ

ବିରିୟାନିରେ ମିଳିଲାନି ମଟନ । ଆଉ ମଟନ ନମିଳିବାରୁ ହେଲା ଭୟଙ୍କର ଗଣ୍ଡଗୋଳ । ବିବାହ ଭୋଜି ଖାଇବା ସମୟରେ ଖାଇବାରେ ମଟନ ନମିଳିବାରୁ ଅତିଥିଙ୍କର ରାଗ ମୁଣ୍ଡକୁ ଚଢ଼ିଗଲା । ଆଉ ପରେ ଏପରି କିଛି ହୋଇଥିଲା ଯାହା ଆପଣ ବିଶ୍ୱାସ କରି ପାରିବେନି । ବିବାହ ଭୋଜିରେ ଅତିଥିମାନଙ୍କ ପାଇଁ ସ୍ୱାଦିଷ୍ଟ…

ବାଘ ସହ ଖେଳି ବିପଦକୁ ଡାକିଲେ ବ୍ୟକ୍ତି, ଚାହୁଁ ଚାହୁଁ ଝାମ୍ପିଲା ହାତ

ପଶୁମାନେ କେତେବେଳେ ଯେ କିପରି ବ୍ୟବହାର କରିବେ ତାହା କେହି କହି ପାରିବେ ନାହିଁ । ମଣିଷଙ୍କ ଭଳି ତାଙ୍କର ବୁଝିବାର ଶକ୍ତି ମଧ୍ୟ ନଥାଏ । ତେଣୁ ତାଙ୍କ ସହ ଖେଳିବା ସମୟରେ ଯଥେଷ୍ଟ ସାବଧାନତା ରଖିବା ଜରୁରୀ ହୋଇଥାଏ । ବେଳେବେଳେ ଏହି ପଶୁ ମଣିଷଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାନ୍ତି ନାହିଁ ।…

ସ୍ୱପ୍ନରେ କଳା ବାଦଲ ଦେଖାଯାଉଥିଲେ ହୁଅନ୍ତୁ ସାବଧାନ, ଭାରି କ୍ଷତିର ହୋଇପାରେ ସଂକେତ

ସ୍ୱପ୍ନ ତ ସମସ୍ତଙ୍କୁ ଆସିଥାଏ । କିନ୍ତୁ ପ୍ରତ୍ୟେକ ସ୍ୱପ୍ନର ଭିନ୍ନ ଭିନ୍ନ ମହତ୍ତ୍ୱ ଥାଏ ତାହା ହୁଏତ ଆପଣମାନେ ଜାଣି ନଥିବେ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଆମେ ଦେଖୁଥିବା ପ୍ରତ୍ୟେକ ସ୍ୱପ୍ନର କିଛି ନା ଅଛି ଅର୍ଥ ଥାଏ । ଏହି ସ୍ୱପ୍ନଗୁଡ଼ିକ ଆମକୁ ଅନେକ ଭଲ ଏବଂ ଖରାପ ଘଟଣାର ସୂଚନା…