ଖୁବଶୀଘ୍ର ଶେଷ ହୋଇଯିବ ପେଟ୍ରୋଲ ଓ ଡିଜେଲ, ରିପୋର୍ଟରେ ହେଲା ଖୁଲାସା
ସରିଯିବ ପେଟ୍ରୋଲ । ଟଙ୍କା ଦେଲେ ବି ମିଳିବନି ତେଲ । ଆପଣ ପ୍ରତ୍ୟେକ ଦିନ ଯିବା ଆସିବା ପାଇଁ ବ୍ୟବହାର କରୁଥିବା ପେଟ୍ରୋଲ ଓ ଡିଜେଲ ଶେଷ ହୋଇଯିବ । କଥା ଟା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଏପରି କିନ୍ତୁ ସତରେ ହେବାକୁ ଯାଉଛି । ପେଟ୍ରୋଲ କେତେ ବର୍ଷ ମଧ୍ୟରେ ଶେଷ ହେବ ସେନେଇ ଏକ…