Browsing Tag

sports

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ଦୁଇ ଭାଇ ଭଉଣୀ ହୋଇ ସାରିଛନ୍ତି ପୁରସ୍କୃତ, ଏବେ ଅପେକ୍ଷା ସରକାରୀ ପ୍ରୋତ୍ସାହନକୁ

ରାଉରକେଲା: ନିଜ ଭିତରେ ଦ୍ରୁଢ ଆତ୍ମବିଶ୍ବାସ ଥିଲେ ସଫଳତା ପାଇବାଟା ସୁନିଶ୍ଚିତ। ହେଲେ ନିଜର ସ୍ବପ୍ନ ପୂରଣ କରିବା ପାଇଁ ପରିଶ୍ରମ କରିବା ଯେତିକି ଆବଶ୍ଯକ ସୁଯୋଗ ଆଉ ପ୍ରୋତ୍ସାହନ ମିଳିବା ସେତିକି ଜରୁରୀ। ଆଜି ବି ଏମିତି ଅନେକ ପ୍ରତିଭା ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛନ୍ତି । ଯେଉଁଥିରେ…

ଭଲିବଲ୍‌ ଗେମ୍‌ରେ ବିକିନୀ ପିନ୍ଧିବାକୁ ମନା କରାଯିବାରୁ ଟୁର୍ନାମେଣ୍ଟକୁ ବୟକଟ୍‌ କଲେ ଜର୍ମାନୀର ଏହି ଦୁଇ ଷ୍ଟାର୍‌…

ଜର୍ମାନୀର ବିଚ୍‌ ଭଲିବଲ୍‌ ଷ୍ଟାର୍‌ କାର୍ଲା ବୋର୍ଗର ଓ ଜୁଲିଆ ସୁଦ୍‌ ଆସନ୍ତା ମାସରେ କତରରେ ହେବାକୁ ଥିବା ଟୁର୍ନାମେଣ୍ଟକୁ ବୟକଟ୍‌ କରିଛନ୍ତି। ଏହି ଦୁଇ ଖେଳାଳିଙ୍କ କହିବା ହେଲା, ଏହା ଏକମାତ୍ର ଦେଶ, ଯେଉଁଠି ଖେଳାଳିମାନଙ୍କୁ ଖେଳ କୋର୍ଟରେ ବିକିନୀ ପିନ୍ଧିବାକୁ ମନା କରାଯାଉଛି। ଏକ…

କରୋନା କାଳରେ ବାପାଙ୍କ ଚାକିରି ପଳେଇବାରୁ ଠେଲାରେ ପରିବା ବିକୁଥିଲେ ୨ ଜାତୀୟ ଖେଳାଳି, ଏବେ କ୍ରୀଡ଼ା ରାଜ୍ୟମନ୍ତ୍ରୀ…

ଉତ୍ତର ପ୍ରଦେଶର ମୁଷ୍ଟିଯୋଦ୍ଧା ସୁନିଲ ଚୌହାନ ଓ ତୀରନ୍ଦାଜ ନୀରଜ ଚୌହାନଙ୍କୁ ସହାୟତାର ହାତ ବଢ଼ାଇଛି କ୍ରୀଡ଼ା ମନ୍ତ୍ରାଳୟ। କରୋନା ସମୟରେ ବାପାଙ୍କ ଚାକିରି ଚାଲିଯିବାରୁ ମେରଠର ଏହି ଦୁଇ ଭାଇ ପରିବା ବିକିବା ପାଇଁ ବାଧ୍ୟ ହୋଇଥିଲେ। କ୍ରୀଡ଼ା ମନ୍ତ୍ରାଳୟ ଉଭୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ…

କୋଚିଂ କୋର୍ସ ପାଇଁ ଆବେଦନ କରୁଛନ୍ତି ବକ୍ସର ମନୋଜ ଏବଂ ଅଲମ୍ପିୟାନ୍ 

ବକ୍ସର ମନୋଜ କୁମାର ଏବଂ ରୋଭର ବଜରଙ୍ଗ ଲାଲ ତାଖର ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି । ଯେଉଁମାନେ ପଟିଆଲାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସ୍ (NIS) ର କୋଚିଂ ଡିପ୍ଲୋମା କୋର୍ସ Sports Authority of India (Sai) ପାଇଁ ଆବେଦନ କରିଛନ୍ତି । ସାଇ ଏହାର ଆଡମିଶନ ପଲିସିକୁ…

IPL : ଧୋନିଙ୍କ ନେତୃତ୍ୱରେ UAE ଯାତ୍ରା କଲେ CSK ଟିମ, ଚତୁର୍ଥ ଟାଇଟିଲ ଉପରେ ରହିଛି ନଜର

ତିନିଥର ଚାମ୍ପିଅନ୍ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବା CSK ଟିମ ଆଇପିଏଲ୍ ୨୦୨୦ ଅଭିଯାନ ପାଇଁ ବାହାରି ଯାଇଛନ୍ତି । ଶୁକ୍ରବାର ଦିନ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଟିମ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଯାତ୍ରା କରିଥିଲେ । ଆଇପିଏଲର ୬୦ ଟି ମ୍ୟାଚ୍ ତିନି ଦିନ - ଦୁବାଇ, ଆବୁଧାବି…

ବକ୍ସିଂ ରିଙ୍ଗରେ ବିରୋଧୀର କାନ କାମୁଡ଼ି ଛିଣ୍ଡାଇ ଦେଇଥିଲେ ଏହି ହେଭିୱେଟ ବକ୍ସର, ଏବେ 15 ବର୍ଷ ପରେ ପୁଣି ଫେରୁଛନ୍ତି…

ବକ୍ସିଂ ଦୁନିଆର ବେତାଜ ବାଦଶାହ କୁହାଯାଉଥିବା ହେଭିୱେଟ ବକ୍ସର ମାଇକ ଟାଏସନ ପୁଣିଥରେ ବକ୍ସିଂ ରିଙ୍ଗକୁ ଫେରୁଛନ୍ତି। ଟାଏସନ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରି ଏ ନେଇ ସୂଚନା ଦେଇଛନ୍ତି। ଏହାସହିତ ନିଜର ସେହି ନିଆରା କଳା ଦେଖାଇଛନ୍ତି, ଯେଉଁଥିପାଇଁ ସେ ପ୍ରସିଦ୍ଧ ଅଛନ୍ତି। ଭିଡ଼ିଓରେ…

ଭାରତକୁ ଝଟକା ! ଡୋପିଂ ଟେଷ୍ଟରେ ଧରାପଡିଲେ ଏହି ଖେଳାଳି, 4 ବର୍ଷ ପାଇଁ ଲାଗିଲା ପ୍ରତିବନ୍ଧକ

ନିଷେଧକ ଷ୍ଟେରୋଏଡ୍ସ ସେବନ କରିବା ଅଭିଯୋଗରେ ଭାରତର ମଧ୍ୟମ ଦୂରତା ଧାବିକା ଝୁମା ଖାତୁନଙ୍କ ଉପରେ 4 ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇଛି। Athletics Integrity Unit ଏହି ପ୍ରତିବନ୍ଧକ ଲଗାଇଛି। ଦୁଇ ବର୍ଷର ପୁରୁଣା ଏହି ଡୋପିଂ ମାମଲାକୁ ଧରିବାରେ NDTL ଅସଫଳ ରହିଥିଲା। ଖାତୁନଙ୍କ…

କରୋନା ଯୋଗୁ ରଦ୍ଦ ହେଲା ଦିଲ୍ଲୀରେ ହେବାକୁ ଥିବା ଶୁଟିଂ ବିଶ୍ୱକପ, ଚଳିତବର୍ଷ ନ ହେବାର ସମ୍ଭାବନା

ରାଜଧାନୀ ଦିଲ୍ଲୀରେ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଶୁଟିଂ ୱାର୍ଲଡ଼ କପକୁ ରଦ୍ଦ କରି ଦିଆଯାଇଛି। ଭାରତୀୟ ରାଇଫଲ ସଙ୍ଘ(ଏନଆରଏଆଇ) ସଚିବ ରାଜୀବ ଭାଟିଆ ଏ ନେଇ ସୋମବାର ସୂଚନା ଦେଇଛନ୍ତି। ଏନଆରଏଆଇ ତରଫରୁ ଭାଟିଆ କହିଛନ୍ତି, 'ନୂଆ ତାରିଖ ଘୋଷଣା ହୋଇନାହିଁ। ଟୁର୍ଣ୍ଣାମେଣ୍ଟକୁ ବାତିଲ କରି…

ମୁମ୍ବାଇ ମାରାଥନ୍‌ ବେଳେ ଅଘଟଣ: ୭ ଧାବକଙ୍କୁ ଆସିଲା କାର୍ଡିଆକ୍‌ ଆରେଷ୍ଟ, ଜଣଙ୍କ ମୃତ୍ୟୁ

ମୁମ୍ବାଇ ମାରାଥନ୍‌ ବେଳେ ୭ ଧାବକଙ୍କୁ ହଠାତ୍‌ ଆର୍ଡିଆକ୍‌ ଆରେଷ୍ଟ ଆସିଥିବା ଖବର ସାମ୍ନାକୁ ଆସିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାକି ୬ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ଆୟୋଜିତ ଏହି ମାରାଥନ୍‌ରେ ୬୪ ବର୍ଷୀୟ ଗଜାନନ ମଲଜଲକରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ମସୋରୀରେ ଫ୍ୟାମିଲି ସହ ଛୁଟି କଟାଉଥିବାର ନଜର ଆସିଲେ ମହେନ୍ଦ୍ର ସିଂ ଧୋନୀ, ସାମ୍ନାକୁ ଆସିଲା ଫଟୋ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନୀ ଉତ୍ତରାଖଣ୍ଡର ମସୋରୀରେ ଫ୍ୟାମିଲି ସହ ଛୁଟି କଟାଉଥିବାର ନଜର ଆସିଛନ୍ତି। ପତ୍ନୀ ସାକ୍ଷୀ ଧୋନୀ ଏହି ଅବସରର କିଛି ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସାକ୍ଷୀ ଶେୟାର କରିଥିବା ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏ…

ନୂଆବର୍ଷ ୨୦୨୦ ବିଶ୍ୱ କ୍ରୀଡ଼ା ପାଇଁ ହେବ ସ୍ମରଣୀୟ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ନୂଆବର୍ଷ ୨୦୨୦ ବିଶ୍ୱ କ୍ରୀଡ଼ା ପାଇଁ ସ୍ମରଣୀୟ ହେବ । କାରଣ ଚଳିତ ବର୍ଷ ଆୟୋଜିତ ହେବ ଅଲିମ୍ପିକ୍ସ ଓ ଟି-୨୦ ବିଶ୍ୱକପ୍‌ । ସର୍ବବୃହତ କ୍ରୀଡ଼ା ପ୍ରୟତିଯୋଗିତା ତଥା କ୍ରୀଡ଼ା ମହାକୁମ୍ଭ ଭାବେ ପରିଚିତ ଅଲିକ୍ପିକ୍ସର ୩୨ ତମ ସଂସ୍କରଣ ଆୟୋଜିତ ହେବ । ଟୋକିଓରେ ଆସନ୍ତା ଜୁଲାଇ ୨୪ରୁ…

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗର୍ଜିଲା ମୟଙ୍କ ଅଗ୍ରଓ୍ଵାଲଙ୍କ ବ୍ୟାଟ୍‌, ଇନ୍ଦୋର ଟେଷ୍ଟରେ କଲେ ଦ୍ୱିଶତକ ହାସଲ

କେନ୍ୟୁଜ୍(ବ୍ୟୁରୋ):   ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗର୍ଜିଲା ମୟଙ୍କ ଅଗ୍ରଓ୍ଵାଲଙ୍କ ବ୍ୟାଟ୍‌। ଇନ୍ଦୋର ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି ମୟଙ୍କ। ଆଜି ଦ୍ୱିତୀୟ ଦିନରେ ପ୍ରଥମେ ଶତକ ପୂରଣ କରିଥିଲେ। ଏହାପରେ ଆଗକୁ ବଢ଼ିଥିଲେ ଓ ଖୁବ କମ୍‌ ସମୟ ଭିତରେ ନିଜ ନାଁରେ କରିଛନ୍ତି…