Browsing Tag

sports

ଓଡ଼ିଶା ଫୁଟ୍‌ବଲ କ୍ଲବ ଟିମ୍‌ରେ ଖେଳିବେ ଦୁଇ ଓଡ଼ିଆ ଖେଳାଳି, ସୂଚନା ଦେଲେ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା

ଇଣ୍ଡିଆନ ସୁପର ଲିଗ୍‌ରେ ସାମିଲ ହୋଇଥିବା ଓଡ଼ିଶା ଫୁଟ୍‌ବଲ କ୍ଲବ ଟିମ୍‌ରେ ଖେଳିବେ ଦୁଇ ଓଡ଼ିଆ ଖେଳାଳି । ଶୁଭମ୍‌ ଷଡଙ୍ଗୀ ଓ ଅଙ୍କିତ ଭୂୟାଁ ଓଡ଼ିଶା ଦଳରେ ସାମିଲ ହେବେ । ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଏମାନଙ୍କ ବ୍ୟତୀୟ ଅନ୍ୟ କିଛି…

୧୭ରୁ କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌, ଭାଗ ନେବେ ୧୪ଟି ଦେଶର ୨ଶହରୁ ଅଧିକ ଖେଳାଳି

ଆସନ୍ତା ୧୭ରେ କଟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌ । ଏଥିେରେ ୧୪ଟି ଦେଶରୁ ୨ଶହରୁ ଅଧିକ ଖେଳାଳି ଯୋଗଦେବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ଷ୍ଟାଡିୟମ ଇନଚାର୍ଜ ସୂଚନା ଦେଇଛନ୍ତି । ଅନ୍ୟପଟେ ଦର୍ଶକଙ୍କ ପାଇଁ ଅଫ୍‌ଲାଇନ ଓ ଅନଲାିନ୍‌…

କେଟିଏମ ଲଞ୍ଚ କଲା ନୂଆ ବାଇକ୍, ଜାଣନ୍ତୁ କଣ ରହିଛି ଏହାର ମୂଲ୍ୟ ଓ ଫିଚର୍ସ

ୟୂରୋପର ମୋଟରସାଇକେଲ କମ୍ପାନୀ କେଟିଏମ ଭାରତୀୟ ବଜାରରେ ନୂଆ ମୋଟରସାଇକେଲ ଆରସି ୧୨୫ ଏବିଏସ ଲଞ୍ଚ କରିବା ପାଇଁ ଘୋଷଣା କରିଛି। ଯାହାର ଦିଲ୍ଲୀରେ ପ୍ରରମ୍ଭିକ ମୂଲ୍ୟ ୧,୪୭,୨୧୩ଟଙ୍କା ରହିଛି। କମ୍ପାନୀ ତରଫରୁ ଜାରି ହୋଇଥିବା ତଥ୍ୟରେ କୁହାଯାଇଛି ଯେ, ନୂଆ ମୋଟର ସାଇକେଲରେ ସିଙ୍ଗିଲ…

ମଣିଷ ସାଙ୍ଗରେ ୧୦୦ ମିଟର ଦୌଡରେ ଭାଗନେଲା କୁକୁର, ଜାଣନ୍ତୁ ଜିତିଲା କିଏ ?

ବେଜିଙ୍ଗ : ଚୀନର ଏକ ୧୦୦ ମିଟର ଦୌଡ  ପ୍ରତିଯୋଗିତାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଛାତ୍ର ମାନଙ୍କ ରେସ୍‌ ଭିତରକୁ ଅଚାନକ ଏକ ବୁଲା କୁକୁର ପଶି ଆସିଥିଲା । ଆଉ ପ୍ରତିଯୋଗୀଙ୍କ ସାଙ୍ଗରେ ଦୌଡିବାକୁ ଲାଗିଲା । କେବଳ ସେତିକି ନୁହେଁ ତୃତୀୟ ସ୍ଥାନ ପାଇଲା । ଯାହାର ଭିଡିଓ ଏବେ ସୋସିଆଲ…

କ୍ରିକେଟ ଓ ଅନ୍ୟ ଖେଳରେ ବେଟିଂ ହେବ ଆଇନ ସମ୍ମତ ! ଲ’ କମିଶନଙ୍କ ସୁପାରିଶ

ନୂଆଦିଲ୍ଲୀ : କ୍ରିକେଟ ଓ ଅନ୍ୟ ଖେଳରେ ବେଟିଂ ହେବ ଆଇନ ସମ୍ମତ । ଲ' କମିଶନ ଏହି ସୁପାରିଶ କରିଛନ୍ତି । ତେବେ ଏହା ନିୟନ୍ତ୍ରିତ ହେବା ସହ ଟିକସଯୁକ୍ତ ହେବା ଦରକାର ବୋଲି ଲ' କମିଶନ କହିଛନ୍ତି । ଏସମ୍ପର୍କିତ ସୁପାରିଶରେ ଉଲ୍ଲେଖ ରହିଛି ଯେ, ବେଟିଂ ଆଇନ ସମ୍ମତ ହେଲେ ଦେଶରେ ପ୍ରତ୍ୟକ୍ଷ…