ଆଜି ଶ୍ରାବଣ ମାସର ତୃତୀୟ ସୋମବାର: ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ
କେନ୍ୟୁଜ୍ : ଶ୍ରାବଣ ମାସର ତୃତୀୟ ସୋମବାରରେ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ। ବାବା ଆଖଣ୍ଡଳମଣୀଙ୍କ ପୀଠରେ ମଧ୍ଯ ପ୍ରବଳ ଭିଡ଼ । ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ଲମ୍ବା ଧାଡିରେ ଠିଆ ହୋଇ ମହାଦେବଙ୍କୁ ଜଳଲାଗି କରୁଛନ୍ତି । ବୋଲବମ୍, ହର ହର ବମ୍ ଧ୍ୱନିରେ ପ୍ରକମ୍ପିତ ହେଉଛି…