Browsing Tag

sri krishna

ଶ୍ରୀକୃଷ୍ଣଙ୍କ ପ୍ରିୟ ମାସ ମାର୍ଗଶିର, ଜାଣନ୍ତୁ ଏହି ମାସର କଣ ରହିଛି ମହତ୍ତ୍ୱ

ମାର୍ଗଶିର ମାସ ହେଉଛି ହିନ୍ଦୁ ମାନଙ୍କର ନବମ ମାସ । ହିନ୍ଦୁ ଶାସ୍ତ୍ରରେ ସବୁଠାରୁ ପବିତ୍ର ମାସ ହେଉଛି ମାର୍ଗଶିର ମାସ । ଏହି ମାସ ଏତେ ପବିତ୍ର ଯେ ଗୀତାରେ ମାର୍ଗଶିର ମାସର ମହତ୍ତ୍ୱ ବିଷୟରେ କୁହାଯାଇଛିି । ଏହି ମାସରେ ଭକ୍ତମାନେ ଯମୁନାରେ ଗାଧୋଇଲେ ବିଷ୍ଣୁଙ୍କୁ ସହଜରେ ପାଇପାରିବେ ବୋଲି…

କାହିଁକି ଶ୍ରୀକୃଷ୍ଣ ନିଜ ପ୍ରିୟ ବଂଶୀ କୁ ଭାଙ୍ଗିଥିଲେ? କ’ଣ ରହିଛି ଏହାପଛରେ କାରଣ ଜାଣନ୍ତୁ?

ଆଜି ପାଳିତ ହେଉଛି ଶ୍ରୀକୃଷ୍ଣଙ୍କ ପବିତ୍ର ମହାଜନ୍ମାଷ୍ଟମୀ ପର୍ବ। ଏଥିପାଇଁ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟ ବେଶ ଉତ୍ସବ ମୁଖର। ବ୍ରଜନଗରୀରେ ଏହାକୁ ମହାଆଡମ୍ବରରେ ପୂଜା କରାଯାଏ। ଜନ୍ମ ସ୍ଥାନ ହୋଇଥିବାରୁ ଏହାର ପୂଜା ସାରା ଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ତେବେ କୃଷ୍ଣଙ୍କ କଥା କହିବା…

ରାକ୍ଷସୀ ନୁହେଁ ବରଂ ଜଣେ ରାଜକନ୍ୟା ଥିଲେ ପୁତନା, ଜାଣନ୍ତୁ ପ୍ରକୃତରେ କିଏ ହେଉଛନ୍ତି ପୁତନା

କୃଷ୍ଣଙ୍କ ବାଲ୍ୟଲୀଳା କଥା ଆସିଲେ ପୁତନା ରାକ୍ଷସୀ କଥା ନିଶ୍ଚୟ ଉଠେ। ପୁତନା ମହାରାଜା କଂସଙ୍କ ଦାସୀ ଥିଲେ। ସେ ଜଣେ ଶକ୍ତିଶାଳୀ ରାକ୍ଷସୀ ଥିଲେ। ଏଣୁ କୃଷ୍ଣଙ୍କୁ ହତ୍ୟା କରିବା ଦାୟିତ୍ୱ କଂସ ପୁତନାଙ୍କୁ ଦେଇଥିଲେ। ମାତ୍ର କୃଷ୍ଣଙ୍କୁ ହତ୍ୟା କରିବାକୁ ଯାଇଥିବା ପୁତନା ନିଜେ କୃଷ୍ଣଙ୍କ…

‘ଶ୍ରୀକୃଷ୍ଣ’ରେ କୃଷ୍ଣ ଭୂମିକାରେ ଅଭିନୟ ପାଇଁ ଭଗବାନଙ୍କ ନିକଟରେ ସର୍ତ୍ତ ରଖିଥିଲେ ସର୍ବଦମନ, ସତରେ ଦର୍ଶନ ଦେଇଥିଲେ…

ରାମାନନ୍ଦ ସାଗରଙ୍କ ଧାରାବାହିକ ‘ଶ୍ରୀକୃଷ୍ଣ’ରେ ମୁଖ୍ୟ ତଥା କୃଷ୍ଣ ଭୂମିକାରେ ଅଭିନୟ କରିଥିବା ସର୍ବଦମନ ଡି ବାନାର୍ଜୀ ଜଣେ ଲୋକପ୍ରିୟ କଳାକାର। କୃଷ୍ଣ ଚରିତ୍ର ହିଁ ତାଙ୍କୁ ଘରେ ଘରେ ପରିଚିତ କରିଥିଲା। ଏହି ରୋଲ କରିବା ପଛରେ ଏକ ସୁନ୍ଦର କାହାଣୀ ରହିଛି, ଯାହା ଅଧିକାଂଶ ଲୋକ…