ସୁଟିଂ ବେଳେ ଅଭିନେତା ଶ୍ରୀତମ ଦାସ ଆହତ, ଗୋଡ଼ରେ ଲାଗିଛି ଆଘାତ
ଭୁବନେଶ୍ୱର (କେନ୍ୟୁଜ୍) : ଫିଲ୍ମ ସୁଟିଂ ବେଳେ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ଆହତ ହୋଇଛନ୍ତି । ସୂଚନା ଅନୁସାରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ନୂଆ ଫିଲ୍ମ ’ନବକଳେବର’ର କଟକ ଜିଲ୍ଲା ବାଙ୍କୀ ଠାରେ ସୁଟିଂ ଚାଲିଥିଲା । ଏହି ସମୟରେ ଶ୍ରୀତମ ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଚିକିତ୍ସା…