୨ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ସଟ୍ଡାଉନ୍ ହେଲା ପୁରୀ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା
ପୁରୀ: ପୁରୀ ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଏହି ସଟ୍ଡାଉନ୍ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଚାଲିବ ବୋଲି ଜଣାଯାଇଛି । ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ୨ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସତର୍କତା ପଦକ୍ଷେପ ମୂଳକ ଏହି ନିଷ୍ପତ୍ତି ଗ୍ରହଣ…