Browsing Tag

strike

ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ତୁରନ୍ତ ନିଯୁକ୍ତି ଦାବି, ସଂଘ ତରଫରୁ ଲୋୟର ପିଏମଜିରେ ଆମରଣ ଅନଶନ

ଭୁବନେଶ୍ୱର(କେନ୍ୟୁଜ୍): ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ତୁରନ୍ତ ନିଯୁକ୍ତି ଦାବିରେ ସଂଘ ତରଫରୁ ଆମରଣ ଅନଶନ । ଭୁବନେଶ୍ୱର ଲୋୟର ପିଏମଜିରେ ସେମାନେ ଅନଶନ ଚଳାଇଛନ୍ତି । ରାଜ୍ୟରେ ୧୭ ହଜାର ଏଏନଏମ୍‌ ତାଲିମ ପାଇ ବେକାର ଅଛନ୍ତି । ସେମାନଙ୍କୁ ନିଯୁକ୍ତି ଦାବି କରି ସଂଘ ପକ୍ଷରୁ ଅନଶନ ଜାରି…

ବାଲେଶ୍ୱର : କଲେଜର ଛାତ୍ରୀଙ୍କ ହତ୍ୟା ଘଟଣାରେ ରାସ୍ତା ଅବରୋଧ

ବାଲେଶ୍ୱର : ସିଂଲା ଥାନା ଅନ୍ତର୍ଗତ ଜାମସୁଳି କଲେଜର ଛାତ୍ରୀ ଲୋପାମୁଦ୍ରା ମହାନ୍ତିଙ୍କ ହତ୍ୟା ଘଟଣାରେ ରାସ୍ତା ଅବରୋଧ। ଅଭିଯୁକ୍ତକୁ କଠୋର ଦଣ୍ଡ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜାମସୁଳି କଲେଜର ଶତାଧିକ ଛାତ୍ରଛାତ୍ରୀ ବସ୍ତା-ବାଲିଆପାଳ ରାସ୍ତା ଅବରୋଧ କରିଥିଲେ ।…

ଭୁବନେଶ୍ୱର : ବିଜୁଳି ଓ ପାଣି ପାଇଁ ରାଜରାସ୍ତା ବନ୍ଦ

ଭୁବନେଶ୍ୱର : ବିଜୁଳି ଓ ପାଣି ପାଇଁ ରାଜରାସ୍ତା ବନ୍ଦ । ଭୁବନେଶ୍ୱରର ଗ୍ୟାରେଜ ଛକରେ ରାସ୍ତାରୋକ କରାଯାଇଛି । ବାତ୍ୟାର ଆଠ ଦିନ ପରେ ପାଣି ଓ ବିଜୁଳି ମିଳିନଥିବାରୁ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି । ଫଳରେ ଭୁବନେଶ୍ୱର-ପୁରୀ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

୮ଦଫା ଦାବିରେ ଧର୍ମଗଡ଼-ସିନାପାଲି ମୁଖ୍ୟ ରାସ୍ତା ଅବରୋଧ

କଳାହାଣ୍ଡି (କେନ୍ୟୁଜ୍) : ବିଭିନ୍ନ ଦାବିରେ ରାସ୍ତାରୋକ। ୮ଦଫା ଦାବିରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଯୁବକ କଂଗ୍ରେସ କମିଟି ପକ୍ଷରୁ ରାସ୍ତାରୋକ କରାଯାଇଛି। ଧର୍ମଗଡ଼-ସିନାପାଲି ମୁଖ୍ୟ ରାସ୍ତା ଗୋଲାମୁଣ୍ଡାରେ ଧାରଣାରେ ବସିଛନ୍ତି । ଫଳରେ ଗାଡି ମୋଟର ଚଳାଚଳ ଠପ୍ ହୋଇଯିବା…

ଢେଙ୍କାନାଳ ଏବଂ ଭାବନୀପାଟଣାରେ ବନ୍ଦ ଡାକରା

ଢେଙ୍କାନାଳ / କାଳାହାଣ୍ଡି(କେନ୍ୟୁଜ୍) : ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ। ୪ଦଫା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। କର୍ମୀମାନେ ସକାଳୁ ସକାଳୁ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ଫଳରେ ଯାତାୟତ ବାଧାପ୍ରାପ୍ତ…

କୁଇ ସମାଜର ୧୨ଘଣ୍ଟିଆ ବାଲିଗୁଡ଼ା ବନ୍ଦ ଡାକରା

ବାଲିଗୁଡ଼ା (କେନ୍ୟୁଜ୍) : କୁଇ ସମାଜର ୧୨ଘଣ୍ଟିଆ ବାଲିଗୁଡ଼ା ବନ୍ଦ ଡାକରା। ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ବନ୍ଦ ଡାକରା ଦିଆଯାଇଛି। ବାଲିଗୁଡ଼ାରେ ସମସ୍ତ ଦୋକାନବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ବାଲିଗୁଡ଼ା ଠାରେ ଚାଲିଥିବା ବାଲିଗୁଡ଼ା ମହୋତ୍ସବରେ…

ଆଜି ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ, ନୂଆ ରେଳ ଲାଇନ ସଂଯୋଗ ନେଇ ଦାବି

ପାଟଣାଗଡ଼ (କେନ୍ୟୁଜ୍) : ଆଜି ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ । ବଲାଙ୍ଗିରରୁ ନୂଆପଡ଼ା ଭାୟା ପାଟଣାଗଡ଼ ନୂଆ ରେଳ ଲାଇନ ସଂଯୋଗ ଦାବିରେ ପାଟଣାଗଡ଼ ସିଟିଜେନ ଫୋରମ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏଥିଯୋଗୁଁ ଦୋକାନବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହି ବନ୍ଦ ଡାକରାରେ ପାଟଣାଗଡ଼ ବଣିକ ସଂଘ,…

ଦୁଲୁକୁଛି ଭୁବନେଶ୍ୱର ଗାନ୍ଧୀ ମାର୍ଗ, ବିଭିନ୍ନ ଦାବି ନେଇ ବିକ୍ଷୋଭ ଓ ଧାରଣାରେ ବିଭିନ୍ନ ସଙ୍ଗଠନ

ଭୁବନେଶ୍ବର : ଆମର ଦାବୀ, ନାଯ୍ୟ ଦାବୀ. . . ସରକାର ତମେ ମାନି ନିଅ । ଏଭଳି ନାରାବାଜିରେ କମ୍ପୁଛିି ବିଧାନସଭା ସମ୍ମୁଖ ଗାନ୍ଧୀମାର୍ଗ । ପାଚିକା ସଙ୍ଘ ଠାରୁ ରାଜ୍ୟ ରୋଷେୟା ଓ ସେବାୟତ ସଙ୍ଘ, କୃଷକ ଠାରୁ ଆରମ୍ଭ କରି ଗ୍ରାମରକ୍ଷୀ ପର୍ଯ୍ୟନ୍ତ, ସମସ୍ତେ ଗାନ୍ଧୀମାର୍ଗରେ ବିକ୍ଷୋଭ ଓ ଧାରଣାରେ…

ଦ୍ୱିତୀୟ ଦିନରେ ପହଞ୍ଚିଛି ତାଳଚେରରେ ଅର୍ଥନୈତିକ ଧର୍ମଘଟ, ବନ୍ଦ ରହିଛି ୮ଟି କୋଇଲା ଖଣିରୁ ଉତ୍ପାଦନ ଓ ପରିବହନ

ତାଳଚେର : ଦ୍ୱିତୀୟ ଦିନରେ ପହଞ୍ଚିଛି ତାଳଚେରରେ ଅର୍ଥନୈତିକ ଧର୍ମଘଟ । ଫଳରେ ତାଳଚେରର ୮ଟି କୋଇଲା ଖଣିରୁ ଉତ୍ପାଦନ ଓ ପରିବହନ ବନ୍ଦ ରହିଛି । ରେଳ ଯୋଗେ ମଧ୍ୟ କୋଇଲା ପରିବହନ ବନ୍ଦ ରହିଛି । ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ୧୬ ଦଫା ଦାବି ନେଇ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ମୁଖ୍ୟତଃ ୨୦୦୬…

କଳାହାଣ୍ଡି : ମରୁଡ଼ି ଘୋଷଣା ଦାବିରେ ରାଜରାସ୍ତାରେ ଶହଶହ ଚାଷୀ

ଧର୍ମଗଡ଼ (କେନ୍ୟୁଜ୍) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ନିକଟରେ କୋକସରା ଚାଷୀ ସଂଗଠନ ପକ୍ଷରୁ ଜାତୀୟ ରାଜପଥ ୨୬ ଅବରୋଧ କରିଛନ୍ତି। କୋସରା ବ୍ଳକ୍ କୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ଦାବୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଫଳରେ ଜୟପୁର, ବୋରିଗୁମ୍ମା ଏବଂ ଭବାନୀପାଟଣାକୁ ଯାତାୟତ…

ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି(କେନ୍ଯୁଜ୍) : ଜିଲ୍ଲା ମାନ୍ୟତା ଦାବିରେ ଆଜି କଣ୍ଟାବାଞ୍ଜି ବନ୍ଦ କରାଯାଇଛି। ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସମିତିର ସଦସ୍ୟମାନେ ଇନ୍ଦିରା ଛକରେ ଏକାଠି ହୋଇ ପକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ । ସରକାରୀ, ବେସରକାରୀ…

ଓସିଏଲ୍ ଖଣି ସଂପ୍ରସାରଣ ଜନଶୁଣାଣିକୁ ନେଇ ତେଜିଲା ବିବାଦ

ରାଜଗାଙ୍ଗପୁର(କେନ୍ଯୁଜ୍) : ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ସ୍ଥିତ ଓସିଏଲ୍ ଖଣି ସଂପ୍ରସାରଣ ଜନଶୁଣାଣିକୁ ନେଇ ତେଜିଲା ବିବାଦ । ଜନଶୁଣାଣିକୁ ବିରୋଧ କରି ଆଦିବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କ୍ୟାମ୍ପସ ଆଗରେ ହଜାର ହଜାର ଆଦିବାସୀ ବିରୋଧ ପ୍ରଦର୍ଶନ କରିଛନ୍ତି । ଘଟଣାସ୍ଥଳରେ…