Browsing Tag

strike

ପାରାଦ୍ବୀପ : ଲୋଡର ଅପରେଟର ଓ ହେଲପରଙ୍କ ଆନ୍ଦୋଳନ ସ୍ଥଗିତ

ପାରାଦ୍ବୀପ (କେନ୍ୟୁଜ୍) : ବନ୍ଦରରେ ଲୋଡର ଅପରେଟର ଓ ହେଲପରଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ । ପାରାଦୀପ ଶ୍ରମିକ କର୍ମଚାରୀ ମିଳିତ ମଞ୍ଚର ସଭାପତି ଓ ଅତିରକ୍ତ ଏସପିଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନକୁ ସ୍ଥଗିତ ରଖଯାଇଛି । ଆଗକୁ ତ୍ରିପାକ୍ଷିକ ଆଲୋଚନା କରି ଦାବି ଗୁଡିକୁ ବିଚାର କରିବାକୁ…

ପିସିସିର ନୂଆ କମିଟିକୁ ନେଇ ଅସନ୍ତୋଷ : ଧାରଣାରେ ବସିଲେ ୩ ପ୍ରମୁଖ ନେତା

ଭୁବନେଶ୍ବର (କେନ୍ୟୁଜ୍) : ପିସିସିର ନୂଆ କମିଟିକୁ ନେଇ ଅସନ୍ତୋଷ। କଂଗ୍ରେସ ଭବନରେ ଧାରଣାରେ ବସିଲେ ୩ ପ୍ରମୁଖ ନେତା। ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ୟ୍ୟ ଓ ଚିନ୍ମୟ ସୁନ୍ଦର ଦାସ ଧାରଣାର ବସିଛନ୍ତି। ପୂର୍ବ କମିଟିରେ ପଦ ପଦବୀରେ ଥିବା ନେତାଙ୍କୁ ବାଦ୍ ଦିଆଯାଇଥିବାରୁ ଧାରଣା ଦିଆଯାଇଛି।…

ରାଉରକେଲା ଏବଂ ଗଜପତିରେ ମଧ୍ୟ ଧର୍ମଘଟର ପ୍ରଭାବ

ରାଉରକେଲା (କେ ନ୍ୟୁଜ୍‌) : ପରିବହନ ଧର୍ମଘଟର ଜୋରଦାର ପ୍ରଭାବ ପଡ଼ିଛି ଶିଳ୍ପ ନଗରୀ ରାଉରକେଲାରେ । ବିଶ୍ରା ଛକ ନିକଟରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିଟୁ ପକ୍ଷରୁ ପରିବହନ ସେବାକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି । ବସ୍‌ କର୍ମଚାରୀ ଓ ବସ୍‌ ମାଲିକମାନେ…

୨୪ ଘଣ୍ଟିଆ ପରିବହନ ଧର୍ମଘଟ : ରାଜ୍ୟର ସବୁ ଜିଲ୍ଲାରେ ଗାଡ଼ି ଚଳାଚଳ ବନ୍ଦ, ଯାତ୍ରୀ ହଇରାଣ

ଭୁବନେଶ୍ୱର (କେ ନ୍ୟୁଜ୍‌) : ୨୪ ଘଣ୍ଟିଆ ପରିବହନ ଧର୍ମଘଟ ଯୋଗୁଁ ରାଜ୍ୟରେ ଯାତତ୍ରୀ ସେବା ପପ୍ରଭାବିତ । ଗଡୁନି ଘରୋଇ ଓ ସରକାରୀ ବସ୍‌ ସମେତ ଅଟୋ, ରିକ୍ସା ଓ ସ୍କୁଲ କଲେଜ ବସ୍‌ । ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଅଟୋ ଧର୍ମଘଟରେ ସାମିଲ ହୋଇଛନ୍ତି। ଲୋକସଭାରେ ଗୃହୀତ ମୋଟର ଭେହିକିଲ୍‌ ଆକ୍ଟ…

ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ

ମୟୂରଭଞ୍ଜ : ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବାରିପଦା ବନ୍ଦ । ଆଦିବାସୀ ରିଭୋଲ୍ୟୁସ୍ନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଏହାକୁ ସମର୍ଥନ ଜଣାଇଛି ଆଦିବାସୀ ଷ୍ଟୁଡେଣ୍ଟ ଆସୋସିଏସନ । ଦୋକାନ ବଜାର, ଗାଡ଼ି ମୋଟର ଚଳାଚଳ,…

ଆଠମଲ୍ଲିକରେ ୧୨ଘଣ୍ଟିଆ ବନ୍ଦ ଡାକରା

ଅନୁଗୁଳ : ଅଇଡାସ୍ଥିତ ଆଦର୍ଶ ବିଦ୍ୟାଳୟର ସ୍ଥାନାନ୍ତରକୁ ବିରୋଧ କରି ଆଠମଲ୍ଲିକ ବିକାଶ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବିଦ୍ୟାଳୟକୁ ଆଠଗଡ଼ରୁ ବନମାଳିପୁରକୁ ସ୍ଥାନାନ୍ତରଣକୁ ବିରୋଧ କରାଯାଇଛି। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍‌  ହୋଇଯାଇଛି। ମଞ୍ଚ ପକ୍ଷରୁ…

ବରଗଡ଼: ୧୨ଘଣ୍ଟିଆ ଭଟଲି ବନ୍ଦ

ବରଗଡ଼ : ୧୨ଘଣ୍ଟିଆ ଭଟଲି ବନ୍ଦ। ରାଜ୍ୟ BJP ଯୁବମୋର୍ଚ୍ଚା ସମ୍ପାଦକ ଇରାଶିଷ ଆଚାର୍ଯ୍ୟଙ୍କ ଗିରଫଦାରୀକୁ ବିରୋଧ କରି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ଦୋକାନ, ବଜାର ବନ୍ଦ ରହିଛି। ତେବେ ଗାଡି ଚଳାଚଳ ସ୍ୱାଭାବିକ ରହିଛି। କର୍ମୀମାନେ ସକାଳୁ ସକାଳୁ…

ବୌଦ୍ଧରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ବୌଦ୍ଧ୍: ହରଭଙ୍ଗା ବ୍ଳକ ଚାରିଛକ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବୌଦ୍ଧ୍ ଶାଖା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ। ହରଭଙ୍ଗାରେ ଜେ.ଏମ୍.ଏଫ୍.ସି କୋର୍ଟକୁ ତୁରନ୍ତ କାର୍ୟ୍ୟକାରୀ କରିବା ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ…

ବ୍ରହ୍ମପୁର: ସରକାରୀ ନର୍ସିଂ କଲେଜରେ ଆନ୍ଦୋଳନ

ବ୍ରହ୍ମପୁର: ସରକାରୀ ନର୍ସିଂ କଲେଜରେ ଆନ୍ଦୋଳନ। ସାର୍ଟିଫିକେଟ ନ ମିଳିବା ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଗେଟ୍ ଆଗରେ ଧାରଣାରେ ବସିଛନ୍ତି। ଅଭିଯୋଗ ହୋଇଛି ୨୦୧୩-୧୭ ଶିକ୍ଷାବର୍ଷର ଛାତ୍ରଛାତ୍ରୀମାନେ ପରୀକ୍ଷାରେ ପାସ୍ କରିଥିଲେ ମଧ୍ୟ ସେମାନଙ୍କୁ ଏପର୍ୟ୍ୟନ୍ତ ସାର୍ଟିଫିକେଟ୍…

ମାଲକାନଗିରିରେ କଂଗ୍ରେସ କର୍ମୀଙ୍କ ଧାରଣା

ମାଲକାନଗିରି: ଦାବି ପୂରଣ ନହେବାରୁ ଧାରଣା। ମାଲକାନଗିରିରେ ଅସ୍ଥାୟୀ ସ୍କୁଲରେ ରାତି କଟାଇଲେ ଜିଲ୍ଲା କଂଗ୍ରେସ କର୍ମୀ। ୫ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଧାରଣା ଜାରି ରଖିବାକୁ କର୍ମୀମାନେ ଚେତାବନୀ ଦେଇଛନ୍ତି। ତାଙ୍କ ସହ ସାମିଲ୍ ହୋଇଛନ୍ତି ପିସିସି କାର୍ୟ୍ୟକାରୀ ସଭାପତି…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି: କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଛନ୍ତି ଆଇନଜୀବୀ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ। ଆନ୍ଦୋଳନ ବେଳେ ଓକିଲ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍‌ କିଛି ଆନ୍ଦୋଳନରତ ଆଇନଜୀବୀଙ୍କୁ ଗିରଫ କରିଛି। ଆଜି ଆଇନଜୀବୀମାନେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ…

ରାୟଗଡ଼ା: ଡାକ୍ତର ପଦବୀ ପୂରଣ ଦାବିରେ ରାୟଗଡ଼ା ଜିଲ୍ଲା ଆମ୍ବଦଳାରେ ବନ୍ଦ ଡାକରା

ରାୟଗଡା: ଡାକ୍ତର ପଦବୀ ପୂରଣ ଦାବିରେ ରାୟଗଡ଼ା ଜିଲ୍ଲା ଆମ୍ବଦଳାରେ ବନ୍ଦ ଡାକରା। ବନ୍ଦ ଯୋଗୁ ସମସ୍ତ ଦୋକାନ, ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। ଆମ୍ବଦଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଯୁବକମାନେ ଧାରଣାରେ ବସିଛନ୍ତି। ଜାତୀୟ ରଜପଥ ଉପରେ ଶହ ଶହ ଟ୍ରକ ଅଟକି…