Browsing Tag

students

ଅସହ୍ୟ ହେଲା ଘରୋଇ ଆଇଟିଆଇ କଲେଜ କର୍ତ୍ତୃପକ୍ଷଙ୍କ ନିର୍ଯାତନା : ରାତିରେ ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ…

ମୟୂରଭଞ୍ଜ (କେନ୍ୟୁଜ): ଛାତ୍ରଙ୍କୁ ବାଡେଇ ଚାଲିଛନ୍ତି ଜଣେ ବ୍ୟକ୍ତି। ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ନିସ୍ତୁକ ମାଡ ମାରୁଛନ୍ତୁ ଏହି ବ୍ୟକ୍ତି ଜଣକ। ମାଡ ଖାଉଥିବା ଯୁବକ ଜଣକ ଜଣେ ଆଇଟିଆଇ ଛାତ୍ର, ଆଉ ମାଡ ମାରୁଥିବା ବ୍ୟକ୍ତି ଜଣକ ସେହି ଅନୁଷ୍ଠାନର ଅଧ୍ୟକ୍ଷଙ୍କ ଭାଇ। ଭାଇରାଲ ହେଉଥିବା ଏ…

ଝାଡାବାନ୍ତିରେ ୧୦୦ରୁ ଉର୍ଦ୍ଧ୍ଵ ଛାତ୍ରୀ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଫଟାଟାଙ୍ଗର ସେବା ଶ୍ରାମରେ ପ୍ରାୟ ୨୦୦ ଛାତ୍ରୀ ଥିବା ବେଳେ ଏମାନଙ୍କ ମଧରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏପର୍ଯ୍ଯନ୍ତ ୪୦ରୁ ଅଧିକ ଡାକ୍ତର ଖାନାରେ ଚିକିତ୍ସା ହେଉ ଥିବା ବେଳେ ୧୦ରୁ ଉର୍ଦ୍ଧ୍ଵ…

ପଡ଼ୋଶୀ ଦେଶ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କଲା ଭାରତ: ପାକିସ୍ତାନରେ ପଢ଼ିଲେ ମିଳିବନି ଚାକିରି, ଜାଣନ୍ତୁ କ’ଣ ରହିଛି ନୂଆ…

ନୂଆଦିଲ୍ଲୀ : ଛାତ୍ରଛାତ୍ରୀମାନଙ୍କୁ ବଡ଼ ଚେତାବନୀ । ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଓ AICTE ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏଡି ଚେତାବନୀ ଦେଇଛନ୍ତି । ସମସ୍ତଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦେଇଛି UGC । ଭାରତର ଯେକୌଣସି ନାଗରିକ ଏବଂ ବିଦେଶୀ ନାଗରିକ ଯଦି…

ପ୍ରାର୍ଥନା ନକରିବାରୁ ଉଠବସ୍ କରାଇଲେ ଶିକ୍ଷକ, ବେହୋସ୍ ହୋଇଗଲେ ୮ ଛାତ୍ରୀ

ପାଟଣାଗଡ (କେନ୍ୟୁଜ): ପ୍ରାର୍ଥନା ଭୁଲି ଯିବାରୁ ରାଗିଗଲେ ଶିକ୍ଷକ । ଛାତ୍ରୀଙ୍କୁ ବସ୍‌ ଉଠ କଲେ । ୮ ଛାତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ପାଟଣାଗଡ ବ୍ଲକ ସୁନାମୁଦି ଗାଁରେ ଥିବା ବାପୁଜୀ ହାଇସ୍କୁଲରେ ଅଘଟଣ । ପ୍ରାର୍ଥନା ଭୁଲି ଯିବାରୁ ଇତିହାସ ଶିକ୍ଷକ ରାଗିଯାଇ ପିଲାଙ୍କୁ…

ରାଜନୀତି ମଇଦାନରେ ଶିକ୍ଷିତ ଛାତ୍ରଛାତ୍ରୀ , ନିର୍ବାଚନ ଲଢୁଛନ୍ତି ବିଟେକ,ଏମବିଏ ଏବଂ ଏମସିଏ ଛାତ୍ର

ନବରଙ୍ଗପୁର (କେନ୍ୟୁଜ): ରାଜନୀତି ମଇଦାନରେ ଶିକ୍ଷିତ ଛାତ୍ରଛାତ୍ରୀ । ନବରଙ୍ଗପୁର ଜିଲ୍ଲାର ଝରିଗାଁ ଏବଂ ଉମରକୋଟ ବ୍ଲକ୍‌ରେ ପଞ୍ଚାୟତ ନିର୍ବାଚନ ଲଢୁଛନ୍ତି ଏମବିଏ, ଏମସିଏ ଓ ବିଟେକ ଛାତ୍ରଛାତ୍ରୀ । ଝରିଗାଁ ପଞ୍ଚାୟତରୁ ସମିତି ସଭ୍ୟ ଭାବରେ ଛିଡା ହୋଇଛନ୍ତି ବିଟେକ ଛାତ୍ରୀ କୁନ୍ତଳା ମାଝୀ ।…

ହନୁମାନଙ୍କ ଏମିତି ମନ୍ଦିର, ଯେଉଁଠି ପୂଜା କଲେ ଛାତ୍ର ଛାତ୍ରୀଙ୍କୁ ମିଳେ ସରକାରୀ ଚାକିରି

ପ୍ରାୟ ସବୁ ବାପା ମାଆଙ୍କ ଇଚ୍ଛା ଥାଏ ଯେ ତାଙ୍କ ପିଲା କେମିତି ଗୋଟେ ସରକାରୀ ଚାକିରି ପାଇଯାଉ । ଏମିକିତି ପ୍ରାୟ ସମସ୍ତେ ଚାହାନ୍ତି ସରକାରୀ ଚାକିରି କିନ୍ତୁ ଏହା ଏତେ ସହଜ ମଧ୍ୟ ନୁହେଁ । କାରଣ ଏଥିପାଇଁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ଅନେକ ସାକ୍ଷାତକାରର ସାମ୍ନା କରିବାକୁ ପଡିଥାଏ ।…

‘ସ୍କୁଲରେ ପିଲାଙ୍କୁ ତାଗିଦ୍‌ କରିବା ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ’, ଶିକ୍ଷକ ବିରୋଧରେ ଆସିଥିବା ମାମଲାକୁ ରଦ୍ଦ…

ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତାଗିଦ୍‌ କରିବା ଅପରାଧ ନୁହେଁ। ଶିକ୍ଷକଙ୍କ ତାଗିଦ୍‌ ଯୋଗୁଁ ଛାତ୍ର ଆତ୍ମହତ୍ୟା କଲେ IPCର ଧାରା ୩୦୬ ଲାଗୁ ହେବନି। ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଏସ ଅବଦୁଲ ନାଜିର ଓ ଜଷ୍ଟିସ କ୍ରିଷ୍ଣ ମୁରାରୀଙ୍କ…

ଆଫଗାନିସ୍ତାନରେ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ; ପୁଅ ଝିଅଙ୍କ ମଝିରେ ପଡିଲା ପରଦା

ଆଫଗାନିସ୍ତାନ : ବର୍ତ୍ତମାନ ତାଲିବାନର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଆଫଗାନିସ୍ତାନ ତାଲିବାନକୁ ଅକ୍ତିଆର କରିବା ପରଠୁ ସେଠାକାର ପରିସ୍ତିତିର ଫଟୋ ସାମନାକୁ ଆସୁଛି । ଏବେ କଲେଜର ଏକ ଫଟୋ ସୋସିଆଲ ମିଡ୍ଆରେ ଭାଇରାଲ ହେବାରେ ଲାଗିଛି । ତାଲିବାନ ଆଫଗାନିସ୍ତାନରେ ନିୟନ୍ତ୍ରଣ…

ଜୁନ ୧୭ ପରେ କଲେଜ ଖୋଲିବା କ୍ଷଣି ଯେକୌଣସି ସମୟରେ ହେବ ପରୀକ୍ଷା : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଜୁନ ୧୭ ପରେ କଲେଜ ଖୋଲିବା ପରେ ଯେକୌଣସି ସମୟରେ ପରୀକ୍ଷା ହେବ । ଛୁଟି ସମୟରେ ପାଠ ପଢ଼ାରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ପିଜି ଏକକ ପ୍ରବେଶିକା ପରୀକ୍ଷା ପାଇଁ ସମସ୍ତ କୁଳପତିଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଦେଶରେ…

ଗଞ୍ଜାମ: ଖେଳୁଥିବାବେଳେ ବ୍ୟାଟେରୀ ବିସ୍ଫୋରଣ ଘଟି ୩ ବାଳକ ଗୁରୁତର

ଗଞ୍ଜାମ(କେନ୍ୟୁଜ୍): ଖେଳୁଥିବାବେଳେ ଫାଟିଲା ବ୍ୟାଟେରୀ। ବିସ୍ଫୋରଣ ଘଟି ୩ ବାଳକ ଗୁରୁତର। ଗୁରୁତର ଅବସ୍ଥାରେ ସେମାନଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ସୋମପୁର ଗାଁରେ ବିସ୍ଫୋରଣ ହୋଇଛି। ତିନି ଜଣ ବାଳକ ଏକ ପରିତ୍ୟକ୍ତ ସ୍ଥାନରେ ଖେଳୁଥିବାବେଳେ…

ଗଞ୍ଜାମ ବାଲିପଦର ରଘୁନାଥ ସ୍ୱାମୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଭୌତିକ କାଣ୍ଡ, ପାଠପଢ଼ା ଚାଲୁଥିବା ବେଳେ ମୁର୍ଚ୍ଛା…

ଗଞ୍ଜାମ(କେନ୍ୟୁଜ୍): ସ୍କୁଲରେ ଭୌତିକ କାଣ୍ଡ। ପାଠପଢ଼ା ଚାଲୁଥିବା ବେଳେ ମୁର୍ଚ୍ଛା ଯାଉଛନ୍ତି ଛାତ୍ରୀ। ଅଚେତ ହୋଇ ପଡୁଛନ୍ତି। ଏଣୁତେଣୁ ବି ଗପୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବାଲିପଦର ସ୍ଥିତ ରଘୁନାଥ ସ୍ୱାମୀ ଉଚ୍ଚ ବାଳିକା ବିଦ୍ୟାଳୟରେ। ହଠାତ୍‌ ସ୍କୁଲର ଛାତ୍ରୀ…

ପରୀକ୍ଷା ଫଳ ନୁହେଁ ସଫଳତାର ମାପଦଣ୍ଡ, ମାଟ୍ରିକ ରେଜଲ୍ଟ ଖରାପ ହୋଇଥିଲେ ହାରି ନଯାଇ ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ଆଉ ମାତ୍ର କିଛି ସମୟର ଅପେକ୍ଷା । ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଏଥିପାଇଁ ବିଦ୍ୟାର୍ଥୀଙ୍କଠାରୁ ଆରମ୍ଭକରି ଅଭିଭାବକଙ୍କ ମନରେ ଭରି ରହିଛି ଗଭୀର ଉତ୍କଣ୍ଠା । ରେଜଲ୍ଟ ଆସିବା ପରେ କିଛି ପିଲା ଉତ୍ସାହ ମନାଉଥିବା ବେଳେ ଆଉ କିଛି ପିଲା ଥାଆନ୍ତି ଦୁଃଖରେ । ପରୀକ୍ଷା ଫଳାଫଳକୁ ନେଇ…