ସ୍ମ୍ରିତିଙ୍କ ପାଇଁ ପାଇଲେ ନୂଆ ଜୀବନ: ସଫଳ କିଡନି ପ୍ରତିରୋପଣ ଅସ୍ତ୍ରୋପଚାର ପରେ ଏବେ ଘରକୁ ଫେରିଲେ ମହିଳା
କଟକ(କେନ୍ୟୁଜ୍): ମେ ମାସ ୧୭ ତାରିଖରେ କଟକ ଏସସିବି ମେଡିକାଲରେ କାର୍ଡାଭାରିକ କିଡନି ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା। ବ୍ରହ୍ମପୁର ଅଞ୍ଚଳର ଜଣେ ୧୪ ବର୍ଷର ଝିଅ ସ୍ମ୍ରିତି ସମ୍ରିଦ୍ଧିଙ୍କ ବ୍ରେନ୍ ଡେଡ ହେବାପରେ ତାଙ୍କ ପରିବାର ଲୋକ କିଡନୀ ଦାନ କରିବାକୁ ସମ୍ମତି ପ୍ରକାଶ କରିଥିଲେ।…