Browsing Tag

sugarcane

କନୌଜ: ଆଚାର ତିଆରି ପାଇଁ ରହିଥିଲା ୫ କିଲୋ ଆଖୁ ଭିନେଗାର, ୪୫ ଡିଗ୍ରୀ ତାପମାତ୍ରାରେ ଜୋରଦାର୍‌ ବିସ୍ଫୋରଣ

ଉତ୍ତର ପ୍ରଦେଶର କନୌଜରେ ଆଖୁ ଭିନେଗାରରୁ ଜୋରଦାର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ଏକ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । କୁହାଯାଉଛି ଯେ ଏହି ବିସ୍ଫୋରଣ ବେଳେ ଆଖାପାଖରେ ରହୁଥିବା ଲୋକେ ମଧ୍ୟ ଭୟରେ ଥରିବାକୁ ଲାଗିଥିଲେ ଏବଂ ଏ ନେଇ ଚାରିଆଡ଼େ ଆତଙ୍କର…

କେବଳ ପେଟ ନୁହେଁ ତ୍ୱଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ଆଖୁ ରସ, ଖରାଦିନେ ନିଶ୍ଚୟ କରନ୍ତୁ ବ୍ୟବହାର

ଖରାଦିନେ ପେଟ ଥଣ୍ଡା କରିବାକୁ ଆମେ ଆଖୁ ରସ ପିଇଥାଉ। ଏହା ପାଟିକୁ ମିଠା ଲାଗିବା ସହ ଶରୀର ପାଇଁ ବି ହିତକର ହୋଇଥାଏ। ଆଖୁ ରସ ପିଇବା ଦ୍ୱାରା ଶରୀରକୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ କେବଳ ପେଟ ନୁହେଁ, ତ୍ୱଚା ପାଇଁ ବି ଆଖୁ ରସ ଲାଭଦାୟକ…

ଢେଙ୍କାନାଳ: ଭୋଜଦେଇପୁର ଗାଁ ନିକଟରେ ଥିବା ୧୧ଏକର ଆଖୁ କିଆରୀରେ ନିଆଁ, ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ

ଢେଙ୍କାନାଳ : ଆଖୁ କିଆରୀରେ ନିଆଁ। ଜଳିପୋଡି ଯାଇଛି ପ୍ରାୟ ୧୧ଏକରର ଆଖୁ ଫସଲ। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭୋଜଦେଇପୁର ଗାଁ ନିକଟରେ ଥିବା ଆଖୁ କିଆରୀରେ ହତାଠ୍‌ ନିଆଁ ଲାଗିଯାଇଥିଲା। ଖବର ପାଇ ଢେଙ୍କାନାଳ ଓ ହିନ୍ଦୋଳ ରୋଡରୁ ୩ଟି ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିଲେ।…

ଏହି ସବୁ ରୋଗ ପାଇଁ ରାମବାଣ ଆଖୁରସ !

ଆମ ସ୍ବାସ୍ଥ୍ଯ ପାଇଁ ଆଖୁରସ ଅତ୍ଯନ୍ତ ଆବଶ୍ଯକ । ଖାସ୍ କରି ଖରା ଦିନ ପାଇଁ । ଏହା ସହ ଆମ ଦେହକୁ ଫ୍ରେସ୍ ମଧ୍ୟ ରଖିଥାଏ । ଆଖୁରସକୁ ସିଜିନ୍ ଅନୁସାରେ ଲୋକ ମାନେ ପସନ୍ଦ କରିଥାନ୍ତି । ଖରା ଦିନ ପାଇଁ ଆଖୁରସ ଦେହର ଜଳୀୟ ଅଂଶ ବଢାଇଥାଏ । ଆଖୁରସରେ ଅନେକ ପୋସକ ଜାତୀୟ ଭିଟାମିନସ୍ ରହିଥାଏ…