Below header
Browsing Tag

suicide

ଲକଡାଉନ୍ ଯୋଗୁ ଘରେ ବନ୍ଦ… ରୋଜଗାର ଠପ୍, ଭବିଷ୍ୟତ ଚିନ୍ତାରେ ଦେଶରେ ବଢ଼ୁଛନ୍ତି ମାନସିକ ରୋଗୀ

କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି। ଏହି ଲକଡାଉନ ଯୋଗୁ ଲୋକମାନେ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଦେଖାଯାଇଛି। ଲକଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ପ୍ରାୟ ଡଜନେ ଲୋକ ଆତ୍ମହତ୍ୟା କରିସାରିଲେଣି। କେରଳରେ କିଛି ଲୋକ ମଦ ନ ମିଳିବାରୁ ଜୀବନ…

ଲକଡାଉନରେ ଘରେ ରହି ବୋର ହେଉଥିଲେ ଯୁବକ, ବାହା ହେବାକୁ ଜିଦ୍ କରି ଡେଇଁଲେ କୂଅକୁ

କେନ୍ଦୁଝର (କେନ୍ୟୁଜ) : ସାରା ଦେଶରେ ଏବେ ମହାମାରୀ କାରୋନା ଆତଙ୍କ। ଏହି ଘାତକ କାରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିସାରିଛି। କାରୋନା ପ୍ରକୋପରୁ ଦେଶର ଜନତାଙ୍କୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ଲକଡାଉନ କରିଛନ୍ତି। ତେବେ ଏହି ଲକଡାଉନ ପାଇଁ…

ଲକ୍‌ଡାଉନ୍‌ରେ ମଦ ମିଳିଲା ନାହିଁ ବୋଲି ଏମିତି କାଣ୍ଡ କରି ବସିଲେ ଜଣେ ଦିନ ମଜୁରିଆ

କେରଳ ଅନ୍ତର୍ଗତ ଥ୍ରିସୁର୍‌ର ଘଟଣା । ଜଣେ ୩୮ ବର୍ଷ ବୟସ୍କ ଦିନ ମଜୁରିଆ ଆଜି ଏଭଳି ଅଘଟଣ ଘଟାଇଛନ୍ତି ତାହା କରୋନା ଠାରୁ ବି ଭୟଙ୍କର । ବର୍ତ୍ତମାନ କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ । ସବୁ ଦୋକାନ ଭଳି ମଦ ଦୋକାନ ମଧ୍ୟ ବନ୍ଦ ରହିଛି । ସନୋଜ ନାମକ ଏହି ଶ୍ରମିକ ଜଣକର ମଦ ନହେଲେ ନଚଳେ ।…

ପ୍ରେମ ଲାଗି ହାରିଦେଲେ ଜୀବନ, ଏବେ ଭଦ୍ରକ ବାସୁଦେବପୁର ଅଞ୍ଚଳରେ ପ୍ରେମିକ ପ୍ରେମିକାଙ୍କ କଥାବାର୍ତ୍ତାର ଅଡ଼ିଓ ଭାଇରାଲ

ବାସୁଦେବପୁର(କେନ୍ୟୁଜ୍‌) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅରଣ୍ଡୁଆ ପଂଚାୟତ ଅନ୍ତର୍ଗତ ନରେନ୍ଦ୍ର ପୁର ଗାଁ ପ୍ରେମରେ ବିଫଳ ହେବା ପରେ ପ୍ରେମିକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଏପଟେ ପ୍ରେମିକ ଓ ପ୍ରେମିକାଙ୍କର ଫଟୋ ଓ କଥାବାର୍ତ୍ତାର ଅଡିଓ ଭାଇରାଲ ହେବା ପରେ ପ୍ରେମିକ ପରିବାର…

ବାହାଘର ଭାଙ୍ଗିଯିବାରୁ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଜନଗହଳିପୂର୍ଣ୍ଣ ରାସ୍ତାରେ ନିଜ ତଣ୍ଟି କାଟି କଲେ ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର: ବାହାଘର ଭାଙ୍ଗିଯିବାରୁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଜନଗହଳିପୂର୍ଣ୍ଣ ରାସ୍ତାରେ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ। ଗଂଜାମ ଜିଲ୍ଲା ଭଞ୍ଜନଗର ବସ୍‌ଷ୍ଟାଣ୍ଡ ନିକଟରେ ଏଭଳି ଏକ ଆଭାବନୀୟ ଘଟଣା ଘଟିଛି। ଖବର ପାଇ ଭଞ୍ଜ ନଗର ଥାନା ପୋଲିସ ରକ୍ତ ଜୁଡ଼ୁବୁଡ଼ୁ…

ସାମାଜିକ ସ୍ୱୀକୃତି ନମିଳିବା ଭୟରେ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ, ଗାଁ ପାଖ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର: ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନବରଙ୍ଗପୁର ରାଇଘର ବ୍ଲକ ଚଡିଆପାରା ଗାଁ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରାଇଘର ବ୍ଲକ ଚଡିଆପାରା ଗାଁର ଯୁବକ ଅମଲ ସିଂହ ଓ ଯୁବତୀ ରାମବାଇ ଗଣ୍ଡ । ସୂଚନା ଅନୁଯାୟୀ, ଯୁବକ ଯୁବତୀଙ୍କ ପରିବାର ମଧ୍ୟରେ ଘନିଷ୍ଠ…

ଫେସବୁକରେ ‘ଗୁଡବାଏ ଲାଇଫ’ ପୋଷ୍ଟ କରି ସୁଇସାଇଡ଼ ପଏଣ୍ଟରୁ ଡେଇଁଲେ ଯୁବକ, ଆଉ ତାପରେ..

ଫେସବୁକରେ 'ଗୁଡ଼ ବାଏ ଲାଇଫ' ପୋଷ୍ଟ କରି ୩୦ ବର୍ଷୀୟ ଯୁବକ କିନ୍ନୌରର ପ୍ରସିଦ୍ଧ ସୁଇସାଈଡ଼ ପଏଣ୍ଟରୁ ଡେଇଁ ନିଜ ଜୀବନ ଦେଇଛନ୍ତି । ତେବେ ଏଠାକୁ ସେ ନିଜ ସମ୍ପର୍କୀୟମାନଙ୍କ ସହ ବୁଲିବାକୁ ଆସିଥିଲେ ଓ ପ୍ରାୟ ୯୦୦ ମିଟର ତଳୁ ତାଙ୍କର ଶବକୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ପୋଲିସ ଏହା…

୪ ମହଲା କୋଠାରୁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା; ସାମ୍‌ନାକୁ ଆସିଲା ମୃତ ଛାତ୍ରୀଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ

ଭୁବଶ୍ୱେର (କେନ୍ୟୁଜ୍) : ୪ ମହଲା କୋଠାରୁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସାମ୍‌ନାକୁ ଆସିଲା ମୃତ ଛାତ୍ରୀଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ । ଆତ୍ମହତ୍ୟାର ଏକ ଘଣ୍ଟା ପୂର୍ବରୁ ଛାତ୍ରୀ କୃତିକା ମିଶ୍ର ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ BY BY PEOPLE । ବିଜେବି ନଗର ଅଞ୍ଚଳର ଏକ…

ପୁରୀ ବଳିଆପଣ୍ଡା ଅଞ୍ଚଳରେ ଅଭାବନୀୟ ଘଟଣା, ପତ୍ନୀର ତଣ୍ଟି କାଟିବା ପରେ ନିଜର ଗୁପ୍ତାଙ୍ଗ କାଟି ସ୍ୱାମୀର ଆତ୍ମହତ୍ୟା…

ପୁରୀ : ପୁରୀ ବଳିଆପଣ୍ଡା ଅଞ୍ଚଳରେ ଅଭାବନୀୟ ଘଟଣା । ପତ୍ନୀର ତଣ୍ଟି କାଟିବା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ । ବଳିଆପଣ୍ଡା ଅଞ୍ଚଳର ବୁଲୁ ବେହେରା ଓ ତାଙ୍କ ପତ୍ନୀ ଚନ୍ଦ୍ରମା ବେହେରାଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହୋଇଥାଏ । ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ସ୍ୱାମୀ…

ନବରଙ୍ଗପୁର ନାକଟିସେମାଡ଼ା ଗାଁରେ ଅଘଟଣ: ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ଜଣେ ମୃତ ଜଣେ ଗୁରୁତର

ନବରଙ୍ଗପୁର: ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ। ଜଣେ ମୃତ, ଜଣେ ଗୁରୁତର। ଘଟଣା ଘଟିଛି ନବରଂଗପୁର ଜିଲ୍ଲା ରାଇଘର ବ୍ଳକ ନାକଟିସେମାଡ଼ା ଗାଁରେ। ବିବାହ ପାଇଁ ସାମାଜିକ ସ୍ୱୀକୃତି ନମିଳିବାରୁ ପ୍ରେମୀ ଯୁଗଳ କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପ୍ରେମିକାର ମୃତ୍ୟୁ ଘଟିଥିବା ବେଳେ…

ଇଏ କେମିତିକା ପାଗଳାମି ! ନିଜ ପେଟରେ ଛୁରୀ ଭୁଷି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

କେନ୍ଦୁଝର (କେନ୍ୟୁଜ୍) : ନିଜ ପେଟରେ ଛୁରୀ ଭୁଷି ଆତ୍ମହତ୍ୟା ଉଦ୍ୟମ। ପେଟରେ ଅଟକି ରହିଲା ଛୁରୀ। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ହଳଧରପୁର ଗାଁ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା। ଅର୍ଜୁନ ପଇଦା ନାମକ ଜଣେ ଯୁବକ କୌଣସି କାରଣକୁ ନିଜ ପେଟରେ ଛୁରୀ ଭୁଷିଦେଇଥିଲା। ସ୍ଥାନୀୟଲୋକ ଦେଖି…

ଟିଟିଲାଗଡ଼: ଅନ୍‌ ଲାଇନ୍‌ ଠକେଇର ଶିକାର ହେବାରୁ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା

ଟିଟିଲାଗଡ଼: ନିଜକୁ ସମ୍ଭାଳି ପାରିଲେନି । ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ । ଅନ୍‌ଲାଇନ୍‌ ଠକେଇର ଶିକାର ହେବା ପରେ ଚିନ୍ତାରେ ଭାରସାମ୍ୟ ହରାଇ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କଳାହାଣ୍ଡି ମିଲାପଡ଼ା ଗାଁର ପ୍ରତୀକ ବାରିକ । ଏହି ଭିଡ଼ିଓ ଏବେ ଭାଇରାଲ୍‌ ହୋଇଛି ।…