Below header
Browsing Tag

suicide

ଝାରପଡା ଜେଲରେ ଅର୍ଥତତ୍ତ୍ୱ ଗ୍ରୁପ୍‌ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ, ବାଥରୁମ୍ କବାଟ ଭାଙ୍ଗି କରାଗଲା…

ଭୁବନେଶ୍ବର: ଝାରପଡା ଜେଲରେ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ । ବାଥରୁମ୍ କବାଟ ବନ୍ଦ କରି ଇନଭର୍ଟର ତାରରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପ୍ରଦୀପ । ତେବେ ଏକଥା ଜଣାପଡାଯିବା ପରେ କବାଟ ଭାଙ୍ଗି ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ତେବେ ଅର୍ଥତତ୍ତ୍ୱ ଠକେଇ ମାମଲାରେ ଜେଲରେ…

କଟକ: ଅସହ୍ୟ ହେଲା ପ୍ରେମିକାର ତାଡ଼ନା, ଶେଷରେ ଟ୍ରେନ୍‌ ଲାଇନ୍ କଡରୁ ସୁଇସାଇଡ ନୋଟ ସହିତ ମିଳିଲା ପ୍ରେମିକଙ୍କ ମୃତଦେହ

କଟକ: ଅସହ୍ୟ ହେଲା ପ୍ରେମିକାର ତାଡ଼ନା। ଶେଷରେ ପ୍ରାଣ ହାରିଦେଲେ ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକରେ। ତାଳଦଣ୍ଡା କେନାଲ ରେଳ ଲାଇନ ଉପରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ କଟକ ରାଉସାପାଟଣାର ମନୋଜ ସ୍ୱାଇଁ ବୋଲି ଚିହ୍ନଟ ହୋଇଛି। ତାଙ୍କ ନିକଟରୁ…

ଝାରସୁଗୁଡ଼ା: ହୋଟେଲ ରୁମ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣାପଡ଼ିନାହିଁ ହତ୍ୟା ନା ଆତ୍ମହତ୍ୟା

ଝାରସୁଗୁଡ଼ା: ହୋଟେଲ ରୁମ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଝାରସୁଗୁଡ଼ା ରେଳ ଷ୍ଟେସନ ଛକ ନିକଟରେ ଥିବା ରାଜଦୁତ ହୋଟେଲରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ କର୍ଣ୍ଣାଟକ ବେଲଗାଁଓର ବନାପା ଶିଦପ୍ପା ବାରୀ। ଏହା ହତ୍ୟା ନା ଆତ୍ମହତ୍ୟା। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

କଣ୍ଟାବାଞ୍ଜି: ଜଙ୍ଗଲରୁ ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ମୃତଦେହ, ପ୍ରେମଜନିତ କାରଣରୁ ଆତ୍ମହତ୍ୟା ବୋଲି ପୋଲିସର…

କଣ୍ଟାବାଞ୍ଜି(କେନ୍ୟୁଜ୍): ଜଙ୍ଗଲରୁ ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ମୃତଦେହ। କଣ୍ଟାବାଞ୍ଜି ତୁରେଇକେଲା ଥାନା ଭରୁଆକାନି ଗାଁ ନିକଟ ଜଙ୍ଗଲରୁ ମୃତଦେହ ମିଳିଛି। ମୃତକ ହେଲେ ଭରୁଆକାନିର ସୁଶାନ୍ତ ମିର୍ଧା ଓ ସେବତୀ ହଂସ । ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତଦେହକୁ…

ଆସିଷ୍ଟାଣ୍ଟ କମିଶନରଙ୍କ ଆତ୍ମହତ୍ୟା, ଘରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

ଭୁବନେଶ୍ବର (କେନ୍ୟୁଜ୍) : ସେଣ୍ଟ୍ରାଲ ଏକ୍ସାଇଜ ଆସିଷ୍ଟାଣ୍ଟ କମିଶନର ଏ.କେ. ଧଳଙ୍କ ମୃତ ଦେହ ଉଦ୍ଧାର । ବରମୁଣ୍ଡା ଏଚ୍‌.ବି. କଲୋନୀରେ ଥିବା ଘରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି ପୋଲିସ । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ…

ଦାରିଙ୍ଗିବାଡ଼ି: ପାରିବାରିକ କଳହର କରୁଣ ପରିଣତି, କୀଟନାଶକ ପିଇ ଆତ୍ମହତ୍ୟା କଲେ ମହିଳା

ଦାରିଙ୍ଗିବାଡ଼ି : ପାରିବାରିକ କଳହକୁ ନେଇ ଜଣେ ମହିଳା କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ଦାରିଙ୍ଗିବାଡି ଥାନା ହାତିମୁଣ୍ଡା ପଞ୍ଚାୟତ ଦାଦାରାଡି ଗାଁର ସୁକଦେବ ପ୍ରଧାନଙ୍କ ସ୍ତ୍ରୀ ଚଞ୍ଚଳା ପ୍ରଧାନ। ସୂଚନା ଅନୁସାରେ ବୁଧବାର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ…

ଗଞ୍ଜାମ: ସୁନାପଲ୍ଲୀ ଗାଁ ମୁଣ୍ଡରେ ଏକ ଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ପୋଲିସ ପହଞ୍ଚି…

ଗଞ୍ଜାମ: ଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାପଲ୍ଲୀ ଗାଁ ମୁଣ୍ଡରେ ଏକ ଗଛରେ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଆଜି ଭୋରରୁ କିଛି ଗ୍ରାମବାସୀ ଏହାକୁ ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ। ମୃତକମାନେ ସୁନାପଲ୍ଲୀ ଗାଁର ବୋଲି…

ପତ୍ନୀ ମଦ ପିଇବାକୁ ମନା କଲେ ତ ପତି ଏମିତି କିଛି କଲେ, ଏବେ କାନ୍ଦୁଛି ସାରା ପରିବାର

ହୋସିୟାରପୁର : ପତ୍ନୀ ମଦ ପିଇବାକୁ ଦେଲେ ନାହିଁ । ଆଉ ଏଥିରେ ଖୁବ୍‌ ରାଗି ଗଲେ ସ୍ୱାମୀ । ଏଥିପାଇଁ ପତ୍ନୀ ଉପରେ ରାଗିଲେ ସିନା ହେଲେ ପ୍ରତିଶୋଧ ନେଲେ ନିଜ ଉପରେ । ନିଜ ଉପରେ ରାଗ ଶୁଝାଇଲେ । ମେଞ୍ଚାଏ ନିଶା ବଟିକା ଖାଇଦେଲେ । ଆଉ ଡାକ୍ତରଖାନା ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଗଲା । ଗତ…

କୋରାପୁଟ ସେମିଳିଗୁଡାରେ ଅଭାବନୀୟ ଘଟଣା, ସ୍ତ୍ରୀ ଛାଡପତ୍ର ନୋଟିସ ଦେଇଥିବାରୁ ମାନସିକ ଭାରସାମ୍ୟ ହରାଇ ସ୍ୱାମୀଙ୍କ…

କୋରାପୁଟ : ପତ୍ନୀ ରହୁଥବା ଘର ଦାଣ୍ଡରେ ପଡି ରହିଛି ସ୍ୱାମୀଙ୍କ ମୃତଦେହ। ସ୍ତ୍ରୀ ଛାଡପତ୍ର ନୋଟିସ ଦେଇଥିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ ସେମିଳିଗୁଡ଼ାର ବାଦଲ ବେହେରା। କୋରାପୁଟ ଜିଲ୍ଲା ସେମିଳିଗୁଡାରେ ଏହି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି । ସାତ ପୃଷ୍ଠାର…

କୋରାପୁଟ: ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଶିକ୍ଷକଙ୍କ ଆତ୍ମହତ୍ୟା, ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିଥିବା…

କୋରାପୁଟ(କେନ୍ୟୁଜ୍): ଶିକ୍ଷକଙ୍କ ଆତ୍ମହତ୍ୟା । କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଶିକ୍ଷକ ଚିତ୍ତ ପଣ୍ଡା ଆତ୍ମହତ୍ୟା କରିଛନ୍ତି । ମୃତ ଶିକ୍ଷକ ୬ ବର୍ଷ ଧରି ଡିଇଓଙ୍କ ଅଫିସରରେ କାମ କରିଆସୁଥିଲେ । ଏ ନେଇ କୋରାପୁଟ ଟାଉନଥାନା ଅଧିକାରୀ ସୂଚନା ଦେଇଛନ୍ତି ।…

ଅବୁଝା ପ୍ରେମ,  ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରେମିକାକୁ ଆଇସିୟୁରେ ବିବାହ କଲେ ପ୍ରେମିକ

ପୁଣେ: ପ୍ରେମ କେତେବେଳେ ଅବୁଝା ତ ପୁଣି କେତେବେଳେ  ନୀରିହ।  ପ୍ରେମକୁ ନେଇ ଅନେକ ଫିଲ୍ମୀ ଓ ସଙ୍ଗୀତ  ମଧ୍ୟ  ତିଆରି ହୋଇଛି। ଯାହାକୁ ଆଜିର ଯୁବପିଢି ବିଶେଷ ଭାବରେ ଅନୁକରଣ  କରାଚାଲିଛନ୍ତି। ଏମିତି ଏକ ଫିଲ୍ମୀର କାହାଣୀ ଭଳି ଘଟଣା ଘଟଛି ପୁଣେ ସହରରେ । ସୁରଜ ନାଲୱାଡେ ଜଣେ ଯୁବକ ଜଣେ…

ଇନ୍ଦିରାପୁରମରେ ଦୁଇ ପତ୍ନୀଙ୍କ ସହିତ ଆଠ ମହଲାରୁ ଡେଇଁଲେ ବ୍ୟକ୍ତି, ଆତ୍ମହତ୍ୟା ପୂର୍ବରୁ କରିଥିଲେ କିଛି ଏଭଳି କାମ

ଗାଜିଆବାଦ: ନିଜ ଦୁଇ ଶିଶୁଙ୍କୁ ହତ୍ୟା କରିବା ପରେ ଦୁଇ ପତ୍ନୀଙ୍କୁ ସାଥିରେ ନେଇ ଆଠ ମହଲାରୁ ଡେଇଁଲେ ବ୍ୟକ୍ତି । ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ଗାଜିଆବାଦରେ । ମଙ୍ଗଳବାର ସକାଳେ ଏଭଳି ଏକ ଘଟଣା ଘଟିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଏହାସହ ପଢନ୍ତୁ:…