Browsing Tag

suji

ଗହମ ପରେ ଏବେ ଅଟା, ମଇଦା ଓ ସୁଜି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର, ବଢିପାରେ ଦାମ୍‌

ଭାରତ ସରକାର ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ପୁଣି ଅଟା, ମଇଦା ଏବଂ ସୁଜି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ସରକାର ମଇ ମାସରେ ଗହମ ରପ୍ତାନୀ ଉପରେ ରୋକ୍‌ ଲଗାଇବା ପାଇଁ ଘୋଷଣା କରିଥିଲେ। ଏବେ ଗହମ ପରେ ଅଟା, ମଇଦା, ସୁଜି…

ହାର୍ଟ ଏବଂ କିଡ୍‌ନୀକୁ ସୁସ୍ଥ ରଖେ ସୁଜି, ଜାଣନ୍ତୁ ଆଉ କ’ଣ ରହିଛି ଏହାର ଫାଇଦା

ସୁଜି ଗହମରୁ ହିଁ ପ୍ରସ୍ତୁତ ହୁଏ। ଏହା ଖାଇଲେ ବହୁତ ହାଲ୍‌କା ଅନୁଭବ କରିବା ସହ ଗ୍ୟାସ୍‌ ମଧ୍ୟ ହୋଇନଥାଏ। ଏହା ଖାଇବା ମଧ୍ୟ ଶରୀର ପାଇଁ ହିତକର। ସକାଳ ସମୟରେ ଏହାକୁ ଖାଇବା ଯୋଗୁଁ ପୁରା ଦିନ ଆପଣଙ୍କୁ ସତେଜ ଅନୁଭୂତ ଲାଗେ। ଆସନ୍ତୁ ଜାଣିବା ସୁଜି ଖାଇଲେ ଆପଣଙ୍କୁ କେଉଁସବୁ ଫାଇଦା ମିଳିଥାଏ।…