ସିଂହ ସଂକ୍ରାନ୍ତିରେ ରାଜଯୋଗ ସୃଷ୍ଟି କଲେ ସୂର୍ଯ୍ୟଦେବ, ଆଜିଠୁ ମାସକ ଯାଏ ଏହି ୩ଟି ରାଶି ଉପରେ ହେବ ଧନବର୍ଷା
ଆଜି ହେଉଛି ସିଂହ ସଂକ୍ରାନ୍ତି । ବର୍ଷକ ପରେ ସୂର୍ଯ୍ୟଦେବ ନିଜ ରାଶି ମାନେ ସିଂହ ରାଶିରେ ପ୍ରବେଶ କରିଛନ୍ତି । ପ୍ରତେକ ମାସର ସଂକ୍ରାନ୍ତି ରେ ସୂର୍ଯ୍ୟ ଦେବ ନିଜ ରାଶି ପରିବର୍ତ୍ତନ କରିଥାନ୍ତି । ଆଉ ଏହା ପରେ ଅନେକ ରାଶି ଙ୍କ ଉପରେ ଏହାର ପ୍ରଭାବ ପଡିଥାଏ । ସେମିତିରେ ଜ୍ୟୋତିଷ ଶାସ୍ତ୍ରରେ…