ପିଏମ କେୟାର୍ସ ଫଣ୍ଡରୁ ଏନଡିଆରଏଫ୍କୁ ଟ୍ରାନ୍ସଫର ହେବନି ଟଙ୍କା, ସ୍ପଷ୍ଟ କଲେ ସୁପ୍ରିମକୋର୍ଟ
ପିଏମ କେୟାର୍ସ ଫଣ୍ଡରୁ ଟଙ୍କା ଟ୍ରାନ୍ସଫର କରିବାର ଆବଶ୍ୟକତା ନାହିଁ । ଏ ସଂପର୍କିତ ଏକ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ପିଏମ୍ କେୟାର୍ସ ଫଣ୍ଡ ଅଧୀନରେ ସଂଗ୍ରହ ହୋଇଥିବା ଟଙ୍କା ଏନଡିଆରଏଫ୍କୁ ଟ୍ରାନ୍ସଫର କରିବାର ଆବଶ୍ୟକତା ନାହିଁ । ଏଭଳି କରିବା ଆବଶ୍ୟକ ବୋଲି ଯଦି…