ଧାରା ୩୭୦ ଉଚ୍ଛେଦ ବୈଧ…କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଲାଗିଲା ‘ସୁପ୍ରିମ୍’ ମୋହର
ଜମ୍ମୁ-କାଶ୍ମୀରରୁ ‘ଧାରା ୩୭୦’ର ଉଚ୍ଛେଦ ସାମ୍ବିଧାନିକ ରୂପେ ବୈଧ। କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଥିବା ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ଥିଲା। ଏହିପରି ଭାବେ ଆଜି ସୁପ୍ରିମ୍କୋର୍ଟ ଜମ୍ମୁ-କାଶ୍ମୀରରୁ ଧାରା ୩୭୦କୁ ହଟାଇବାର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ପ୍ରଧାନ ବିଚାରପତି…