Browsing Tag

Supreme order

ଜେଲ୍‌ରେ ବନ୍ଦ ଥିବା କଏଦୀଙ୍କ ପାଇଁ ଆସିଲା ସୁପ୍ରିମକୋର୍ଟଙ୍କ ନୂଆ ଆଦେଶ, ଏମାନଙ୍କୁ ମିଳିବ ଆଶ୍ୱସ୍ତି!

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି ଯେ, ଯେଉଁ ଦୋଷୀମାନଙ୍କର ଆଜୀବନ କାରାଦଣ୍ଡ ୧୦ ବର୍ଷ ପୂରିସାରିଛି ଏବଂ ଯାହାଙ୍କର ଅପିଲ ଉପରେ ନିକଟ ଭବିଷ୍ୟତରେ ହାଇକୋର୍ଟରେ ଶୁଣାଣି ହେବାର ନାହିଁ, ସେହିଭଳି କଏଦୀମାନଙ୍କୁ ଜେଲରୁ ଖଲାସ କରିଦିଆଯିବା ଦରକାର। ଜେଲଗୁଡ଼ିକରେ ଭିଡ଼ କମ କରିବା…