Browsing Tag

sura routray

କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ସୋ’ କଜ ନୋଟିସ

କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ସୋ' କଜ ନୋଟିସ । ୨୪ ଘଣ୍ଟା ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ । ବିଜେଡି ସାଂସଦ ପ୍ରାର୍ଥୀ ତଥା ସାନ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର ଅଭିଯୋଗରେ ନୋଟିସ ହୋଇଛି । ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ କାରଣ ଦର୍ଶାଅ ନୋଟିସ…

ବୟସ ହେଇଗଲାଣି ମୁଁ ଆଉ ନିର୍ବାଚନ ଲଢିବିନି, ମୋ ପୁଅ ମଇଦାନକୁ ଓହ୍ଲାଇବ : ସୁର ରାଉତରାୟ

ଭୁବନେଶ୍ୱର (କେନ୍ୟୁଜ): ପୁଣିଥରେ ନିଜ ବୟାନ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ । ଜଟଣୀରୁ ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ଏ କଥା ଆମେ କହୁ ନାହୁଁ । ଖୋଦ୍ ସୁର ରାଉତରାୟ ଏହି କଥା ସ୍ପଷ୍ଟ କରିଛନ୍ତି…

ବିଧାୟକ ମହମ୍ମଦ ମୋକିମ ଓ ସୁର ରାଉତରାୟଙ୍କୁ ସୋ କଜ୍‌ ନୋଟିସ୍‌: ୭ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟଙ୍କୁ ସୋ କଜ୍‌ ନୋଟିସ୍‌। କଂଗ୍ରେସ ଶୃଙ୍ଖଳା କମିଟି ଉଭୟ ନେତାଙ୍କୁ ନୋଟିସ୍‌ ଜାରି କରିଛି। ୭ଦିନ ଭିତରେ ଉତ୍ତର ରଖିବାକୁ ରହିଛି ନିର୍ଦ୍ଦେଶ । ପଦ୍ମପୁର ଉପ ନିର୍ବାଚନ ଫଳାଫଳକୁ ନେଇ ଦୁଇ ନେତା ଦଳ ବିରୋଧରେ…

ବିଧାନସଭାରେ 5T ସଚିବଙ୍କୁ ଭୂରି ଭୂରି ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍): 5T ସଚିବଙ୍କୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ଭୂରି ଭୂରି ପ୍ରଶଂସା। ବିଧାନସଭାରେ ପ୍ରଶଂସା କଲେ ସୁର ରାଉତରାୟ। କଳିଙ୍ଗ ଷ୍ଟାଡିୟମ ଭିତ୍ତିଭୂମି ଦେଖିବା ପରେ ପ୍ରଶଂସା କରିଛନ୍ତି। ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି।…

ଆଞ୍ଚଳିକ ବିକାଶ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ କିଟ୍ ଓ କିସ୍ ଅନୁଷ୍ଠାନ ସବୁଠାରୁ ଆଗୁଆ, ବିଧାନସଭାରେ…

ଭୁବନେଶ୍ବର(କେନ୍ୟୁଜ୍):  କିଟ ବିଶ୍ୱବିଦ୍ୟାଳୟର ପଦକ୍ଷେପକୁ ପୁଣିଥରେ ପ୍ରଶଂସା କଲେ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ। ଆଞ୍ଚଳିକ ବିକାଶ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଛନ୍ତି ବିଧାୟକ। ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପଦକ୍ଷେପକୁ ସେ ଭୁୟସୀ…

କିଟ୍‌ ବିଶ୍ୱବିଦ୍ୟାଳୟର ପଦକ୍ଷେପକୁ ପ୍ରଶଂସା କଲେ ବିଧାୟକ ସୁରେଶ ରାଉତରାୟ ଓ ବିଷ୍ଣୁଚରଣ ସେଠୀ

ଭୁବନେଶ୍ୱର(କେନ୍ୟୁଜ୍): କିଟ୍‌ ବିଶ୍ୱବିଦ୍ୟାଳୟର ପଦକ୍ଷେପକୁ ପ୍ରଶଂସା କଲେ ବିଧାୟକ ସୁରେଶ ରାଉତରାୟ । ଆଞ୍ଚଳିକ ବିକାଶ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଛନ୍ତି ସୁର । ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ…

ଏଭରେଷ୍ଟରେ ଓଡ଼ିଆ ପୁଅ ସିଦ୍ଧାର୍ଥ ରାଉତରାୟ, ଉଡ଼ାଇଲେ ଜାତୀୟ ପତାକା ଓ ମହାପ୍ରଭୁ ଜଗନ୍ନାଥଙ୍କ ବାନା

ଭୁବନେଶ୍ବର(କେନ୍ୟୁଜ୍‌):ଏଭରେଷ୍ଟରେ ଓଡ଼ିଆ ପୁଅ ସିଦ୍ଧାର୍ଥ ରାଉତରାୟ । ଏଭରେଷ୍ଟରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ । ଏଭରେଷ୍ଟରେ ଉଡ଼ାଇଲେ ଜାତୀୟ ପତାକା । ଏହା ପୂର୍ବରୁ ତିନିଟି ମହାଦେଶର ତିନୋଟି ଉଚ୍ଚତମ ଗିରିଶୃଙ୍ଗକୁ ସେ ସଫଳତାର ସହ ଆରୋହଣ କରିଛନ୍ତି । ଉତ୍ତର…

ସରୁ ନାହିଁ କଂଗ୍ରେସ କନ୍ଦଳ : କାରଣ ଦର୍ଶାଅ ନୋଟିସର ଲିଖିତ ଉତ୍ତର ରଖିଲେ ବିଧାୟକ ସୁରେଶ ରାଉତରାୟ, କହିଲେ ଶୃଙ୍ଖଳା…

ଭୁବନେଶ୍ବର(କେନ୍ୟୁଜ୍): ସରୁ ନାହିଁ କଂଗ୍ରେସ କନ୍ଦଳ । ରାଜ୍ୟ କଂଗ୍ରେସ ଭବନରେ ପହଞ୍ଚି କାରଣ ଦର୍ଶାଅ ନୋଟିସ ଲିଖିତ ଉତ୍ତର ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ତାଙ୍କ ବିରୋଧରେ ଆକ୍ସନ ନେବାକୁ କହିଛନ୍ତି । ଲିଖିତ ଉତ୍ତର ରଖିବା ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଆ ପର୍ବାତାରୋହୀ ତଥା ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଓଡ଼ିଆ ପର୍ବାତାରୋହୀ ତଥା କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ । ବିଧାନସଭା ପରିସରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ପର୍ବତାରୋହଣ ଅଭିଜ୍ଞତା ବର୍ଣ୍ଣନା…

ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଉଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ, ପୁଣି ଏକ ଗୀତ ଗାଇ ଚର୍ଚ୍ଚାରେ

କେନ୍ୟୁଜ୍(ବ୍ୟୁରୋ):  ଆଉ ଏକ ଗୀତ ଗାଇଲେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ।  ପୂର୍ବରୁ ରଙ୍ଗବତୀ ଏବଂ ସୋନା ବାପା ଗୀତ ଗାଇ ଚର୍ଚ୍ଚାରେ ଥିଲେ ଜଟଣୀ ବିଧାୟକ । କିନ୍ତୁ  ଆଜି ଯେଉଁ ଗୀତଟି  ଗାଇଛନ୍ତି ତାହା ପାଠ ପଢା ଉପରେ ପର୍ଯ୍ୟବେସିତ ବୋଲି ଜଣାପଡିଛି  ।…

ବିଧାନସଭାରେ କିଟ୍ ଓ କିସକୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ବର:ବିଧାନସଭାରେ କିଟ ଓ କିସକୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ବିଧାନସଭାରେ ପ୍ରଶଂସା କରିଛନ୍ତି ସୁର ରାଉତରାୟ । ସ୍କୁଲର ଭିତ୍ତିଭୁମି ଓ ଶିକ୍ଷକ ଅଭାବ ନେଇ ପ୍ରଶ୍ନକାଳରେ ଆଲୋଚନା ହୋଇଥିଲା । ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର…

ଶ୍ରୀରାମ ଭୂମିକାରେ ସୁର, ରଙ୍ଗବତୀ ରାପର ସଫଳତା ପରେ ନୂଆ ଏକ ଭିଡିଓ ଆଲବମ୍‌ ନେଇ ଆସୁଛନ୍ତି ଜଟଣୀ ବିଧାୟକ

ଖୋର୍ଦ୍ଧା (କେ ନ୍ୟୁଜ୍‌) : ପ୍ରଥମ ରାପ୍‌ ସଙ୍ଗ ହିଟ୍‌ ହେବା ପରେ ଆଉ ଏକ ଭିଡିଓ ଆଲବମ୍‌ ନେଇ ଆସୁଛନ୍ତି ‘ବଜା ତାଳି’ । ମାନେ ସୁର ଭାଇ ଓରଫ ବିଧାୟକ ସୁରେଶ ରାଉତରାୟ । ରାଜ୍ୟର ଲୋକପ୍ରିୟ ବିଧାୟକ ସୁରେଶ ରାଉତରାୟ ଏହି ଗୀତରେ ଅବତୀର୍ଣ୍ଣ ହୋଇଛନ୍ତି ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ । ନିଜର…