Browsing Tag

surrendered

ବୀଭତ୍ସ ହତ୍ୟାକାଣ୍ଡ: ସ୍ତ୍ରୀକୁ ଟାଙ୍ଗିଆରେ ହାଣିବା ପରେ ଥାନାରେ ଆତ୍ମ ସମର୍ପଣ କଲା ସ୍ୱାମୀ

ବାଂଶପାଳ (କେନ୍ୟୁଜ): ପାରିବାରିକ କଳହରୁ ସର୍ବନାଶ । ସ୍ତ୍ରୀକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରଗଡା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ସ୍ତ୍ରୀ ହେଲେ ସୁଲୋଚନା ସେଠୀ । ମିଳିଥିବା ଖବର ଅନୁସାରେ ଯୌତୁକ…

କଟକରେ ନକଲି ମେଡିସିନ୍ କାରବାର ମାମଲା, ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

କଟକ(କେନ୍ୟୁଜ୍): କଟକରେ ନକଲି ମେଡିସିନ କାରବାର ମାମଲାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ । ଆଜି ପୁରୀଘାଟ ଥାନାରେ ଦୁଇ ଜଣ ଆତ୍ମସମର୍ପଣ କରିଛନ୍ତି । ଏହାପରେ ଦୁଇ ଷ୍ଟକିଷ୍ଟ ଉପରେ ରେଡ୍‌ ଚଳାଇଛି ପୋଲିସ । ନକଲି ମେଡିସିନ୍‌ କାରବାର ମାମଲାରେ ତଥ୍ୟ ହାସଲ ପାଇଁ ସେମାନଙ୍କୁ ପଚରାଉଚରା କରାଯିବ…

ଆଜି ଆସାମରେ ଆତ୍ମସମର୍ପଣ କଲେ ୬୪୪ ଆତଙ୍କବାଦୀ

ଗୌହାଟୀ: ଆସାମରେ ଆଜି ଆତଙ୍କୀ ସଂଗଠନର ୬୪୪ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ଆସାମ ପୋଲିସ ମୁତାବକ ନିଜ ୧୭୭ ହାତ ହତିଆର ସହ ଆତଙ୍କବାଦୀ ମାନେ ପୋଲିସ ନିକଟରେ ଆଜି ଏକ ସମ୍ମେଳନ ସମୟରେ ସମର୍ପଣ କରିଥିଲେ । ବିଭିନ୍ନ ବିଦ୍ରୋହୀ ସଂଗଠନ ଉଲଫା, ଏନ୍ଡ଼ିଏଫବି, ଆରଏନଏଲଏଫ, କେଏଲଓ ,…