Browsing Tag

sushmita sen

ହାର୍ଟ ଆଟାକ୍ ହେବା ଜାଣିଲା ପରେ ନିଜେ ଡାକ୍ତର ଡାକିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍ କିଛି ଦିନ ତଳେ ହୃଦଘାତର ଶିକାର ହୋଇଥିଲେ । ଏକ ପୋଷ୍ଟ ସେୟାର କରି ସେ ଏ କଥା କହିଥିଲେ ଯେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ଆଞ୍ଜିଓପ୍ଲାଷ୍ଟି କରାଇବାକୁ ପଡ଼ିଥିଲା ତାଙ୍କୁ । ହେଲେ…

ଲଲିତ ମୋଦିଙ୍କ ସହ ପ୍ରେମ ବର୍ଷାରେ ଭିଜିଲେ ସୁସ୍ମିତା ସେନ, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

ଲଲିତ ମୋଦୀଙ୍କ ସହ ସମ୍ପର୍କରେ ରହିବା ପରେ ସୁସ୍ମିତା ସେନ ଆଜିକାଲି ବହୁତ ଖୁସି ଦେଖାଯାଉଛନ୍ତି। ଏହାର ପ୍ରମାଣ ହେଉଛି ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ । ଯେଉଁଥିରେ ସେ ପ୍ରତିଦିନ ତାଙ୍କର ଫଟୋ ସେୟାର କରୁଛନ୍ତି। ଲଲିତ ମୋଦୀଙ୍କ ପ୍ରେମରେ ପଡିଥିବା ସୁସ୍ମିତା ସେନ୍ ବର୍ତ୍ତମାନ ଏପରି ଫଟୋ…

‘ଲୋଭୀ’ ଡାକିବାରୁ ଟ୍ରୋଲର୍ସଙ୍କ ଉପରେ ରାଗିଗଲେ ସୁସ୍ମିତା ସେନ୍‌! କହିଲେ, ଏମିତି ମାନସିକତା ରଖୁଥିବା ଲୋକ…

ସୁସ୍ମିତା ସେନ୍‌ ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଏବଂ ଆଇପିଏଲ୍‌ ଫାଉଣ୍ଡର ଲଲିତ୍‌ ମୋଦିଙ୍କ ଫଟୋ ସୋସିଆଲ ମିଡିଆରେ ଯେବେଠାରୁ ଭାଇରାଲ ହେଲାଣି, ସେବେଠାରୁ ଲୋକଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ଉଠିବାରେ ଲାଗିଛି। ଏହାରି…

ଲଳିତ ମୋଦିଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ ଉଠିଥିବା ଚର୍ଚ୍ଚା ଉପରେ ମୁହଁ ଖୋଲିଲେ ସୁସ୍ମିତା ସେନ

ସୁସ୍ମିତା ସେନ ଆଜିକା ସମୟରେ ନିଜ ରିଲେସନସିପକୁ ନେଇ ଖୁବ ଚର୍ଚ୍ଚାରେ ରହୁଛନ୍ତି । ଏଇ ନିକଟରେ ଲଳିତ ମୋଦିଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ନିଜେ ସ୍ୱୀକାର କରିଛନ୍ତି ସୁସ୍ମିତା । ସୁସ୍ମିତା ସେନଙ୍କ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ସେୟାର ହୋଇଥିବା ଫଟୋ ଗୁଡିକୁ…

ଲଳିତ ମୋଦି ଓ ସୁସ୍ମିତାଙ୍କ ୯ ବର୍ଷର ଟ୍ଵିଟ୍‌ ଭାଇରଲ, ବହୁତ ପୁରୁଣା ଏମାନଙ୍କ ସଂପର୍କ

ଦେଶରେ ନୂଆ ଅନ୍ଦାଜରେ କ୍ରିକେଟ ଆଇପିଏଲ୍‌ ଆରମ୍ଭ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ଲଳିତ ମୋଦି। ଏବେ ପୁଣିଥରେ ନିଜ ବ୍ୟକ୍ତିଗତ ଚର୍ଚ୍ଚାକୁ ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଆଉ ୫୬ ବର୍ଷୀୟ ଲଲିତ ମୋଦି ବଲିଉଡ ଅଭିନେତ୍ରୀ ସୁସ୍ମିତାଙ୍କ ବିବାହ କରିବାକୁ ଯାଉଛନ୍ତି। ଯାହାର ଫଟୋ…

ସୁସ୍ମିତାଙ୍କ ପ୍ରେମରେ ଉବୁଟୁବୁ ଲଳିତ ମୋଦି, ଖବ ଶୀଘ୍ର ବାହା ହେବା ପାଇଁ ମନସ୍ଥ କରିଛନ୍ତି

କେନ୍ୟୁଜ୍(ବ୍ୟୁରୋ):  ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ବିଷୟରେ ବଡ ଖବର। କୁହାଯାଉଛି ଯେ ସେ ବ୍ୟବସାୟୀ ତଥା କ୍ରିକେଟ୍ ପ୍ରଶାସକ ଲଲିତ ମୋଦିଙ୍କୁ ଡେଟ କରୁଛନ୍ତି। Just for clarity. Not married - just dating each other. That too it will happen one day.…

ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ, ଚାଲିଛି ଜୋର ସୋରରେ ପ୍ରସ୍ତୁତି

ସୁସ୍ମିତା ସେନା ୱେବ ସିରିଜ ଜରିଆରେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ‘ଆର୍ଯ୍ୟା’ ସିରିଜକୁ ଜବରଦସ୍ତ ରେସପନ୍ସ ମିଳିବା ପରେ ପୁଣି ଏହି ସିରିଜ ଫେରୁଛି। ଖବର ମୁତାବକ, ଏହି ନୂଆ ସିରିଜରେ ସୁସ୍ମିତା ସେନ ନଜର ଆସିବେ। ଆଉ ଏହାର ସୁଟିଂ ପାଇଁ ସୁସ୍ମିତା ଦୁବାଇ ଯାଇଛନ୍ତି। ସୂଚନା…

ସୁସ୍ମିତା ସେନଙ୍କ ଯୋଗର ନକଲ କରୁ କରୁ କ୍ରିକେଟର ପ୍ରଜ୍ଞାନ ଓଝାଙ୍କର ହେଲା ଏମିତି ଅବସ୍ଥା, ଫଟୋ ସେୟାର କରି କହିଲେ,…

ସୁସ୍ମିତା ସେନଙ୍କ ଯୋଗ କଳାକୁ ନକଲ କଲେ ପ୍ରଜ୍ଞାନ ଓଝା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ନିକଟରେ ଯୋଗ କରୁଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏଥିରେ ସେ କେବଳ ଗୋଡ଼ ଆଙ୍ଗୁଠି ଉପରେ ପୂରା ଶରୀରକୁ ସନ୍ତୁଳନ କରି ଯୋଗ କରୁଥିବାର ନଜର ଆସିଥିଲେ। ଏହି ଫଟୋକୁ ଦେଖି ଯେ କେହି…

ସମୁଦ୍ର କୂଳରେ ମସ୍ତି କରୁଥିବାର ନଜର ଆସିଲେ ସୁସ୍ମିତା ସେନ୍, ଭାଇରାଲ ହେଲା ଭିଡିଓ

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ କିଛି ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଛନ୍ତି। ପୂର୍ବ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ ନିଜର ଭିଡିଓ ଏବଂ ଫଟୋକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ପୁଣିଥରେ ଅଭିନେତ୍ରୀ ନଜର ଭିଡିଓ ପାଇଁ ଇଣ୍ଟରନେଟରେ ଛାଇ ଯାଇଛନ୍ତି। ସୂଚନା ମୁତାବକ ସୁସ୍ମିତା…

ଏହି ବଲିଉଡ୍‌ ଆକ୍ଟ୍ରେସ୍‌ ବିଚ୍‌ ନିକଟରେ ଝିଅ ମାନଙ୍କ ସହିତ କଲେ ଯୋଗ, ଭିଡିଓ ସେୟାର କରି କହିଲେ ଚିହ୍ନନ୍ତୁ ମୁଁ…

ବଲିଉଡ୍‌ ଆକ୍ଟ୍ରେସ୍‌ ସୁସ୍ମିତା ସେନ୍‌ ନିକଟରେ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ,ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ସୁସ୍ମିତା ନିଜର ଝିଅ ମାନଙ୍କ ସହିତ ବିଚ୍‌ ନକଟରେ ଚକ୍ରାସନ କରୁଥିବାର ନଜର ଆସିଥିଲେ । ସୁସ୍ମିତା ନିଜର ଫିଟନେସକୁ ନେଇ ବହୁତ ସତର୍କ ରହିଥାନ୍ତି । ପ୍ରାୟତଃ…

ସାମ୍ନାକୁ ଆସିଲା ସୁସ୍ମିତାଙ୍କ ବିବାହ ତାରିଖ, ଜାଣନ୍ତୁ କେବେ ଧରିବେ ବୟଫ୍ରେଣ୍ଡ ରୋହମନଙ୍କ ହାତ

ସୁସ୍ମିତା ସେନଙ୍କ ଜୀବନରେ ଗୋଲାପୀ ମୋଡ । ହାତକୁ ଦି ହାତ ହେବେ ବିଶ୍ବ ସୁନ୍ଦରୀ । ଖୁବ୍ ଶୀଘ୍ର ନିଜଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ରୋହମନକୁ ବିବାହ କରିବେ ସୁସ୍ମିତା । ଦୀର୍ଘଦିନ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥିଲା । ଏବେ ଏସବୁରେ ପଡିଛି ପୂର୍ଣ୍ଣଛେଦ ।…

ସୁସ୍ମିତା ଏବଂ ରୋହମନଙ୍କ ସମ୍ପର୍କରେ ପଡିନି ଫାଟ, ସାମ୍ନାକୁ ଆସିଲା ପକା ପ୍ରମାଣ

ରୋହମନଙ୍କଠୁ ଅଲଗା ହେଉଛନ୍ତି ସୁସ୍ମିତା । ଏପରିକି ଉଭୟଙ୍କ ଫଟା ସମ୍ପର୍କକୁ ନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ ରୋହମନ । କିଛି ଦିନ ଦିନ ତଳେ ଏଭଳି ଏକ ଖବର ପାଲଟିଥିଲା ଚର୍ଚ୍ଚାର ବିଷୟ । ହେଲେ ଏବେ ସାମ୍ନାକୁ ଆସିଛି ଆଉ ଏକ ଖବର । ଯାହା ଉଭୟଙ୍କ ବ୍ରେକ୍ ଅପ୍ ଖବରକୁ ମିଛ ବୋଲି…