Below header
Browsing Tag

suspend

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ୬ ଅଧିକାରୀ ବରଖାସ୍ତ ସହ ୪ ଜଣଙ୍କ ପେନ୍‌ସନ୍‌ ବନ୍ଦ

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡା କାର୍ଯ୍ୟାନୁଷ୍ଠାନ । ZERO TOLERANCE ନୀତିକୁ ଆହୁରି କଡାକଡି କରିଛନ୍ତି ନବୀନ । ରାଜ୍ୟ ସରକାର ଆଜି ୬ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି । ସେହିପରି ୪ ଜଣ ପୂର୍ବତନ ଅଧିକାରୀଙ୍କ ପେନ୍‌ସନ୍‌ ବନ୍ଦ କରାଯାଇଛି । ବରଖାସ୍ତ ଅଧିକାରୀଙ୍କ ମଧ୍ୟରେ…

ବିଶୃଙ୍ଖଳିତ ଆଚରଣ ପାଇଁ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍‌ନୋଲୋଜିର ୪ ଅଧ୍ୟାପକ ନିଲମ୍ବିତ

ବୁର୍ଲା(କେନ୍ୟୁଜ୍): ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍‌ନୋଲୋଜିର ୪ ଅଧ୍ୟାପକ ନିଲମ୍ବିତ । ବିଶୃଙ୍ଖଳିତ ଆଚରଣ ପାଇଁ ଏମାନଙ୍କୁ ନିଲମ୍ବନ କରାଯାଇଥିବା ଭିସୁଟ କୁଳପତି ଅଟଳ ଚୌଧୁରୀ ସୂଚନା ଦେଇଛନ୍ତି । ନିଲମ୍ବିତ ହୋଇଥିବା ପ୍ରଫେସର ହେଲେ ସିଭିଲ ଇଞ୍ଜିନିୟରିଂର ପ୍ରଫେସର…

ଯାଜପୁର : ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ କାର୍ଯ୍ୟକର୍ତ୍ତାଙ୍କୁ ନିଲମ୍ବିତ କଲା ବିଜେଡି

ଯାଜପୁର ଟାଉନ : ସରିଲା ନିର୍ବାଚନ ଏବେ ଆତ୍ମସମୀକ୍ଷାର ବେଳ । ଯାଜପୁର ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟକରିଥିବା ଦୁଇ ଜଣ କାର୍ଯ୍ୟକର୍ତ୍ତାଙ୍କୁ ନିଲମ୍ବିତ କରିଛି ବିଜେଡି । ଜିଲ୍ଲା ସଭାପତି ସରୋଜ ମହାପାତ୍ର ଆଜି ଦଶରଥପୁର ବ୍ଲକ ବିଜେଡି ସଭାପତି ସୁବାସ ଚନ୍ଦ୍ର…

ଆଜି ରାତିରୁ ବନ୍ଦ ହେବ ୨୫ ବର୍ଷ ପୁରୁଣା ଜେଟ ଏୟାରୱେଜ୍, ପ୍ରଭାବିତ ହେବେ ୨୫ହଜାର କର୍ମଚାରୀ

ଆଜି ରାତିରୁ ବନ୍ଦ ହେବାକୁ ଯାଉଛି ଭାରତର ୨୫ ବର୍ଷ ପୁରୁଣା ପ୍ରାଇଭେଟ ଏୟାର ଲାଇନ ଜେଟ ଏୟାରୱେଜ୍ । କରଜ ଦାତଙ୍କୁ ୪୦୦କୋଟି ଟଙ୍କା ଏମରଜେନ୍ସି ଫଣ୍ଡ୍ ଦେବା ପାଇଁ ଜେଟ ଏୟାରୱେଜ୍ ମନା କରିଦେଇଥିବାରୁ ଏବେ ଏହାର ବିମାନ ଉଡାଣ ବନ୍ଦ ହେବାକୁ ଯାଉଛି ।ବହୁ ମାତ୍ରାରେ ଫଣ୍ଡ କମିଯିବା କାରଣରୁ…

କାର୍ଯ୍ଯରେ ଅବହେଳା ଓ ବିଶୃଙ୍ଖଳା ଆଚରଣ ପାଇଁ ସସ୍‌ପେଣ୍ଡ ହେଲେ ୬ଜଣ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ବର(କେନ୍ଯୁଜ୍) : ୬ଜଣ ଅଗ୍ନିଶମ କର୍ମଚାରୀ ସସ୍‌ପେଣ୍ଡ।  କାର୍ଯ୍ଯରେ ଅବେହେଳା ଓ ବିଶୃଙ୍ଖଳ ଆଚରଣ ପାଇଁ ବିଭାଗ ପକ୍ଷରୁ ଏମାନଙ୍କୁ ନିଲମ୍ବିତ କରାଯାଇଛି। ଚିତ୍ରଡା ଫାୟାର ଷ୍ଟେସନର ୨ କର୍ମଚାରୀ, ବାଲିଆପାଳର ୨ ଓ ଦଶପଲ୍ଲାର ୨ ଜଣ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଓଡିଶା…