Browsing Tag

sweet poison

କାନ ପାଇଁ ମିଠା ଜହର ହେଉଛି ହେଡଫୋନ୍‌, ପ୍ରତିଦିନ ଏହି ସମସ୍ଯା ନେଇ ୧୦ ଲୋକ ଯାଉଛନ୍ତି ହସ୍‌ପିଟାଲ

ହେଡ୍‌ଫୋନ୍‌ର ବ୍ଯବହାର ଆପଣ ନିଶ୍ଚିତ ଭାବେ କରୁଥିବେ। ଛୋଟ ପିଲା ହୁଅନ୍ତୁ ଅବା ବଡ, ପ୍ରାୟତଃ ସମସ୍ତେ ହେଡ୍‌ଫୋନ୍‌ ବ୍ଯବହାର କରୁଛନ୍ତି। ୱାକମେନଙ୍କ ଯୁଗରୁ ହେଡ୍‌ଫୋନ୍‌ର ବ୍ଯବହାର ହେଉଛି। କିନ୍ତୁ ସବୁବେଳେ ଏହାକୁ କମ୍ ବ୍ଯବହାର କରିବା ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି। ଅଧିକ ସମୟ…