ଏହି ଦୀପାବଳିରେ ସ୍ୱିଗି ଓ ଜୋମାଟୋକୁ କଡ଼ା ଟକ୍କର ଦେବ ଆମାଜନ୍, ଗ୍ରାହକ ବି ପାଇବେ ସୁବିଧା
ଚଳିତବର୍ଷ ଦୀପାବଳିରେ ଆମାଜନ୍ ଫୁଡ୍ ଡେଲିଭରି ବିଜ୍ନେସ୍ ଆରମ୍ଭ କରିବାକୁ ଯାଉଥିବା ସୂଚନା ମିଳିଛି। ଆମାଜନ୍ର ବେପାର ଆରମ୍ଭ ହେଲା ପରେ ଏହା ସ୍ୱିଗି ଓ ଜୋମାଟୋକୁ କଡ଼ା ଟକ୍କର ଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ କମ୍ପାନୀ ୩୫୦୦ କୋଟି ଟଙ୍କାର ଫଣ୍ଡ ଏକାଠି କରିଥିବା…