Browsing Tag

swiss bank

ଆଜି ଭାରତକୁ କଳାଧନ ଜମାକାରୀଙ୍କ ତାଲିକା ଦେବ ସ୍ୱିସ୍ ବ୍ୟାଙ୍କ, ବିଦେଶରେ ଲୁଚେଇ ରଖିଥିବା ଭାରତୀୟଙ୍କୁ ଲାଗିବ ଝଟକା

ବିଦେଶରେ କଳାଧନ ଲୁଚେଇ ରଖିଥିବା ଭାରତୀୟଙ୍କୁ ବଡ଼ ଝଟକା ଲାଗିବ । ସ୍ୱିସ୍ ବ୍ୟାଙ୍କରେ କେତେ ଭାରତୀୟଙ୍କ ଆକାଉଣ୍ଟ ରହିଛି ? କେଉଁମାନେ ସ୍ୱିସ୍ ବ୍ୟାଙ୍କରେ କଳାଧନ ଜମା କରିଛନ୍ତି ? ଆଉ କିଛି ଗୁପ୍ତ ହୋଇ ରହିବ ନାହିଁ । ଆଜି ଭାରତକୁ କଳାଧନ ଜମାକାରୀଙ୍କ ତାଲିକା ଦେବ ସ୍ୱିସ୍ ବ୍ୟାଙ୍କ ।…