Browsing Tag

t-20 match

ଇତିହାସ ରଚିଲେ ଶିଭମ ମାଭି, ଟି-୨୦ ଡେବ୍ୟୁ ମ୍ୟାଚରେ ୪ଟି ଓ୍ଵିକେଟ ନେଇଥିବା ତୃତୀୟ ଶ୍ରେଷ୍ଠ ବୋଲର

ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ମାତ୍ର ୨ ରନରେ ଜିତିଛି ଭାରତ । ୧୬୩ ରନର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ୧୬୦ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ପ୍ରଥମ ଇଣ୍ଟରନ୍ୟାସନାଲ ମ୍ୟାଚରେ ଡେବ୍ୟୁ କରିଥିବା ବୋଲର ଶିଭମ୍‌ ମାଭି ଭଲ ପ୍ରଦର୍ଶନ…

ପୁଣି ଇତିହାସ ରଚିଲେ ସୂର୍ଯ୍ୟ କୁମାର ଯାଦବ, ଗୋଟିଏ ବର୍ଷରେ ୨ଟି ଶତକ ଅର୍ଜନ କରିବାରେ ହେଲେ ଦ୍ୱିତୀୟ ଭାରତୀୟ

କେନ୍ୟୁଜ୍‌ : ଟି-୨୦ ବିଶ୍ୱକପ ୨୦୨୨ ସେମିଫାଇନାଲ ହାରିବା ପରେ ଏବେ ନ୍ୟୁଜିଲାଣ୍ଡରେ ଟି-୨୦ ସିରିଜ ଖେଳୁଛି ଟିମ୍‌ ଇଣ୍ଡିଆ । ହାଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳୁଥିବା ଏହି ଯୁବ ଟିମ୍‌ ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ଜାରି ରଖିଛି । ପ୍ରଥମ ମ୍ୟାଚ୍‌ରେ ଯୁବ ବିସ୍ଫୋରକ ବ୍ୟାଟର…

ଡେଓ୍ଵାଲ୍ଡ ବ୍ରେଭିସଙ୍କ ବିସ୍ଫୋରକ ଇନିଂସ; ୫୭ ବଲରେ ୧୬୨ ରନ୍‌, ୧୩ ଛକା ଇନିଂସରେ ସାମିଲ

ଜୁନିୟର ଏବି ଡିଭିଲିୟର୍ସ ଭାବେ ପରିଚିତ ଡେଓ୍ଵାଲ୍ଡ ବ୍ରେଭିସ ଟି-୨୦ କ୍ରିକେଟ ଐତିହାସିକ ଇନିଂସ ଖେଳିଛନ୍ତି । ଟି-୨୦ ଇତିହାସରେ ଏକ ଐତିହାସିକ ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ମାତ୍ର ୫୭ ବଲରୁ ୧୬୨ ରନର ଏକ ବିସ୍ଫୋରକ ଇନିଂସ ଖେଳି ବ୍ରେଭିସ ଚକିତ କରିଦେଇଛନ୍ତି। CSA…

ଭାରତ ଏବଂ ସାଉଥ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ ବେଳେ ପଡିଆକୁ ପଶିଲା ସାପ, ୧୦ ମିନିଟ୍‌ ପାଇଁ ହୋଇଥିଲା ମ୍ୟାଚ୍‌…

ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ସମୟରେ ପଡିଆରେ ପଶି ଯାଇଥିଲା ବଡ ସାପ। ଗୌହ୍ଵାଟୀର ବରସାପାରା କ୍ରିକେଟ ଷ୍ଟାଡୟମରେ ମ୍ୟାଚ୍‌ ଚାଲିଥିବା ବେଳେ ହଠାତ୍‌ ପଡିଆ ମଝିକୁ ଏକ ବଡ ସାପ ପଶିଆସିଥିଲା। ସାପକୁ ହଠାତ୍‌ ଦେଖି ଖେଳାଳି ଡରିଯାଇଥିଲେ। ଏଥିପାଇଁ ଖେଳକୁ ମଝିରୁ ୧୦…

ସୂର୍ଯ୍ୟକୁମାରଙ୍କ ବ୍ୟାଟରୁ ବର୍ଷିଲା ଚଉକା ଓ ଛକା, ଦ୍ୱିତୀୟ ଟି -୨୦ ମ୍ୟାଚ୍ ୧୬ ରନରେ ଜିତିଲା ଭାରତ

ଦକ୍ଷିଣ  ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟି -୨୦ ମ୍ୟାଚ୍ ୧୬ ରନରେ ଜିତିଲା ଭାରତ। ବିଜୟ ସହିତ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ଜିତିବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଥର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି -୨୦ସିରିଜ୍ ଜିତିଛି ଭାରତ। ମିଲରଙ୍କ ଧୂଆଁଧାର ଅପରାଜିତ ୧୦୬ ରନ…

ସାଉଥ ଆଫ୍ରିକା ଆଗରେ ୨୩୮ ରନର ଟାର୍ଗେଟ,ପ୍ରଥମ ବ୍ୟାଟିଂ କରି ଭାରତ ୩ ଓ୍ଵିକେଟରେ ୨୩୭ ରନ

କେନ୍ୟୁଜ୍(ବ୍ୟୁରୋ):ସାଉଥ ଆଫ୍ରିକା ଆଗରେ ଭାରତ ରଖିଲା ବିଶାଳ ସ୍କୋର । ଦ୍ୱିତୀୟ ଟି ୨୦ରେ ସାଉଥ ଆଫ୍ରିକା ଆଗରେ ୨୩୮ ରନର ଟାର୍ଗେଟ । ପ୍ରଥମ ବ୍ୟାଟିଂ କରି ଭାରତ ୩ ଓ୍ଵିକେଟ ହରାଇ କରିଛି ୨୩୭ ରନ । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଇନିଂସ । ମାତ୍ର ୧୮ ବଲରେ କଲେ ଅର୍ଦ୍ଧଶତକ ।…

 ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟି -୨୦ ମ୍ୟାଚରେ ହରାଇଲା ଭାରତ, କମାଲ କରି ଦେଖାଇଲେ ଭାରତୀୟ ବୋଲର

ତିରୁଅନନ୍ତପୁରମ ପ୍ରଥମ ଟି-୨୦ କମାଲ ଦେଖାଇଲେ ଭାରତୀୟ ଦଳ । ଦକ୍ଷିଣ ଆଫ୍ରିକାକୁ ୮ ଓ୍ଵିକେଟରେ ହରାଇଲା ଭାରତ । ୧୦୭ ରନ୍‌ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳ ୨ ଓ୍ଵିକେଟ ହରାଇ ମ୍ୟାଚ ଜିତି ନେଇଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରୋହିତ ବାହିନୀ । ଆରମ୍ଭରୁ ବ୍ୟାଟିଂ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା, ବାଦ୍‌ ପଡିଲେ ପାଣ୍ଡ୍ୟା, ଦୀପକ ଏବଂ ସାମି

ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା କରିଛି ବିସିସିଆଇ। ହେଲେ ଟିମ୍‌ ଇଣ୍ଡିଆକୁ ବଡ ଝଟକା ଲାଗିଛି। ଆହତଜନିତ ସମସ୍ୟା କାରଣରୁ ଷ୍ଟାର ଖେଳାଳି ଦୀପକ ହୁଡ୍ଡା ଏବଂ ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍‌ ପଡିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ…

ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା, କରୋନାରୁ ସୁସ୍ଥ ହୋଇନାହାନ୍ତି ମହମ୍ମଦ ସାମି

ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିବା ପରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବ । ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଛି। ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ମହମ୍ମଦ ସାମି ଏପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇନାହାନ୍ତି।…

କମାଲ କଲେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ: ୬ ୱିକେଟରେ ମ୍ୟାଚ୍ ଜିତି ସିରିଜ୍ ଜିତିଲା ଭାରତ

ଜିତିଲା ଟିମ ଇଣ୍ଡିଆ । କଙ୍ଗାରୁ ଟିମକୁ୬  ୱିକେଟ୍ ରେ ହରାଇଲା ଭାରତ। ତୃତୀୟ ଟି-୨୦ ମ୍ୟାଚ୍ ଜିତି ସିରିଜ କବଜା କରିଛି ଭାରତ। ରୋହିତ ବାହିନୀ ଙ୍କ ଦମଦାର ବୋଲିଂ ଏବଂ ବ୍ୟାଟିଂ ଅଷ୍ଟ୍ରେଲିଆ ଟିମକୁ ଧରାଶାୟୀ କରିଛି। ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ସିରିଜ…

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି -୨୦ ମ୍ୟାଚ୍ ହାରିଲା ଭାରତ, ୪ୱିକେଟରେ ମ୍ୟାଚ ହାତେଇଲା କଙ୍ଗାରୁ ଦଳ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୋହାଲିରେ ଚାଲିଥିବା ପ୍ରଥମ ଟି –୨୦ ମ୍ୟାଚ୍ ଜିତିଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ୪ ୱିକେଟ ଥାଇ ମ୍ୟାଚ୍ ଜିତିନେଇଛି। ୨୦୮ ରନର ବିଶାଳ ସ୍କୋର କରିଥିଲେ ହେଁ ମୋହାଲିର ହାଇ ସ୍କୋରିଂ ପିଚରେ ଏହି ସ୍କୋରକୁ ବଞ୍ଚାଇ ପାରି ନାହିଁ ଭାରତ। ପୁଣି ଥରେ ନିରାଶ କଲେ…

ଇଂଲଣ୍ଡ ଓ ଇଣ୍ଡିଆ ଦ୍ୱିତୀୟ ଟି-୨୦ : ଟିମ୍‌କୁ ଫେରିଲେ କୋହଲି, ପନ୍ତ, ବୁମରା

ଆଜି ଘରୋଇ ଇଂଲଣ୍ଡ ଓ ଇଣ୍ଡିଆ ମଧ୍ୟରେ ଦ୍ୱିତୀୟ ଟି- ୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ୫୦ ରନରେ ବିଜୟ ହାସଲ କରିଥିଲା । ଆଜିର ମ୍ୟାଚକୁ ଜିତି ସିରିଜ ବିଜୟ କରିବାକୁ ଟିମ୍‌ ଲକ୍ଷ୍ୟ ରଖିଛି। ଅନ୍ୟ ପଟରେ ଜୋସ ବଟଲରଙ୍କ ଇଂଲଣ୍ଡ ଦଳ ଲଢୁଆ ଖେଳ ପ୍ରଦର୍ଶନ କରି ସିରିଜକୁ…