Browsing Tag

T20 World Cup 2022

ଇଂଲଣ୍ଡଠୁ ହାରିବା ପରେ କାନ୍ଦିଲେ ରୋହିତ ଶର୍ମା, ସାନ୍ତ୍ୱନା ଦେଲେ ରାହୁଲ ଦ୍ରାବିଡ; ବିରାଟ କୋହଲି ମଧ୍ୟ ନିରାଶ…

ଟି-୨୦ ବିଶ୍ୱକପ୍‌ ୨୦୨୨ରେ ଭାରତୀୟ ଟିମ୍‌ର ଯାତ୍ରା ଶେଷ ହୋଇଛି। ସେମିଫାଇନାଲରେ ୧୦ ଓ୍ଵିକେଟ୍‌ରେ ଶୋଚନୀୟ ପରାସ୍ତ ପରେ ଦଳ ବିଶ୍ୱକପ୍‌ରୁ ବାହାରି ଯାଇଛି। ମ୍ୟାଚ୍‌ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଭାବୁକ ହୋଇ ପଡ଼ିଥିଲେ। ଡଗ୍‌ଆଉଟ୍‌ରେ ତାଙ୍କୁ ଭାବୁକ ଅବସ୍ଥାରେ ଦେଖିବାକୁ…

ଟି-୨୦ ବିଶ୍ୱକପ୍‌ ୨୦୨୨: ଦ୍ୱିତୀୟ ସେମିଫାଇନାଲରେ ୧୦ ଓ୍ଵିକେଟ୍‌ରେ ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ; ଫାଇନାଲରେ…

ଅଷ୍ଟ୍ରେଲିଆର ଏଡିଲେଡ ଓଭାଲ ଗ୍ରାଉଣ୍ଡରେ ଗୁରୁବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଇଂଲଣ୍ଡ ହାତକୁ ଯାଇଛି। ୧୦ ଓ୍ଵିକେଟ୍‌ରେ ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ ହୋଇଛି। ଫଳରେ ଫାଇନାଲରେ ସହଜରେ ପ୍ରବେଶ କରିଛି ଇଂଲଣ୍ଡ ଟିମ୍‌।…

ଟି-୨୦ ବିଶ୍ୱକପ ୨୦୨୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ, ସେମିଫାଇନାଲରେ ଇଂଲଣ୍ଡକୁ ୧୬୯ ରନ୍‌ର…

ଅଷ୍ଟ୍ରେଲିଆର ଏଡିଲେଡ ଓଭାଲ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯାଉଛି। ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷ ସେମିଫାଇନାଲ…

IND vs NED: ନେଦରଲାଣ୍ଡସକୁ ୧୮୦ ରନ ଟାର୍ଗେଟ୍ ଦେଲା ଭାରତ, ପୁଣି ଗର୍ଜିଲେ ବିରାଟ

ଟି-ଟେ୍ଵଣ୍ଟି ବିଶ୍ୱକପରେ ଆଜି ଭାରତ-ନେଦରଲାଣ୍ଡ ମୁକାବିଲା । ନିର୍ଦ୍ଧାରିତ ଓଭରରେ ଭାରତ କରିଛି ୧୭୯ ରନ୍‌ । ନେଦଲଲାଣ୍ଡ ଆଗରେ ୧୮୦ ରନ୍‌ର ଟାର୍ଗେଟ ରଖିଲା ଭାରତ । ରୋହିତ, ବିରାଟ୍‌ ଏବଂ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ । ସୂର୍ଯ୍ୟକୁମାର -୨୫ ବଲରେ ୫୧ । ବିରାଟ୍‌ ୪୪ ବଲରେ ୬୨ ରନ୍‌ ଏବଂ…

ଟି-୨୦ ବିଶ୍ୱକପ : ଇଂଲଣ୍ଡକୁ ହରାଇଲା ଆର୍ୟଲାଣ୍ଡ, ଡକଓ୍ଵର୍ଥ ନିୟମ ଅନୁଯାୟୀ ୫ ରନରେ ବାଜିମାରିଲା ଆର୍ୟଲାଣ୍ଡ

ଟି-୨୦ ବିଶ୍ୱକପର ଆଜିର ମ୍ୟାଚରେ ମଜବୁତ ଟିମ୍‌ ଇଂଲଣ୍ଡକୁ ହରାଇଲା ଆର୍ୟଲାଣ୍ଡ। ମେଲବର୍ଣ୍ଣରେ ଖେଳାଯାଉଥିବା ମ୍ୟାଚ୍‌ ବର୍ଷା ଯୋଗୁଁ ଆର୍ୟଲାଣ୍ଡ ଟିମ୍‌ ଇଂଲଣ୍ଡ ଟିମକୁ ଡିଏଲଏସ ନିୟମ ଅନୁସାରେ ୫ ରନରେ ହରାଇଛି। ଆର୍ୟଲାଣ୍ଡ ଟିମ ପ୍ରଥମେ ବ୍ୟାଟିଂ କରି ୧୯.୫ ଓଭରରେ ୧୫୭ ରନରେ ଅଲଆଉଟ୍‌…

ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଟିମ୍‌ର ଚିନ୍ତା; କରୋନା ପଜିଟିଭ ହେଲେ ଏହି ଷ୍ଟାର୍‌ ଖେଳାଳି

ଟି-୨୦ ବିଶ୍ୱକପ୍‌ ୨୦୨୨ର ହୋଷ୍ଟ୍‍ ଟିମ୍‌ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି। ଟିମ୍‌ର ଷ୍ଟାର ଲେଗ୍‌-ସ୍ପିନର ଆଡମ୍‌ ଜାମ୍ପା କୋଭିଡ୍‌-୧୯ ପଜିଟିଭ ବାହାରିଛନ୍ତି। ଏଥିଯୋଗୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରୁ ସେ ବାହାରି ଯାଇଛନ୍ତି। ଏମିତିରେ କୋଭିଡ୍‌ ପଜିଟିଭ ହେବା ସତ୍ତ୍ୱେ ଜାମ୍ପା…

ବିସିସିଆଇ କଲା ବଡ଼ ଘୋଷଣା! ଯଶପ୍ରୀତ ବୁମ୍‌ରାହଙ୍କ ସ୍ଥାନରେ ଟି-୨୦ ବିଶ୍ୱକପ୍‌ରେ ଖେଳିବେ ଏହି ଘାତକ ଖେଳାଳି

ଆଗାମୀ ଟି-୨୦ ବିଶ୍ୱକପ ପାଇଁ ମହମ୍ମଦ ଶାମିଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୁକ୍ରବାର ଏ ନେଇ ଘୋଷଣା କରିଛି। ଶାମିଙ୍କୁ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍‌ରାହଙ୍କ ସ୍ଥାନରେ ଟିମ୍‌ରେ ନିଆଯାଇଛି। ଅଷ୍ଟ୍ରେଲିଆରେ ଏହି ବୋଲର ଅଧିନାୟକ…

T20 World Cup 2022: ମ୍ୟାଚ ପାଇଁ ରହିଛି ମାସେରୁ ଅଧିକ ସମୟ, ବିକ୍ରି ହୋଇଗଲା ୫ ଲକ୍ଷ ଟିକେଟ

T-20 ବିଶ୍ୱକପ୍‌ ଆରମ୍ଭ ହୋଇ ନାହିଁ। ଏବେଠାରୁ ଭାରତ-ପାକିସ୍ତାନ ମ୍ୟାଚ୍‌ର ଟିକଟ ସରି ଯାଇଛି। ଏହି ମ୍ୟାଚ୍‌ ପାଇଁ ସବୁ ଟିକେଟ୍‌ ବିକ୍ରି ହୋଇ ସାରିଛି। କେବଳ ସେତିକ ନୁହଁ ଅତିରିକ୍ତ ଷ୍ଟାଣ୍ଡିଂ ରୁମ୍‌ ପାଇଁ ମଧ୍ୟ ଟିକେଟ ମାତ୍ର କେଇ ମିନିଟ ଭିତରେ ବିକ୍ରି ହୋଇ ଯାଇଥିଲା। ସୁପର ୧୨ରେ…