ସବୁ ଅଭିନେତ୍ରୀଙ୍କୁ ପଛରେ ପକାଇଲେ ତାପସୀ ପନ୍ନୁ, ମାତ୍ର ଗୋଟିଏ ବର୍ଷରେ ଆୟ କଲେ ଏତେ କୋଟି ଟଙ୍କା
ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଖୁବ କମ ସମୟ ମଧ୍ୟରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।ତାପସୀ ଗତ ଏକ ବର୍ଷରେ ପାଞ୍ଚଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ତାଙ୍କର ସମସ୍ତ ଚଳଚ୍ଚିତ୍ର ମଧ୍ୟ ବକ୍ସ ଅଫିସରେ ବହୁତ ସଫଳ ପାଇଛି । ନିକଟରେ ପ୍ରକାଶିତ ଏକ ରିପୋର୍ଟ…