ଆଜି ବି ମନେ ପଡ଼େ ସେ ଲୋମହର୍ଷଣକାରୀ ଘଟଣା, ଆତଙ୍କବାଦୀଙ୍କ ଗୁଳି ମୁନରେ ଯାଇଥିଲା ୧୬୬ ଜୀବନ
ସେଦିନର ସେହି ୨୬ ନଭେମ୍ବର ଆଜି ବି ମନରୁ ଲିଭିନି । ୨୦୦୮ ମସିହା ନଭେମ୍ବରର ସେହି ଦିନ ଆଜି ବି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ । ହଠାତ ଥରି ଉଠିଥିଲା ମାୟାନଗରୀ ମୁମ୍ବାଇ । ଗୁଳି ଶବ୍ଦରେ ଫାଟି ପଡ଼ୁଥିଲା ପୁରା ସହର । ଯିଏ ଯୁଆଡ଼େ ପାରିଲେ ଦୌଡ଼ିବାକୁ ଲାଗିଲେ । କିନ୍ତୁ ଆତଙ୍କବାଦୀଙ୍କ ଗୁଳି…