Browsing Tag

taj mahal

ତାଜମହଲର ନାମ ହେବ ‘ତେଜୋ ମହାଳୟା’ ! ଜୋର୍‌ ଧରିଛି ଚର୍ଚ୍ଚା ଆଲୋଚନା

ଆଗ୍ରାର ତାଜମହଲ ଦୁନିଆର ଅନ୍ୟତମ ଆଶ୍ଚର୍ଯ୍ୟ। ହେଲେ ଏହାର ଅସ୍ତିତ୍ୱକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି। ଯେଉଁଠି ଗୋଟିଏ ପଟେ ରାସ୍ତା, ଛକ ଏବଂ ଜିଲ୍ଲାଗୁଡ଼ିକର ନାମ ବଦଳା ଯାଉଛି, ସେଠି ତାଜମହଲର ନାମ ପରିବର୍ତ୍ତନକୁ ନେଇ ବି ସ୍ୱର ଉଠୁଛି। ଏହାରି ଭିତରେ ଖବର ଆସିଛି କି, ତାଜମହଲର ନାମ…

ଆମ ପୂର୍ବପୁରୁଷଙ୍କ ଜମିରେ ତିଆରି ହୋଇଛି ତାଜମହଲ: ଜୟପୁର ରାଜକୁମାରୀ

ଜୟପୁର ରାଜକୁମାରୀ ଦିୟା କୁମାରୀ ତାଜମହଲକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ଯେଉଁ ସ୍ଥାନରେ ତାଜ ମହଲ ନିର୍ମିତ ହୋଇଛି ସେହି ସ୍ଥାନ ହେଉଛି ତାଙ୍କ ରାଜବଂଶର ଅର୍ଥାତ ଜୟପୁର ରାଜବଂଶର । ଦିୟାଙ୍କ ଅନୁଯାୟୀ ଏହି ଜମି ଜୟପୁର ରାଜବଂଶର ବୋଲି ତାଙ୍କ ନିକଟରେ…

ୟାକୁ ହିଁ କୁହନ୍ତି ପ୍ରକୃତ ପ୍ରେମ, ସ୍ତ୍ରୀଙ୍କୁ ଉପହାରରେ ଦେଲେ ତାଜମହଲ

ଅନେକ ଲୋକ ତାଜମହଲ ଏବଂ ଚନ୍ଦ୍ରକୁ ନିଜ ପତ୍ନୀଙ୍କୁ ଉପହାର ଦେଉଥିବା ବିଷୟରେ ଆପଣ ଥଟ୍ଟା ମଜା ଭାବରେ ନିଶ୍ଚିତ ଶୁଣିଥିବେ। କିନ୍ତୁ ବର୍ତ୍ତମାନ ଏହି ଥଟ୍ଟା ପୁରୁଣା ହୋଇଯାଇଛି । ଦିନକୁ ଦିନ ସମମୟର ପରିବର୍ତ୍ତନ ହେଉଛି। ଏପରିକି ଚନ୍ଦ୍ର ପୃଷ୍ଠରେ ଜାଗା କିଣିବା ଭଳି କିଛି ଖବର ସାମ୍ନାକୁ…

ଏବେ ରାତିରେ ତାଜମହଲ ଦେଖିବାର ମଜା ଉଠାଇପାରିବେ ପର୍ଯ୍ୟଟକ, ବର୍ଷେ ପରେ ଖୋଲୁଛି ଐତିହାସିକ ସ୍ମାରକ

କରୋନା ଯୋଗୁ ଦୀର୍ଘ ଦିନ ଧରି ରାତିରେ ତାଜମହଲ ଦର୍ଶନ ବନ୍ଦ ଥିବା ବେଳେ ଅଗଷ୍ଟ ୨୧ ବା ଆସନ୍ତାକାଲିଠୁ ତାହା ପୁଣିଥରେ ଖୋଲାଯାଉଛି। ଏନେଇ ଶୁକ୍ରବାର ଦିନ ଅଧିକାରୀମାନେ ସୂଚନା ଦେଇଛନ୍ତି। ମାର୍ଚ୍ଚ ୧୭, ୨୦୨୦ରେ ପ୍ରଥମ ଲକ୍‌ଡାଉନ୍‌ ବେଳେ ତାଜମହଲର ରାତି ଦର୍ଶନ ବନ୍ଦ କରାଯାଇଥିଲା। କିନ୍ତୁ…

ତାଜମହଲକୁ ‘ତେଜା ମହାଳୟ’ କହି ହିନ୍ଦୁବାଦୀ କରୁଥିଲେ ପୂଜା, ୩ ଗିରଫ

ତାଜମହଲ ସୁରକ୍ଷାରେ ଥିବା ସିଆଇଏସଏଫ ଯବାନ ତାଜମହଲ ପରିସରରୁ ଭଗବାନ ଶିବଙ୍କ ଆରାଧନ କରୁଥିବା ଏକ ହିନ୍ଦୁବାଦୀ ସଂଗଠନର ୩ ଜଣ କାର୍ଯ୍ଯକର୍ତ୍ତାଙ୍କୁ ଗିରଫ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ସୂଚନା ମୁତାବକ, ଗୁରୁବାର ମହାଶିରାତ୍ରୀ ଅବସରରେ ହିନ୍ଦୁବାଦୀ ସଂଗଠନର ଜଣେ ମହିଳାଙ୍କ ସହିତ…

ତାଜମହଲର ସେହି ଦ୍ୱାର, ଯାହାକୁ ଖୋଲିବାକୁ ଡରୁଛନ୍ତି ସରକାର ! ଏହାର ରହସ୍ୟ ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ତାଜୁବ

ଆମ ଭାରତରେ ଏମିତି ଅନେକ ରହସ୍ୟମୟ ଜିନିଷ ଅଛି, ଯାହାକୁ ବୈଜ୍ଞାନିକମାନେ ମଧ୍ୟ ଭେଦ୍ୟ କରିପାରି ନାହାନ୍ତି। ଆଜି ଆମେ ଆପଣଙ୍କୁ ତାଜମହଲର ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ସରକାର ମଧ୍ୟ ସାଧାରଣ ଜନତାଙ୍କୁ କହିବାକୁ ଡରୁଛନ୍ତି। ଆମେ କହିବୁ ତାଜମହଲର ସେହି ଦ୍ୱାର ବା କବାଟ…

ଶାହଜାହାନ ହିଁ କରିଥିଲେ ତାଜମହଲର ଡିଜାଇନ୍‌, ଜାଣନ୍ତୁ ଏହା ସହ ଜଡିତ କିଛି ରୋଚକ ତଥ୍ୟ

ତାଜମହଲ ନିର୍ମାଣକୁ ନେଇ ଆପଣମାନେ ଅନେକ କାହାଣୀ ଶୁଣିଥିବେ। କିନ୍ତୁ କିପରି ଶାହଜାହାନଙ୍କ ମନରେ ରାଣୀ ମୁମତାଜଙ୍କ ପାଇଁ ମହଲ ନିର୍ମାଣ ପାଇଁ ଏପରି ଭାବନା ଆସିଥିଲା ସେ ବିଷୟରେ କେବେ ଶୁଣିଛନ୍ତି କି? ନାହିଁ ନା! ତେବେ ଆଜି ଆମେ ଆପଣଙ୍କୁ ଏସମ୍ପର୍କରେ ଜଡିତ କିଛି ରୋଚକ ତଥ୍ୟ ବିଷୟରେ…

ଖୋଲିଲା ତାଜମହଲ, ଗୋଟିଏ ଦିନରେ ମିଳିବ ୫ହଜାର ଯାତ୍ରୀଙ୍କୁ ଅନୁମତି

ପାଖାପାଖି ୬ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବା ପରେ ଖୋଲୁଛି ତାଜମହଲ। ସୂଚନା ମୁତାବକ ବିଶ୍ୱର ୭ଟି ରହସ୍ୟମୟ ସ୍ଥାନ ମଧ୍ୟରୁ ଆଜି ପୁଣି ଥରେ ଖୋଲିଛି ତାଜମହଲ୍‌। ୧୭ମାର୍ଚ୍ଚରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ଜରିଆରେ ସଂରକ୍ଷିତ ସମସ୍ତ ପର୍ଯ୍ୟଟନ ସ୍ଥଳିକୁ କେନ୍ଦ୍ରୀୟ…

୩ ଦିନ ମାଗଣାରେ ତାଜମହଲ ବୁଲିବାର ସୁଯୋଗ, ଦେଖିପାରିବେ ଶାହାଜାହାନ-ମମତାଜଙ୍କ କବର

ମୋଗଲ ସମ୍ରାଟ ଶାହାଜାହାନଙ୍କ ତ୍ରିଦିବସୀୟ ଉର୍ସ ଉତ୍ସବ ଚଳିତଥର ମାର୍ଚ୍ଚ ୨୧ରୁ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ପାଳିତ ହେବ। ଏ ଅବସରରେ ପର୍ଯ୍ୟଟକମାନେ ତିନି ଦିନ ମାଗଣାରେ ତାଜମହଲ ବୁଲିବା ସୁଯୋଗ ପାଇବେ। ଏହି ତିନି ଦିନ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ନିଃଶୁଳ୍କ ରହିବ। ୨୧ ଓ ୨୨ ମାର୍ଚ୍ଚରେ…

ସ୍ୱପ୍ନର ତାଜମହଲ ବୁଲିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମିଲେନିଆ ଟ୍ରମ୍ପ, ସୌନ୍ଦର୍ଯ୍ୟ ଓ…

ତାଜମହଲରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ମୁଖ୍ୟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଓ ମିଲେନିଆ ଟ୍ରମ୍ପ । ବୁଲି ଦେଖିଲେ ପ୍ରେମର ପ୍ରତୀକ । ଏହାର ଅପରୂପ ସୌନ୍ଦର୍ଯ୍ୟ ଓ କଳାକୃତି ଦେଖି ବିମୋହିତ ହୋଇଛନ୍ତି । ସ୍ୱପ୍ନର ତାଜମହଲ ସାମନାରେ ଫଟୋ ଉଠାଇଥିଲେ ଟ୍ରମ୍ପ ଦମ୍ପତି । ଏପରିକି…

ଭାରତର ଏହି ଚାଲବାଜ୍‌ ଠକ, ଯିଏ ଚତୁରତାର ସହ ୩ଥର ବିକ୍ରି କରିଥିଲେ ତାଜମହଲ

ଆପଣଙ୍କୁ ଯଦି କେବେ ତାଜମହଲ କିଣିବାକୁ କୁହାଯିବ କଣ ଆପଣ ଏଭଳି କଥା କେବେ ଚିନ୍ତା କରିପାରିବେ? ଆଜ୍ଞା ହଁ ଏହି କଥା ଶୁଣିବାକୁ ବିଶ୍ୱାସ ଲାଗୁନଥିଲେ ମଧ୍ୟ କିଛି ଦଶକ ପୂର୍ବରୁ ଏଭଳି ଜଣେ ବ୍ୟକ୍ତି ଥିଲେ, ଯିଏ ନିଜର ଚତୁରତାର ସହ ଘୃଣ୍ୟ ଉପାୟରେ ତାଜମହଲ ଭଳି ଅକଳ୍ପନୀୟ ସ୍ୱପ୍ନକୁ ବିକ୍ରି…

ମୋବାଇଲ୍‌ ଫୋନ୍‌ରେ ତାଜମହଲର ପ୍ରବେଶ ଟିକେଟ୍‌, କ୍ୟୁଆର୍‌ କୋଡ୍‌ ସୁବିଧାର ଲାଭ ଉଠାଉଛନ୍ତି ପଯ୍ୟର୍ଟକ

ଏଣିକି ତାଜମହଲର ଟିକେଟ୍‌ ଗେଟ୍‌ ପାଖରେ ପଯ୍ୟର୍ଟକଙ୍କୁ ଆଉ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିବ ନାହିଁ। କାରଣ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଏବେ ତାଜମହଲ ଉପରେ ଅନ୍‌ଲାଇନ୍‌ ଟିକେଟ୍‌ ପ୍ରକ୍ରିୟାକୁ ଆହୁରି ସହଜ କରିଦେଇଛି। ଏଏସ୍‌ଆଇ କ୍ୟୁଆର୍‌ କୋଡ୍‌ ଜାରି…