Browsing Tag

taj mahal

୩ ଦିନ ମାଗଣାରେ ତାଜମହଲ ବୁଲିବାର ସୁଯୋଗ, ଦେଖିପାରିବେ ଶାହାଜାହାନ-ମମତାଜଙ୍କ କବର

ମୋଗଲ ସମ୍ରାଟ ଶାହାଜାହାନଙ୍କ ତ୍ରିଦିବସୀୟ ଉର୍ସ ଉତ୍ସବ ଚଳିତଥର ମାର୍ଚ୍ଚ ୨୧ରୁ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ପାଳିତ ହେବ। ଏ ଅବସରରେ ପର୍ଯ୍ୟଟକମାନେ ତିନି ଦିନ ମାଗଣାରେ ତାଜମହଲ ବୁଲିବା ସୁଯୋଗ ପାଇବେ। ଏହି ତିନି ଦିନ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ନିଃଶୁଳ୍କ ରହିବ। ୨୧ ଓ ୨୨ ମାର୍ଚ୍ଚରେ…

ସ୍ୱପ୍ନର ତାଜମହଲ ବୁଲିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମିଲେନିଆ ଟ୍ରମ୍ପ, ସୌନ୍ଦର୍ଯ୍ୟ ଓ…

ତାଜମହଲରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ମୁଖ୍ୟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଓ ମିଲେନିଆ ଟ୍ରମ୍ପ । ବୁଲି ଦେଖିଲେ ପ୍ରେମର ପ୍ରତୀକ । ଏହାର ଅପରୂପ ସୌନ୍ଦର୍ଯ୍ୟ ଓ କଳାକୃତି ଦେଖି ବିମୋହିତ ହୋଇଛନ୍ତି । ସ୍ୱପ୍ନର ତାଜମହଲ ସାମନାରେ ଫଟୋ ଉଠାଇଥିଲେ ଟ୍ରମ୍ପ ଦମ୍ପତି । ଏପରିକି…

ଭାରତର ଏହି ଚାଲବାଜ୍‌ ଠକ, ଯିଏ ଚତୁରତାର ସହ ୩ଥର ବିକ୍ରି କରିଥିଲେ ତାଜମହଲ

ଆପଣଙ୍କୁ ଯଦି କେବେ ତାଜମହଲ କିଣିବାକୁ କୁହାଯିବ କଣ ଆପଣ ଏଭଳି କଥା କେବେ ଚିନ୍ତା କରିପାରିବେ? ଆଜ୍ଞା ହଁ ଏହି କଥା ଶୁଣିବାକୁ ବିଶ୍ୱାସ ଲାଗୁନଥିଲେ ମଧ୍ୟ କିଛି ଦଶକ ପୂର୍ବରୁ ଏଭଳି ଜଣେ ବ୍ୟକ୍ତି ଥିଲେ, ଯିଏ ନିଜର ଚତୁରତାର ସହ ଘୃଣ୍ୟ ଉପାୟରେ ତାଜମହଲ ଭଳି ଅକଳ୍ପନୀୟ ସ୍ୱପ୍ନକୁ ବିକ୍ରି…

ମୋବାଇଲ୍‌ ଫୋନ୍‌ରେ ତାଜମହଲର ପ୍ରବେଶ ଟିକେଟ୍‌, କ୍ୟୁଆର୍‌ କୋଡ୍‌ ସୁବିଧାର ଲାଭ ଉଠାଉଛନ୍ତି ପଯ୍ୟର୍ଟକ

ଏଣିକି ତାଜମହଲର ଟିକେଟ୍‌ ଗେଟ୍‌ ପାଖରେ ପଯ୍ୟର୍ଟକଙ୍କୁ ଆଉ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିବ ନାହିଁ। କାରଣ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଏବେ ତାଜମହଲ ଉପରେ ଅନ୍‌ଲାଇନ୍‌ ଟିକେଟ୍‌ ପ୍ରକ୍ରିୟାକୁ ଆହୁରି ସହଜ କରିଦେଇଛି। ଏଏସ୍‌ଆଇ କ୍ୟୁଆର୍‌ କୋଡ୍‌ ଜାରି…

ତାଜମହଲକୁ ପଛରେ ପକାଇଲା ଷ୍ଟାଚ୍ୟୁ ଅଫ୍‌ ୟୁନିଟି, ବର୍ଷକରେ ରୋଜଗାର କଲା ୬୩ କୋଟି

ଗୁଜରାଟର କେବାଡିଆରେ ସର୍ଦ୍ଦାର ସରୋବର ବନ୍ଧ ନିକଟରେ ନିର୍ମିତ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟରର ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍‌ ୟୁନିଟି ପୁଣିଥରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ରୋଜଗାର କ୍ଷେତ୍ରରେ ଏହା ଆଗ୍ରାର ତାଜମହଲକୁ ମଧ୍ୟ ପଛରେ ପକାଇଦେଇଥିବା ଜଣାଯାଇଛି।…

ଜାଣନ୍ତୁ ତାଜ ମହଲ ନିର୍ମାଣ ପଛର କିଛି ରୋଚକ କାହାଣୀ

ତାଜ ମହଲ ବିଷୟରେ ତ ସମସ୍ତେ ଅଳ୍ପ ବହୁତେ ଜାଣିଥିବେ । ସ୍କୁଲ ପଢା ବହି ଠୁ ଆରମ୍ଭ କରି କଲେଜ ପାଠ ପର୍ଯ୍ୟନ୍ତ ସବୁଥିରେ ତାଜ ମହଲ ସମ୍ବନ୍ଧରେ କିଛି ନା କିଛି ଉଲ୍ଲେଖ କରାଯାଇଛି । ପୃଥିବୀର କୋଣ ଅନୁକୋଣରେ ପ୍ରେମର ପ୍ରତୀକ ଭାବେ ଏହା ବେଶ ପ୍ରସିଦ୍ଧି ଲାଭ କରିଛି । କେବେ ଯଦି ପ୍ରେମ କଥା…

ପ୍ରଥମ ଥର ପାଇଁ ତାଜମହଲ ପରିଦର୍ଶନ କରି ଆତ୍ମବିଭୋର ହୋଇପଡ଼ିଲେ କାଜଲ, ଭାଇରାଲ ହେଉଛି ଫଟୋ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଏବେ ବଲିଉଡ଼ରେ ମଧ୍ୟ ନିଜ ଜଲଓ୍ଵା ଦେଖାଇବାରେ ବ୍ୟସ୍ତ। ସିଙ୍ଘମ୍‌ ଫିଲ୍ମ ଜରିଆରେ ହିନ୍ଦୀ ସିନେମା ଜଗତରେ ପାଦ ଥାପିଥିବା କାଜଲଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଆଗ୍ରାର ତାଜମହଲ ସାମ୍ନାରେ ଉଠାଯାଇଛି।…

ଯାତ୍ରୀମାନଙ୍କ ପାଇଁ ଖୁସି ଖବର: ଏଣିକି ରାତିରେ ବି ଖୋଲା ରହିବ ତାଜମହଲ, ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ କେନ୍ଦ୍ର…

ରାତି ସମୟରେ ନିଜର ସୁନ୍ଦରତା ପାଇଁ ସବୁଠାରୁ ଆକର୍ଷଣୀୟ ହୋଇଥାଏ ତାଜମହଲ। ଯାହା ବର୍ତ୍ତମାନ ସମସ୍ତ ପର୍ଯ୍ଯଟକମାନଙ୍କ ପାଇଁ ସୂର୍ଯ୍ଯାସ୍ତ ପରେ ମଧ୍ଯ ଖୋଲା ରହିବ। ତାଜମହଲ ଖୋଲା ରହିବାର ସାଧାରଣ ସମୟ ସକାଳ ୧୦ଟାରୁ ସନ୍ଧ୍ୟା ୬ ଟା ପରିବର୍ତ୍ତେ ଆହୁରି ଅଧିକ ସମୟ ଖୋଲା ରହିବ ବୋଲି କେନ୍ଦ୍ର…

ଜାଣନ୍ତୁ, ତାଜମହଲ ସମ୍ପର୍କରେ ଏହି ୧୦ଟି ରୋଚକ ତଥ୍ୟ

ତାଜମହଲ ମୋଗଲ ବାସ୍ତୁକଳାର ସବୁଠାରୁ ଉତକୃଷ୍ଟ ନମୁନା। ଶାହାଜାନ୍ ନିଜର ପତ୍ନୀ ମମତାଜଙ୍କ ପାଇଁ ଏହି ତାଜମହଲ ନିର୍ମାଣ କରଥିଲେ। ଦେଶ-ବିଦେଶରୁ କୋଟି କୋଟି ସଂଖ୍ୟାରେ ଲୋକମାନେ ଏହାକୁ ଦେଖିବା ପାଇଁ ଆଗ୍ରା ଆସିଥାନ୍ତି। ତାଜମହଲ ଯାଇ ଫଟୋ ଉଠାଇବା ପାଇଁ ପ୍ରତ୍ୟେକ ପ୍ରେମୀ ଯୁଗଳଙ୍କର ଇଛାଥାଏ।…

ତାଜମହଲ ଦେଖିବା ହେଲା ମହଙ୍ଗା, ୫୦ ଜାଗାରେ ଦେବାକୁ ପଡ଼ିବ ୨୫୦ ଟଙ୍କା

ଆଗ୍ରା : ଦୁନିଆର ସପ୍ତଶ୍ଚର୍ଯ୍ୟ ମଧ୍ୟରେ ରହିଛି ଭାରତର ତାଜମହଲ। ଏହାକୁ ପ୍ରେମର ପ୍ରତିକ ମଧ୍ୟ କୁହାଯାଇଥାଏ। ଏବେ ଏହି ସପ୍ତାଶ୍ଚର୍ଯ୍ୟକୁ ଦେଖିବା ହୋଇଛି ମହଙ୍ଗା। ୧୦ ଡ଼ିସେମ୍ବରରୁ ନୂଆ ନିୟମ ଲାଗୁ ଦେବାକୁ ଯାଉଛି ଯେଉଁଥିରେ ତାଜମହଲ ଦେଖିବା ପାଇଁ ଆପଣଙ୍କୁ ୫୦ ଟଙ୍କା ବଦଳରେ ୨୫୦ ଟଙ୍କା…