Browsing Tag

taliban government

କ୍ଷମତା ହାସଲ ପରେ ଆମେରିକାକୁ ତାଲିବାନର ନାଲିଆଖି, ଡ୍ରୋନ ଉଡ଼ାଇବାକୁ ନେଇ ଦେଲା କଡ଼ା ଚେତାବନୀ

କ୍ଷମତା ହାସଲ ପରେ ଆମେରିକାକୁ ତାଲିବାନର ନାଲିଆଖି । ଆଫଗାନିସ୍ତାନ ଏୟାରସ୍ପେସରେ ଆମେରିକାର ଡ୍ରୋନ ଉଡ଼ାଇବାକୁ ନେଇ କଡ଼ା ଚେତାବନୀ ଦେଲେ ତାଲିବାନୀ । ତୁରନ୍ତ ଏହାକୁ ବନ୍ଦ ନକଲେ ଆମେରିକାକୁ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଛି ତାଲିବାନ । କୌଣସି ନକରାତ୍ମକ ପରିସ୍ଥିତିକୁ…