Browsing Tag

taliban

ସାମ୍ନାକୁ ଆସିଲା ତାଲିବାନର ଅସଲ ଚେହେରା, ଆଫଗାନିସ୍ତାନରେ ଚୁଟି ଓ ଦାଢ଼ି କାଟିବା ଉପରେ ଲଗାଇଲା ରୋକ୍‌

ଖୋଲୁଛି ତାଲିବାନଙ୍କ ମୁଖା। ଧୀରେ ଧୀରେ ସାମ୍ନାକୁ ଆସୁଛି ସେମାନଙ୍କ ଅସଲ ରୂପ। ପ୍ରଥମେ ମହିଳାଙ୍କ ବେଶ ପୋଷାକ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ପୁରୁଷଙ୍କ ଉପରେ ରୋକ୍‌ ଲଗାଇବା ଆରମ୍ଭ କରିଛି ତାଲିବାନ। ଆଫଗାନିସ୍ତାନରେ ଏବେ ପୁରୁଷମାନଙ୍କୁ ଦାଢ଼ି ନିଶ କାଟିବା ମନା। ଆଉ ଯିଏ ଏହି…

କଶ୍ମୀର ମାମଲାରେ ଭାରତକୁ ଝଟ୍‌କା ଦେଲା ତାଲିବାନ୍‌, ପ୍ରଶଂସାରେ ପୋତି ପକାଇଲା ପାକିସ୍ତାନକୁ

ପାକିସ୍ତାନକୁ ପ୍ରଶଂସାରେ ପୋତି ପକାଇଛି ତାଲିବାନ। ଆଫଗାନିସ୍ତାନର ଡେପୁଟୀ ଇନ୍‌ଫରମେସନ୍‌ ମିନିଷ୍ଟର ତଥା ତାଲିବାନର ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ ଅନ୍ତର୍ଜାତୀୟ ସମୁଦାୟ ସାମ୍ନାରେ ଆଫଗାନିସ୍ତାନକୁ ସମର୍ଥନ କରିଥିବାରୁ ପାକିସ୍ତାନକୁ ପ୍ରଶଂସା କରିଛନ୍ତି। ପିଟିବି ସହ ଇଣ୍ଟରଭ୍ୟୁ ବେଳେ…

କାବୁଲରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ, ସେବା ଆରମ୍ଭ କରିବା ପାଇଁ ଅପିଲ କଲା ତାଲିବାନ୍

କାବୁଲରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ । କାବୁଲରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବା ପାଇଁ ଅପିଲ କରିଛି ତାଲିବାନ । ଏୟାରପୋର୍ଟର ସମସ୍ୟା ସମାଧାନ ହୋଇଛି । ସମସ୍ତ ଏୟାରଲାଇନ୍‌ସକୁ ପୂର୍ଣ୍ଣ ସହଯୋଗ ପାଇଁ ତାଲିବାନ ପ୍ରତିଶ୍ରୁତି ଦେଇଛି । ଏବେ ସୀମିତ ସଂଖ୍ୟାରେ ଯତ୍ରୀବାହୀ ବିମାନ ଓ…

ଜାତିସଂଘରେ ବିଶ୍ୱକୁ ସମ୍ବୋଧନ କରିବାକୁ ଚାହୁଁଛି ତାଲିବାନ, ମହାସଚିବଙ୍କୁ ପଠାଇଲା ଚିଠି

ନୂଆଦିଲ୍ଲୀ : ଆଫଗାନ କବ୍‌ଜା ପରେ ଏବେ ଜାତିସଂଘରେ ଉଦ୍‌ବୋଧନ ଦେବାକୁ ତାଲିବାନର ସ୍ୱପ୍ନ। ଜାତିସଂଘରେ ପ୍ରତିନିଧିତ୍ୱ ଚାହୁଁଛି ତାଲିବାନ। ଏ ନେଇ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁଟ୍ଟାକୀ, ଜାତିସଂଘ ମହାସଚିବଙ୍କୁ ପତ୍ର ଲେଖିଛନ୍ତି। ବର୍ତ୍ତମାନ ଆଫଗାନ ପକ୍ଷରୁ ଗୁଲାମ…

ବରାଦର ବନ୍ଦୀ ! ଘୋର ସଙ୍କଟ ଦେଇ ଗତି କରୁଛି ତାଲିବାନ

କାବୁଲ : ଘୋର ସଙ୍କଟ ଦେଇ ଗତି କରୁଛି ତାଲିବାନ ନେତୃତ୍ୱ । ତାଲିବାନ ମୁଖ୍ୟଙ୍କ ପତ୍ତା ମିଳୁନି । ଯାହାକୁ ଶାସନ ମୁଖ୍ୟ କରାଯାଇଛି, ତାଙ୍କର କୌଣସି କ୍ଷମତା ନାହିଁ । ଯେଉଁ ତାଲିବାନ ନେତା ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା, ତାଙ୍କୁ ଏବେ ବନ୍ଦୀ କରାଯାଇଛି । ଏବେ ଆଫଗାନ ଶାସନର…

ଆଫଗାନିସ୍ତାନରେ ଲୁଚିଛନ୍ତି ୨୦୦ ମହିଳା ଜଜ୍‌, ତାଲିବାନୀ ଓ ଅଲକାଏଦା ଆତଙ୍କୀଙ୍କୁ ଦିନେ ପଠାଇଥିଲେ ଜେଲ

କାବୁଲ : ଆଫଗାନିସ୍ତାନରେ ଲୁଚିଛନ୍ତି ୨୦୦ ମହିଳା ଜଜ୍‌ । ଆତଙ୍କୀକୁ ତାଲିବାନ ଛାଡ଼ିବା ପରେ ସେମାନଙ୍କ ଜୀବନ ପ୍ରତି ବିପଦ । ଏହି ମହିଳା ଜଜ୍‌ ମାନେ ତାଲିବାନୀ, ଅଲକାଏଦା ଆତଙ୍କୀଙ୍କୁ ଜେଲ ପଠାଇଥିଲେ । ଏବେ ସବୁ ଆତଙ୍କୀଙ୍କୁ ତାଲିବାନ ଛାଡି ଦେଇଛି । କିଛି ମହିଳା ଜଜ୍‌ ଭୟରେ…

ପାକିସ୍ତାନୀ ମିଡିଆ ଉପରେ ତାଲିବାନର ବଢ଼ିଲା ପ୍ରଭାବ, ନ୍ୟୁଜ୍‌ ଆଙ୍କର ଲାଇଭ୍‌ ଶୋ’ରେ ପିନ୍ଧିଲେ ହିଜାବ୍‌

ଆଫଗାନିସ୍ତାନ କବ୍‌ଜା କରିବା ପରେ ଏବେ ତାଲିବାନର ପ୍ରଭାବ ପାକିସ୍ତାନ ଉପରେ ବଢ଼ିବାରେ ଲାଗିଛି। ପାକିସ୍ତାନୀ ମିଡିଆ ଉପରେ ମଧ୍ୟ ତାଲିବାନୀ ବିଚାରର ପ୍ରଭାବ ଦେଖିବାକୁ ମିଳିଛି। ୧୬ ସେପ୍ଟେମ୍ବରରେ ଏକ ପାକିସ୍ତାନୀ ନ୍ୟୁଜ୍‌ ଚ୍ୟାନେଲର ଆଙ୍କର ହିଜାବକୁ ଯଥାର୍ଥତା ଦର୍ଶାଇ ଲାଇଭ୍‌ କ୍ୟାମେରା…

ଆତଙ୍କୀଙ୍କ ଦ୍ୱାରା ହୋଇପାରୁ ନାହିଁ କି କାମ? ଏବେ ପୂର୍ବ ସରକାରଙ୍କ ତାଲିମପ୍ରାପ୍ତ ଯବାନଙ୍କ ସାହାରାରେ ନୂଆ ସେନା…

ଆଫଗାନିସ୍ତାନରେ ନିଜ ସରକାର ବନାଇବା ପରେ ଏବେ ତାଲିବାନ ଦେଶରେ ସେନା ଗଠନ ଉପରେ ମଧ୍ୟ ବିଚାର କରୁଛି। ଏହି ସେନାରେ ଆଫ୍‌ଗାନର ପୂର୍ବ ସରକାର ଅଧୀନରେ ରହିଥିବା ଆର୍ମି ଅଫିସରମାନଙ୍କୁ ସାମିଲ କରାଯିବ। ଅର୍ଥାତ୍‌ ସେହି ଅଧିକାରୀମାନଙ୍କୁ ସାମିଲ କରାଯିବ, ଯେଉଁମାନେ କିଛି ମାସ ପୂର୍ବେ ତାଲିବାନ…

ତାଲିବାନ ସରକାର ଗଠନ ହେବା ପରେ କେତେ ଦରମା ପାଇବେ ସେଠାକାର ରାଷ୍ଟ୍ରମୁଖ୍ୟ ଓ ମନ୍ତ୍ରୀ, ଦେଖନ୍ତୁ ପୂରା ତାଲିକା

ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ଏବେ ସେଠାରେ ତାଲିବାନ୍‌ ରାଜ୍‌ ଚାଲିଛି। ତାଲିବାନ ଏବେ ଦେଶରେ ସରକାର ମଧ୍ୟ ଗଠନ କରିସାରିଲାଣି। ତାଲିବାନ ପକ୍ଷରୁ ୩୩ ସଦସ୍ୟଯୁକ୍ତ ସରକାର ଗଠନ କରାଯାଇଛି। ଏହି ସରକାରର ମୁଖ୍ୟ ପ୍ରଧାନମନ୍ତ୍ରୀ ହେବେ ଓ ଏହି ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ସ୍ତରର…

କାହିଁକି ତାଲିବାନକୁ ସମର୍ଥନ କରୁଛି ଚୀନ୍, ଏହା ଭାରତ ପାଇଁ ବିପଦ ସୃଷ୍ଟି କରୁନାହିଁ ତ !

ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ସେଠାରେ ବର୍ତ୍ତମାନ ତାଲିବାନ ସରକାର ଗଠନ କରିଛି । ତେବେ ତାଲିବାନକୁ ଚୀନ ଓ ପାକିସ୍ତାନ ଉଭୟ ରାଷ୍ଟ୍ର ସମର୍ଥନ ଦେଇ ଆସୁଥିବା କୁହାଯାଉଛି । ଜଣାପଡ଼ିଛି ଯେ, ଏହି ସମର୍ଥନ ପଛରେ ଚୀନର କିଛି ମନ୍ଦ ଉଦ୍ଦେଶ୍ୟ ରହିଛି, ଯାହାକି…

” ଆମେରିକା ସହ ପାକିସ୍ତାନର କିଭଳି ସମ୍ପର୍କ ରହିବ ତାହା ତାଲିବାନ ଉପରେ ନିର୍ଭର କରେ “

ନୂଆଦିଲ୍ଲୀ : ପାକିସ୍ତାନକୁ ଆମେରିକାର ଚେତାବନୀ। ଆଗକୁ ପାକିସ୍ତାନ ସହ ଆମେରିକାର କିପରି ସମ୍ପର୍କ ରହିବ, ତାହା ତାଲିବାନ ସହ ପାକିସ୍ତାନର ସମ୍ପର୍କ ଉପରେ ନିର୍ଭର କରୁଛି । ଆଗାମୀ ସପ୍ତାହରେ ପାକିସ୍ତାନ ସହ ସମ୍ପର୍କ ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆମେରିକା ରାଜ୍ୟ ସଚିବ…

ବର୍ବରତାର ସୀମା ଟପୁଛି ତାଲିବାନ: ପଞ୍ଜଶିର ଭ୍ୟାଲିରେ ୨୦ ନାଗରିକଙ୍କୁ ହତ୍ୟା

ପଞ୍ଜଶିର: ପଞ୍ଜଶିର ଭ୍ୟାଲିରେ ୨୦ ନାଗରିକଙ୍କ ମୃତ୍ୟୁ। ୨୦ ନାଗରିକଙ୍କୁ ହତ୍ୟା କରିଛି ତାଲିବାନ। ପଞ୍ଜଶିର ସହ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନ୍ୟପରେ ପଞ୍ଜଶିର ପାହାଡରେ ଅଛନ୍ତି ଅହମ୍ମଦ ମାସୁଦ। ତାଲିବାନ ବିରୋଧରେ ରେଜିଷ୍ଟାନ୍ସ ଫ୍ରଣ୍ଟର ଯୁଦ୍ଧ ଜାରି ରହିବ ବୋଲି…