ଆଫଗାନିସ୍ତାନରେ ତାଲିବାନ ସରକାରକୁ ସ୍ୱୀକାର କରିବାକୁ ମନା କଲା ଭାରତ
ଆଫଗାନିସ୍ତାନରେ ତାଲିବାନ ସରକାରକୁ ସ୍ୱୀକାର କରିବାକୁ ମନା କରି ଦେଇଛି ଭାରତ। ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ ସେ ତାଲିବାନର ନୂଆ ସରକାରକୁ ଏକ ବ୍ୟବସ୍ଥା ଠାରୁ ଅଧିକ କିଛି ଭାବୁନାହାନ୍ତି ଓ ସେଥିରେ ମଧ୍ୟ ସବୁ ବର୍ଗକୁ ସାମିଲ କରାନଯିବାରୁ ସେ ଚିନ୍ତିତ…