Browsing Tag

taliban

ତାଲିବାନର ପଞ୍ଜଶିର ଦଖଲ ଉଦ୍ୟମକୁ ବଡ଼ ଝଟକା: ୧୨୦ ବନ୍ଦୀ ତାଲିବାନୀଙ୍କ ଫଟୋ ଜାରି କଲା ମାସୁଦ୍‌ ସେନା

କେନ୍ଯୁଜ୍: ପଞ୍ଜଶିର ସେନାର କଡ଼ା ଜବାବ । ତାଲିବାନର ପଞ୍ଜଶିର ଦଖଲ ଉଦ୍ୟମକୁ ବଡ଼ ଝଟକା। ମାସୁଦ ସେନା ୧୨୦ ବନ୍ଦୀ ତାଲିବାନଙ୍କ ଜାରି କଲା ଫଟୋ। ଯୁଦ୍ଧ ଫ୍ରଣ୍ଟଲାଇନରେ ଅଛନ୍ତି ଖୋଦ ଅହମ୍ମଦ ମାସୁଦ। ତାଲିବାନ ଆତଙ୍କବାଦୀ ମଙ୍ଗଳବାର ରାତିରେ ପଞ୍ଜଶିର ମଧ୍ୟକୁ ପ୍ରବେଶ ଉଦ୍ୟମ କଲାବେଳେ ଅହମ୍ମଦ…

ପୁଣିଥରେ ତାଲିବାନକୁ ସମର୍ଥନ କଲେ ପାକ୍‌ କ୍ରିକେଟର ଶାହିଦ ଆଫ୍ରିଦି, କହିଲେ-ଏଥରକ ସେମାନେ ବଦଳିଯାଇଛନ୍ତି

ପୁଣିଥରେ ଖୋଲାଖୋଲି ତାଲିବାନ୍‌କୁ ପ୍ରଶଂସା କରିଛନ୍ତି ପାକିସ୍ତାନୀ ପୂର୍ବ କ୍ରିକେଟର ତଥା କ୍ୟାପ୍‌ଟେନ୍‌ ଶାହିଦ ଆଫ୍ରିଦି। ଶାହିଦ ଆଫ୍ରିଦି କହିଛନ୍ତି, ଏଥରକ ସବୁ ଜିନିଷ ସମ୍ପୂର୍ଣ୍ଣ ବଦଳିଥିବା ନଜର ଆସୁଛି। ତାଲିବାନ୍‌ମାନେ ମହିଳାଙ୍କୁ କାମ କରିବାର ସୁଯୋଗ ଦେଉଛନ୍ତି ଓ କ୍ରିକେଟ୍‌କୁ…

ଆଜି ପରେ କଣ ହେବ ଆଫଗାନିସ୍ତାନ ଭାଗ୍ୟ? ସାରା ବିଶ୍ୱର ନଜର

ଆଫଗାନିସ୍ତାନ: ଅଗଷ୍ଟ ୩୧ ବା ଆଜି ପରେ କଣ ହେବ ଆଫଗାନିସ୍ତାନ ଭାଗ୍ୟ। ତାଲିବାନୀ ଶାସନକୁ ବିଶ୍ୱର ଅନ୍ୟ ଦେଶ ମାନ୍ୟତା ଦେବେ କି? ବରାଦର କରିବେ ରାଜ୍‌ ନା ଆଉ କିଏ ? କଣ ରହିବ ହମିଦ୍‌ କାରଜାଇ ଓ ଅବଦୁଲ୍ଲାହ ଅବଦୁଲ୍ଲାହ ଭୂମିକା ? ତାଲିବାନ ଏହି ଦୁଇ ନେତାଙ୍କ ସହ କଥା ହୋଇଥିଲା ।…

କାବୁଲ ଛାଡ଼ିଲେ ସବୁ ଆମେରିକା ସେନା, ଆଜିଠୁ ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ ତାଲିବାନ ରାଜ୍‌

କାବୁଲ ଛାଡ଼ିଲେ ସବୁ ଆମେରିକା ସେନା। ଆଫଗାନିସ୍ତାନରୁ ଫେରିଲେ ଆମେରିକାର ସୈନ୍ୟ ବାହିନୀ। ସବୁ ଆମେରିକା ସେନା ଫେରିଯାଇଥିବା ନେଇ ପେଣ୍ଟାଗନ ପକ୍ଷରୁ ସୂଚନା ମିଳିଛି। ଆମେରିକାର ୨୦ ବର୍ଷର ଆଫଗାନ ଯୁଦ୍ଧ ଶେଷ ହୋଇଛି । ଡେଡଲାଇନର ଗୋଟିଏ ଦିନ ପୂର୍ବରୁ ଆଫଗାନରୁ ସେନା ପ୍ରତ୍ୟାହାର କଲା…

ଭାରତକୁ ନେଇ ତାଲିବାନ ଦେଲା ବଡ଼ ବୟାନ, ଲସ୍କର ଓ ଜୈସ ଆତଙ୍କ ସଂଗଠନକୁ ବଡ଼ ଝଟକା

ନୂଆଦିଲ୍ଲୀ : ତାଲିବାନମାନେ ଆଫଗାନିସ୍ତାନ ଦଖଲକଲାପରେ ଆମେରିକା ସମେତ କେତେକ ଦେଶକୁ ଚେତାବନୀ ଦେଇଛନ୍ତି । ହେଲେ ଭାରତକୁ ନେଇ ତାଲିବାନୀଙ୍କ ଆଭିମୁଖ୍ୟ ଅଲଗା ବୋଲି ତାଲିବାନୀ ନେତାଙ୍କ ବୟାନରୁ ଜଣାପଡ଼ିଛି । ନିକଟରେ ତାଲିବାନୀ ନେତା ତଥା ବିଦେଶ ମନ୍ତ୍ରୀ ମହମ୍ମଦ ଅବ୍ଦାସ ସ୍ତାନିକଜାଇ…

ଅମରୁଲ୍ଲା ସାଲେହଙ୍କ ଟ୍ଵିଟ୍‌ ଦେଖି ଡରିଗଲା ତାଲିବାନ, ପଞ୍ଜଶୀରରେ ବ୍ଲକ୍‌ କଲା ଇଣ୍ଟରନେଟ୍‌

୨ ସପ୍ତାହ ହେଲାଣି ଆଫଗାନିସ୍ତାନରେ ତାଲିବାନ୍‌ ରାଜ୍‌ ଚଳାଇଛି। କିନ୍ତୁ ଏବେ ଯାଏଁ ସେମାନେ ସେଠାକାର ପଞ୍ଜଶୀରକୁ କବ୍‌ଜା କରିପାରୁନାହାନ୍ତି। ପଞ୍ଜଶୀର ଉପରେ ବିରକ୍ତ ହୋଇ ତାଲିବାନ ରବିବାର ସେଠାକାର ଇଣ୍ଟରନେଟ୍‌ ବନ୍ଦ କରି ଦେଇଛି। Taliban have shut down the internet in…

କାବୁଲ ଏୟାରପୋର୍ଟରେ ଭୋକଶୋଷରେ ଛଟପଟ ହେଉଛନ୍ତି ଲୋକେ; ପାଣି ବୋତଲ ଦାମ୍‌ ୩୦୦୦ ଟଙ୍କା, ୭୫୦୦ ଟଙ୍କାରେ ଗୋଟିଏ…

ତାଲିବାନ ଆତଙ୍କରୁ ବଞ୍ଚିବା ପାଇଁ ଆଫଗାନିସ୍ତାନ ଛାଡ଼ିବା ଆଶାରେ କାବୁଲ ଏୟାରପୋର୍ଟରେ ପହଞ୍ଚୁଥିବା ଲୋକେ ଭୋକଶୋଷରେ ଛଟପଟ ହେଉଛନ୍ତି। ଏୟାରପୋର୍ଟ ବାହାରେ ଖାଦ୍ୟପେୟ ଜିନିଷ ସବୁ ଢେର ଗୁଣା ଅଧିକ ଦାମ୍‌ରେ ବିକ୍ରି ହେଉଛି। ଏତିକି ହିଁ ନୁହେଁ, ଦୋକାନୀମାନେ ଆଫଗାନର ଚଳନ୍ତି ମୁଦ୍ରା…

କାବୁଲ ଏୟାରପୋର୍ଟ ବାହାରେ ଆତଙ୍କବାଦୀ ହମଲା ଆଶଙ୍କା, ନାଗରିକଙ୍କୁ ଗେଟ୍‌ ଛାଡି ଚାଲିଯିବାକୁ ଆମେରିକାର ପରାମର୍ଶ

କାବୁଲ : କାବୁଲ ଏୟାରପୋର୍ଟ ବାହାରେ ଆତଙ୍କବାଦୀ ହମଲା ଆଶଙ୍କା । ଏୟାରପୋର୍ଟ ଗେଟ୍‌ ଛାଡି ଚାଲିଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା । ଆଇବି, ଇଷ୍ଟ, ନର୍ଥ ଗେଟରୁ ତୁରନ୍ତ ଛାଡି ଚାଲିଯିବାକୁ କାବୁଲରେ ଥିବା ଆମେରିକା ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦୂତାବାସ ଠାରୁ…

ତାଲିବାନର ଚେତାବନୀ! ‘ଏବେ କୌଣସି ବି ଆଫଗାନୀଙ୍କୁ ଦେଶ ଛାଡ଼ିବାକୁ ଦେବୁ ନାହିଁ, ଆମେ ଏଥିରେ ଖୁସି ନାହୁଁ’…

ଆଫଗାନିସ୍ତାନରେ ୨୦ ବର୍ଷ ପରେ ପୁଣିଥରେ ତାଲିବାନର କବ୍‌ଜା ହୋଇଛି। ୧୫ ଅଗଷ୍ଟରେ ତାଲିବାନ କାବୁଲ ଅକ୍ତିଆର କରି ନେଇଥିଲା, ଯାହା ପରେ ରାଷ୍ଟ୍ରପତି ଅଶରଫ୍‌ ଗନି ଦେଶ ଛାଡ଼ି ପଳାଇଥିଲେ। ସାଧାରଣ ଲୋକେ ମଧ୍ୟ କୌଣସି ବି ପରିସ୍ଥିତିରେ ଆଫଗାନିସ୍ତାନ ଛାଡ଼ିବା ପାଇଁ ଉଦ୍ୟମ କରୁଛନ୍ତି। ଏବେ…

ତାଲିବାନ: ନେଲ୍ ପଲିସ୍ ଲଗାଇଲେ କଟା ହେବ ଆଙ୍ଗୁଠି, ଜିନ୍ସ ପିନ୍ଧିଲେ ନିର୍ଦ୍ଧୁମ ମାଡ଼

କାବୁଲ: ଆଫଗାନିସ୍ତାନରୁ ପ୍ରତିଦିନ ତାଲିବାନର ନୂଆ ନୂଆ ଅତ୍ୟାଚାର ଖବର ସାମ୍ନାକୁ ଆସୁଛି । ନିଜକୁ ‘ପରିବର୍ତ୍ତନ’ କହୁଥିବା ତାଲିବାନ୍ ପୁରୁଣା ମାନସିକତାରେ ପୀଡିତ ଥିବା ବେଳେ ସେମାନେ ଆଫଗାନ ଲୋକଙ୍କୁ ହଇରାଣ କରୁଛନ୍ତି । ତାଲିବାନ ଜିନ୍ସ ପିନ୍ଧିବାକୁ ବ୍ୟାନ୍ କରିବା ସହ ଯୁବତୀଙ୍କୁ ନେଲ୍…

ଆମେରିକାକୁ ତାଲିବାନର ଚେତାବନୀ! ଆସନ୍ତା ସପ୍ତାହରେ ଆଫଗାନିସ୍ତାନରେ ଯେପରି ନରୁହନ୍ତି ଆମେରିକା ସେନା

ନୂଆଦିଲ୍ଲୀ (କେନ୍ୟୁଜ): ଆମେରିକାକୁ ତାଲିବାନ୍‌ ଚେତାବନୀ । ଆସନ୍ତା ସପ୍ତାହକୁ ଯେପରି ଆଫଗାନିସ୍ତାନରେ ନରହନ୍ତି ଆମେରିକା ସେନା । ନହେଲେ ପରିଣାମ ଭୋଗିବାକୁ ହେବ । ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଡେଡ୍‌ ଲାଇନ୍‌ ରଖିଛି ଆମେରିକା । ଏହା ପରେ ଆଫଗାନିସ୍ତାନରେ ଆମେରିକା ସେନାର…

ପଞ୍ଜଶୀର ଯବାନଙ୍କ ହମଲାରେ ୩୦୦ ତାଲିବାନୀ ମୃତ, ଅନେକ ହୋଇଛନ୍ତି ବନ୍ଦୀ

ଆଫଗାନିସ୍ତାନରେ ତାଲିବାନ ଆତଙ୍କର ଭୟାବହ ସମସ୍ତଙ୍କୁ ଡରାଇ ରଖିଛି । ଲୋକମାନେ ଭୟରେ ଦେଶ ଛାଡ଼ି ଯାଉଛନ୍ତି। ତେବେ ଆଫଗାନର ପ୍ରାୟ ସମସ୍ତ ସ୍ଥାନକୁ ତାଲିବାନ ନିଜ କବଜାକୁ ଆଣିଛି । କିନ୍ତୁ ଏବେ ବି ଏମିତି ଏକ ସ୍ଥାନ ରହିଛି ଯେଉଁଠି ତାଲିବାନ ନିଜ କାୟା ବିସ୍ତାର କରିବାରେ ସଫଳ ହୋଇନାହିଁ।…