Browsing Tag

taliban

ଆଫଗାନ ବାୟୁ ସେନାର ରାତିଅଧିଆ ଏୟାର ଷ୍ଟ୍ରାଇକ, ଗଡ଼ିଲା ୧୦୦ ତାଲିବାନୀଙ୍କ ମୁଣ୍ଡ

କେନ୍ଯୁଜ୍: ତାଲିବାନ-ଆଫଗାନ ସେନା ମଧ୍ୟରେ ଭୟଙ୍କର ଲଢ଼େଇ । ହେଲମାଣ୍ଡରେ ଆଫଗାନ ବାୟୁସେନା ଯୋରଦାର କରିଛି ଅପରେସନ । ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ଅଣ୍ଟା ଭିଡିଛି ଆମେରିକା ସମର୍ଥିତ ଆଫଗାନ ବାୟୁ ସେନା । ତାଲିବାନ ଆଡ୍ଡା ଉପରେ ହୋଇଛି ରାତିଅଧିଆ ଏୟାର ଷ୍ଟ୍ରାଇକ । ଗଡିଛି ୧୦୦…

ଆମକୁ ମରିବାକୁ ଛାଡିଦିଅନ୍ତୁ ନାହିଁ, କାହିଁକି ଏମିତି କହିଲେ ଆଫଗାନିସ୍ତାନ କ୍ରିକେଟର ରାସିଦ ଖାନ୍

ଆମେରିକୀୟ ସୈନ୍ଯ ଫେରିବା ପରେ ଆଫଗାନିସ୍ତାନରେ ପୁଣିଥରେ ତାଲିବାନୀ ଆତଙ୍କୀ ମୁଣ୍ଡ ଟେକିଛି। ତେଣୁ ଆଫଗାନିସ୍ତାନର ଅବସ୍ଥା ଧିରେ ଧିରେ ବିଗିଡ଼ିବାରେ ଲାଗିଛି। ଆମେରିକା ସମେତ ବିଭିନ୍ନ ଦେଶ ନିଜ ଲୋକଙ୍କୁ ଆଫଗାନିସ୍ତାନରୁ ଫେରାଇ ନେଇ ଯାଉଛନ୍ତି । ଏହି ଭିତରେ ଆଫଗାନିସ୍ତାନର ପ୍ରସିଦ୍ଧ…

ଆଫଗାନିସ୍ତାନ: କ୍ରୁରତାରେ ଶେଷ ସୀମା ପାର୍ କଲେ ତାଲିବାନୀ ଆତଙ୍କୀ, ଟାଇଟ ପୋଷାକ ପିନ୍ଧିଥିବାରୁ ଯୁବତୀଙ୍କୁ ଗୁଳି କରି…

ଆଫଗାନିସ୍ତାନରେ ତାଲିବାନ କବ୍‌ଜା ପରେ ମହିଳାଙ୍କ ସ୍ୱାଧୀନତା କ୍ଷୁର୍ଣ୍ଣ ହେବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା ତାହାର ସତ ହେବାରେ ଲାଗିଛି। ମହିଳାଙ୍କ ଉପରେ ଜୁଲମ କରିବା ଆରମ୍ଭ କରିଦେଇଛି ତାଲିବାନ। ଟାଇଟ୍ ପୋଷାକ ପିନ୍ଧିଥିବା ଏବଂ ତାଙ୍କର କୌଣସି ପୁରୁଷ ବନ୍ଧୁ ନଥିଲା ବୋଲି…

ଆଫଗାନିସ୍ତାନ ବାୟୁସେନାର ଏୟାରଷ୍ଟ୍ରାଇକ, ଏକାଥରେ ସଫା ହେଲେ ୨୫୪ ତାଲିବାନ ଆତଙ୍କବାଦୀ

ତାଲିବାନ ଉପରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ । ଏକାଥରେ ସଫା ହେଲେ ୨୫୪ ଆତଙ୍କବାଦୀ । ଆଫଗାନିସ୍ତାନ ବାୟୁସେନାର ଏୟାରଷ୍ଟ୍ରାଇକରେ ୨୫୪ ତାଲିବାନି ଆତଙ୍କବାଦୀ ମୃତ । ଏହା ସହ ୯୭ରୁ ଅଧିକ ଆତଙ୍କବାଦୀ ଆହତ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ତାଲିବାନର ୧୩ ଆତଙ୍କବାଦୀ ଶିବିରରେ ଏୟାରଷ୍ଟ୍ରାଇକ୍‌…

ତାଲିବାନ ବିରୋଧରେ ତାତିଲେ ଶହ ଶହ ମହିଳା, ହାତରେ ରାଇଫଲ ଧରି କଲେ ମାର୍ଚ୍ଚ

ତାଲିବାନ ବିରୋଧରେ ତାତିଲେ ମହିଳା । ହାତରେ ବନ୍ଧୁକ ଧରିଲେ । ଉତ୍ତର ଓ କେନ୍ଦ୍ରୀୟ ଆଫଗାନିସ୍ତାନ ସ୍ଥିତ ଘୋର ପ୍ରଦେଶରେ ତାଲିବାନ ଆତଙ୍କବାଦ ବିରୋଧରେ ଶହ ଶହ ମହିଳା ହାତରେ ରାଇଫଲ ଧରି ମାର୍ଚ୍ଚ କରିବା ସହ ତାଲିବାନ ବିରୋଧୀ ସ୍ଲୋଗାନ ଦେଇଥିଲେ । ଆଫଗାନିସ୍ତାର ଗ୍ରାମାଞ୍ଚଳରେ ଏବେ…

ପାକିସ୍ତାନକୁ ଲାଗିଲା ବଡ ଝଟକା ! କାଶ୍ମୀର ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲା ତାଲିବାନ

କାଶ୍ମୀର ପ୍ରସଙ୍ଗରେ ଆତଙ୍କବାଦୀ ଅପରେସନ ନେଇ ପାକିସ୍ତାନକୁ ଆଉ ସହଯୋଗ କରିବନି ବୋଲି ସ୍ପଷ୍ଟ କରିଛି ତାଲିବାନ । ତାଲିବାନର ରାଜନୈତିକ ଶାଖା ପ୍ରବକ୍ତା ସୁହେଲ ସାହିନ ଟ୍ୱିଟ ଜରିଆରେ ସ୍ପଷ୍ଟ କରିଛନ୍ତିକି, କାଶ୍ମୀର ପ୍ରସଙ୍ଗ ଭାରତର ଅନ୍ତରୀଣ ମାମଲା । ତାଲିବାନ କୌଣସି ଦେଶର ଅନ୍ତରୀଣ…