Browsing Tag

talibani law

ମହିଳାଙ୍କ ଗାଧୋଇବା ଉପରେ କଠୋର କଟକଣା ଲଗାଇଲେ ତାଲିବାନୀ

କାବୁଲ : ତାଲିବାନ ନାଁ ଶୁଣିଲେ ଆମମାନଙ୍କର ଦେହ ଶୀତେଇ ଉଠେ । ସେମାନଙ୍କ ଅତ୍ୟାଚାର ଏବଂ କଠୋର ନିୟମ କାନୁନରେ ଚଳିବା ଅତ୍ୟନ୍ତ କଷ୍ଟକର । ଏବେ ତ ଆଫଗାନିସ୍ତାନରେ ତାଙ୍କରି ଶାସନ ଚାଲିଛି । ପ୍ରତିଦିନ କିଛି ନୂଆ ନିୟମ ସାମନାକୁ ଆସୁଛି । ଏବେ ଏଭଳି ଏକ ନିୟମ କରାଯାଇଛି ଯାହାକୁ ଆପଣ ଶୁଣିଲେ…