Browsing Tag

tamarind

ଧଳା କେଶକୁ କଳା କରିଦେବ ତେନ୍ତୁଳି ପତ୍ର ପେଷ୍ଟ, ଜାଣନ୍ତୁ କେମିତି କରିବେ ବ୍ୟବହାର

ସମସ୍ତଙ୍କୁ କଳା ଏବଂ ଘନ କେଶ ବହୁତ ପସନ୍ଦ ଆସିଥାଏ। କିନ୍ତୁ ଆଜିକାଲି କମ୍‌ ବୟସରେ ମଧ୍ୟ କେଶ ଧଳା ହେବା ସହିତ ପ୍ରଚୁର ମାତ୍ରାରେ ଝଡୁଛି। ଟେନସନ ଯୋଗୁଁ ଏପରି ହୋଇଥାଏ । କେବଳ ବୟସ୍କ ନୁହେଁ ବରଂ ଛୋଟ ପିଲାଙ୍କର ଆଜିକାଲି ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଏଥିରୁ ବର୍ତ୍ତିବା ପାଇଁ କେଶକୁ…

ରକ୍ତ ହୀନତା ଦୂର କରିବା ସହିତ ଅନେକ ରୋଗ ଦୂର କରିବ ତେନ୍ତୁଳି, ଜାଣନ୍ତୁ ଏହାକୁ ଖାଇବାର ଅଦ୍ଭୁତ ଉପକାର

ବର୍ତ୍ତମାନ ଯୁଗ ବଦଳୁଛି ପୁଣି ପରିବେଶରେ ମଧ୍ୟ ଅନେକ ପରିବର୍ତ୍ତନ ଘଟୁଛି। ଯାହା ପାଇଁ ମଣିଷ ଅନେକ ରୋଗର ଶିକାର ହେଉଛି। ପୁଣି ବାରମ୍ବାର ବିଭିନ୍ନ ପ୍ରକାର ଔଷଧ ଖାଇବାକୁ ମଧ୍ୟ ପଡୁଛି। ଯାହାକି ସ୍ବାସ୍ଥ୍ୟ ପାଇଁ ଖୁବ୍ ଖରାପ୍। ତେବେ ରକ୍ତହୀନତା ମଧ୍ୟ କୌଣସି ଛୋଟ ରୋଗ ନୁହେଁ। ଏହି ରୋଗ…

ଖାଦ୍ୟକୁ ଚଟ୍‌ପଟା କରୁଥିବା ତେନ୍ତୁଳିର ବି ରହିଛି ଅନେକ ସାଇଡ୍‌ ଇଫେକ୍ଟ, ଏସବୁ ସମସ୍ୟା ଥିଲେ ଜମାରୁ ଛୁଅଁନ୍ତୁନି

ଚଟ୍‌ପଟା ସ୍ୱାଦ ଓ ଖଟା ପଣ ପାଇଁ ଲୋକମାନେ ତେନ୍ତୁଳି ବ୍ୟବହାର କରିଥାନ୍ତି। ଖାସ୍‌ କରି ସୁପ୍‌ କିମ୍ବା କିଛି ଗ୍ରେଭିକୁ ଖଟା କରିବା ପାଇଁ ତେନ୍ତୁଳି ବ୍ୟବହୃତ ହୋଇଥାଏ। କିନ୍ତୁ ଏକ୍ସପର୍ଟଙ୍କ ମୁତାବକ, ତେନ୍ତୁଳିର ଅଧିକ ବ୍ୟବହାର ହାନିକାରକ ସାବ୍ୟସ୍ତ ହୋଇପାରେ। ଏକଥା ବୋଧେ ଖୁବ୍‌ କମ୍‌…

ଯଦି ଧଳା କେଶକୁ କଳା କରିବାକୁ ଚାହୁଁଛନ୍ତି ତେବେ ଖାଦ୍ୟରେ ସାମିଲ କରନ୍ତୁ ତେନ୍ତୁଳି, ମିଳିବ ଲାଭ

ତେନ୍ତୁଳି ଖାଇବାକୁ କିଏ ବା ଭଲ ନପାଏ। ପ୍ରାୟତଃ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକମାନେ ସମସ୍ତେ ତେନ୍ତୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ତେନ୍ତୁଳି ଶରୀର ପାଇଁ ଏପରି ଲାଭକାରୀ ହୋଇଥାଏ । ଏହି ଖଟା ଜିନିଷ ଆପଣଙ୍କ ଧଳା କେଶକୁ ମଧ୍ୟ କଳା କରିପାରେ । ଗ୍ରୀଷ୍ମ…

ସୌନ୍ଦର୍ଯ୍ୟ ବୃଦ୍ଧି ଚାହୁଁଥିଲେ ଡାଏଟ୍‌ରେ ସାମିଲ୍‌ କରନ୍ତୁ ତେନ୍ତୁଳି ଜୁସ୍‌, ମିଳିବ ଅନେକ ଫାଇଦା

ଅଧିକାଂଶ ଲୋକ ମିଠା ଏବଂ ଖଟା ଖାଇବାକୁ ପସନ୍ଦ କରନ୍ତି, ଖାଦ୍ୟ ସହିତ ଜୁସ ହେଉ କିମ୍ବା ଚଟନି। ସେହିପରି ଲୋକମାନେ ତେନ୍ତୁଳିକୁ ବିଭିନ୍ନ ପ୍ରକାର ଉପାୟରେ ଖାଇଥା’ନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଭଲ ବିବେଚନା କରାଯାଏ। ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ଭଳି ଉପାଦାନ ରହିଥାଏ ଯାହା…

ତ୍ୱଚାକୁ ଦାଗମୁକ୍ତ କରିବା ପାଇଁ ବ୍ୟବହାର କରନ୍ତୁ ତେନ୍ତୁଳି ଫେସ୍‌ପ୍ୟାକ୍‌, ଜାଣନ୍ତୁ ତିଆରି କରିବା ବିଧି

ତେନ୍ତୁଳିର ବ୍ୟବହାର ଖାସ୍‌ କରି ଖାଦ୍ୟ ଜିନିଷରେ କରାଯାଏ। ଦକ୍ଷିଣ ଭାରତୀୟ ଖାଦ୍ୟରେ ଏହାର ବହୁଳ ବ୍ୟବହାର ହୁଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଖାଇବା ବ୍ୟତୀତ ଆପଣ ତ୍ୱଚାରେ ମଧ୍ୟ ତେନ୍ତୁଳିକୁ ବ୍ୟବହାର କରିପାରିବେ। ତ୍ୱଚାର ଦାଗ, ଶୁଷ୍କପଣ ସହ ଅନ୍ୟାନ୍ୟ ସମସ୍ୟା ଦୂର କରିବାରେ ଏହା…

ତ୍ୱଚାର ସୁନ୍ଦରତା ସହିତ ଉଜ୍ୱଳତା ବଢାଇବ ତେନ୍ତୁଳି, ଏମିତି କରନ୍ତୁ ବ୍ୟବହାର

ସ୍ୱାଦରେ ଖଟା ଏବଂ ମିଠା ତେନ୍ତୁଳି ପ୍ରତି ଭାରତୀୟ ରୋଷେଇ ଘରେ ମିଳିଯାଏ। ଏଥିରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ଏଥିରେ ଭିଟାମିନ ସି, ଇ ଏବଂ ବି ଭରି ରହିଥାଏ। ଏହାସହିତ କ୍ୟାଲସିୟମ, ପୋଟାସିୟମ, ମାଙ୍ଗାନିଜ, ଆଇରନ, ଫସଫରସ ଏବଂ ଫାଇବର ମଧ୍ୟ ରହିଥାଏ। ଖାଇବାରେ ସ୍ୱାଦ…

ଜାଣନ୍ତୁ ତେନ୍ତୁଳିର ଏହି ୭ଟି ଲାଭକାରୀ ଗୁଣ

ତେନ୍ତୁଳି ଖାଇବାକୁ କିଏ ବା ଭଲ ନପାଏ। ପ୍ରାୟତଃ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକମାନେ ସମସ୍ତେ ତେନ୍ତୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି ତେନ୍ତୁଳି ଶରୀର ପାଇଁ ଏପରି ଲାଭକାରୀ ହୋଇଥାଏ ଯାହା ବିଷୟରେ ଆପଣ ଜାଣିବା ପରେ ବିଶ୍ବାସ କରିପାରିବେ ନାହିଁ। ତେବେ…