ତାମିଲନାଡ଼ୁର ମଣ୍ଡିୟାମ୍ମନ ମନ୍ଦିରରେ ଭୟଙ୍କର ଦୁର୍ଘଟଣା; କ୍ରେନ୍ ଓଲଟି ୪ ଶ୍ରଦ୍ଧାଳୁ ମୃତ
ତାମିଲନାଡ଼ୁର ଅରକ୍କୋଣମ୍ସ୍ଥିତ ମଣ୍ଡିୟାମ୍ମନ ମନ୍ଦିରରେ ରବିବାର ରାତିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଚାଲିଥିବା ଏକ ଉତ୍ସବରେ କ୍ରେନ୍ ଓଲଟି ପଡ଼ିବାରୁ ୪ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି ଏବଂ ୯ ଜଣ ଏଥିରେ ଆହତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ କ୍ରେନ୍ ଡ୍ରାଇଭରଙ୍କୁ ପୋଲିସ…