Browsing Tag

tamilnadu accident

ଦ୍ରୁତ ଗତିରେ ଗାଡି ଚଳାଇବା ହେଲା କାଳ: ତାମିଲନାଡୁର ବିଧାୟକଙ୍କ ପୁଅ ଓ ସ୍ତ୍ରୀଙ୍କ ସମେତ ୭ ମୃତ

ବେଙ୍ଗାଲୁରୁ(କେନ୍ଯୁଜ୍): ବେଙ୍ଗାଲୁରୁରେ ଏକ ଦୁର୍ଘଟଣାରେ ତାମିଲନାଡୁର ଜଣେ ବିଧାୟକଙ୍କ ପୁଅ, ସ୍ତ୍ରୀଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଯେ ଗତ ସୋମବାର ବିଳମ୍ବିତ ରାତି ୨ଟା ୩୦ ମିନଟ୍ ସମୟରେ ତାମିଲନାଡୁର DMKର ବିଧାୟକ ଓ୍ୱାଇ ପ୍ରକାଶଙ୍କର ପୁଅ କରୁନା ସାଗର ଓ ସ୍ତ୍ରୀ ବିନ୍ଦୁ…