Below header
Browsing Tag

tapaswini dharana

କେବେ ହେବ ସମାଧାନ? ପୁଣି ବ୍ରହ୍ମପୁର ବ୍ରହ୍ମାନଗର ସ୍ଥିତ ଶାଶୁଘର ସମ୍ମୁଖରେ ଧାରଣାରେ ବସିଲେ ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ଘଟଣାରେ ନୂଆ ମୋଡ଼ । ପୁଣି ବ୍ରହ୍ମପୁର ସ୍ଥିତ ବ୍ରହ୍ମାନଗର ସ୍ଥିତ ଶାଶୁଘର ସମ୍ମୁଖରେ ଧାରଣାରେ ବସିଲେ ତପସ୍ୱିନୀ । ଗତକାଲି ସୁମିତଙ୍କ କୋର୍ଟ ଆଦେଶକୁ ଅବମାନନା ନେଇ ତପସ୍ୱିନୀ ଦାଖଲ କରିଥିବା ପିଟିସନର ଶୁଣାଣି ଏସଡିଜେଏମ୍‌…

ଆସିବ ନୂଆ ରାୟ: ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାର ଆଜି ହେବ ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍):ବ୍ରହ୍ମପୁର ଡାକ୍ତର ସୁମିତ ସାହୁ-ତପସ୍ୱିନୀ ଦାସଙ୍କ ପାରିବାରିକ ବିବାଦ ମାମଲାରେ ଆଉ ଏକ ନୂଆ ମୋଡ। ଆସିକା ଚିନିକଳ ଅତିଥି ଭବନ ଛାଡିବାକୁ ତପସ୍ୱିନୀଙ୍କୁ ଚିଠି। ଗତ ୨ ତାରିଖରୁ ଅତିଥି ଭବନରେ ଥିବା ତପସ୍ୱିନୀଙ୍କୁ ଘର ଛାଡିବାକୁ ଚିନିକଳ କର୍ତ୍ତୁପକ୍ଷ ଚିଠି ଦେଇଥିବା…

ଲୁଚକାଳି ଖେଳୁଛନ୍ତି ବ୍ରହ୍ମପୁରର ଡାକ୍ତର ସୁମିତ୍, ବିଳମ୍ବିତ ରାତିରେ ପୁଣି ୮ଦିନିଆ ଛୁଟି କଲେ ଆବେଦନ

ବ୍ରହ୍ମପୁର(କେନ୍ଯୁଜ୍): ଆଉ ୮ଦିନ ଛୁଟି ଆବେଦନ କଲେ ଡାକ୍ତର ସୁମିତ୍‌। ଏଥିପାଇଁ ଇ ମେଲ୍‌ ଯୋଗେ ଗତକାଲି ବିଳମ୍ବିତ ରାତିରେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜଙ୍କୁ ଏ ବାବଦରେ ଅବଗତ କରାଇଛନ୍ତି। ଆଉ ତାହା ସେ CDMOଙ୍କୁ ପଠାଇଦେବାର କହିଛନ୍ତି। ସେପଟେ ସ୍ୱାମୀ ସୁମିତ୍‌ଙ୍କ…

ସରିଲା ଛୁଟି, ଫେରିବେ କି ବ୍ରହ୍ମପୁରର ଡାକ୍ତର ସୁମିତ? ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ସରିଲା ଛୁଟି, ଫେରିବେ କି ସୁମିତ? କୁଆଡ଼େ ଗଲେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ? ୫ ଦିନ ହେଲା ତାଙ୍କର ଖୋଜଖବର ନାହିଁ ? କେଉଁଠି ଅଛନ୍ତି କାହାକୁ ଜଣା ନାହିଁ । ଖୋଜୁଛନ୍ତି ପତ୍ନୀ ତପସ୍ୱିନୀ । ଥାନାରେ ଏତଲା ଦେବା ପରେ ଗତକାଲି ବ୍ରହ୍ମପୁର ଏସ୍‌ଡିଜେଏମ୍‌…

କୁଆଡ଼େ ଗଲେ ବ୍ରହ୍ମପୁରର ଡାକ୍ତର ସୁମିତ୍ ସାହୁ, ୪ଦିନ ହେଲା ମିଳୁନି ପତ୍ତା

ବ୍ରହ୍ମପୁର(କେନ୍ଯୁଜ୍): କୁଆଡ଼େ ଗଲେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ । ଚାରି ଦିନ ହେଲା ତାଙ୍କର ପତ୍ତା ମିଳୁନାହିଁ । ଆସିକା ଚିନିଶିଳ୍ପ ଗେଷ୍ଟ ହାଉସ୍‌ ଛାଡି ସୁମିତ କେଉଁଆଡେ ଚାଲିଯାଇଛନ୍ତି। ଏପଟେ ସ୍ୱାମୀଙ୍କ ଅପେକ୍ଷାରେ ତପସ୍ୱିନୀ । ସ୍ୱାମୀଙ୍କୁ ଫେରାଇ ଆଣିବାକୁ ଗୁହାରୀ କରିଛନ୍ତି।…

୪ଦିନ ଛୁଟି ନେଇ ଡାକ୍ତର ସ୍ୱାମୀ ଫେରାର୍, କାନ୍ଦି କାନ୍ଦି ଦୁଃଖ ବଖାଣିଲେ ସ୍ତ୍ରୀ ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ବ୍ରହ୍ମପୁରର ତପସ୍ୱିନୀ ଦାସ ଓ ସ୍ୱାମୀ ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ସ୍ୱାମୀ ଫେରାର ହୋଇଯାଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତପସ୍ୱିନୀ । ସକାଳୁ ଫେରାର ଥିବା କହିଛନ୍ତି ତପସ୍ୱିନୀ । ଗତକାଲି ଏସ୍‌ଡିଜେଏମ୍‌ କୋର୍ଟଙ୍କ ଅର୍ଡର ପରେ…

ଆଜି ସରୁଛି ୭ ଦିନର ମହଲତ: ଆସିକାରେ ଏକାଠି ରହୁଛନ୍ତି ତପସ୍ୱିନୀ ଓ ସୁମିତ୍‌, ପୂର୍ବ ପିଟିସନର ହୋଇପାରେ ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍): ଆସିକାରେ ଏକାଠି ରହୁଛନ୍ତି ତପସ୍ୱିନୀ ଓ ସ୍ୱାମୀ ସୁମିତ୍‌ । ଆଜି ସରୁଛି ୭ ଦିନର ମହଲତ । କୋର୍ଟଙ୍କ ନିର୍ଦ୍ଦେଶରେ ସେମାନେ ଏକାଠି ରହିବା ମଧ୍ୟରେ ଉଭୟଙ୍କ ଭିତରେ ବୁଝାମଣା ଓ ସଂପର୍କ ନେଇ ପ୍ରତିଦିନ ରିପୋର୍ଟ ପ୍ରଦାନ କରାଯାଉଛି। କୋର୍ଟରେ ରିପୋର୍ଟ ପ୍ରଦାନ…

କଡା ସୁରକ୍ଷା ବଳୟ ଭିତରେ ଏକାଠି ଅଛନ୍ତି ସୁମିତ୍ ଓ ତପସ୍ବିନୀ, ସଂପର୍କ ଯୋଡ଼ିବାକୁ SDJM କୋର୍ଟଙ୍କ ଉଦ୍ୟମ

ବ୍ରହ୍ମପୁର(କେନ୍ଯୁଜ୍): ଶ୍ୱଶୁର ଘର ସମ୍ମୁଖରେ ନବବଧୂ ତପସ୍ୱିନୀ ଧାରଣା ଦେବା ମାମଲାରେ ଏସ୍‌ଡିଜେଏମ୍‌ କୋର୍ଟ  ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ପରେ ଏବେ ଉଭୟ ସୁମିତ୍ ଓ ତପସ୍ବିନୀ ଏକାଠି ଅଛନ୍ତି। ଉଭୟଙ୍କ ମଧ୍ୟରେ ସଂପର୍କ ଯୋଡ଼ିବାକୁ SDJM ଏପରି ଉଦ୍ୟମ କରିଛନ୍ତି। ଉଭୟଙ୍କୁ ୭ ଦିନ…

ସମ୍ପର୍କ ସୁଧାରିବାକୁ ୭ ଦିନ: ଆସିକା ଚିନି ଶିଳ୍ପ ଅତିଥି ଭବନରେ ସ୍ୱାମୀ ସୁମିତଙ୍କ ସହ ରହିଲେ ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ସମ୍ପର୍କ ସୁଧାରିବାକୁ ୭ ଦିନ। ସ୍ୱାମୀ ସୁମିତଙ୍କ ସହ ରହିବେ ତପସ୍ୱିନୀ ଦାସ । ସାତ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ । ଉଭୟଙ୍କୁ ଆସିକା ଚିନି ଶିଳ୍ପ ଅତିଥି ଭବନରେ ରଖାଯାଇଛି। ଆସିକା ଥାନା ଅଧିକାରୀଙ୍କ ଦାୟିତ୍ୱରେ…

ଦଶମ ଦିନରେ ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ଧାରଣା, ଆଜି SDJM କୋର୍ଟ ଓ ଫ୍ୟାମିଲି କୋର୍ଟରେ ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍): ନ୍ୟାୟ ପାଇବା ପାଇଁ ଶ୍ୱଶୁର ଘର ଆଗରେ ବୋହୂର ଧାରଣା। ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ବ୍ରହ୍ମପୁରର ତପସ୍ୱିନୀ ଦାସ । ତପସ୍ୱିନୀଙ୍କ ଧାରଣା ଆଜି ଦଶମ ଦିନରେ ପହଞ୍ଚିଛି। ଆଜି SDJM କୋର୍ଟରେ ପୂର୍ବରୁ ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ଅଛି। ସେପଟେ…

ଆଜି ୭ମ ଦିନରେ ଧାରଣା: କୋର୍ଟଙ୍କ ଅର୍ଡର ପରେ ବି ଶ୍ୱଶୁର ଘର ଆଗରେ ବୋହୂର ନ୍ୟାୟଭିକ୍ଷା

ବ୍ରହ୍ମପୁର(କେନ୍ଯୁଜ୍): ଶ୍ୱଶୁର ଘର ଆଗରେ ବୋହୂର ନ୍ୟାୟଭିକ୍ଷା । କୋର୍ଟଙ୍କ ଅର୍ଡର ପରେ ବି ଶ୍ୱଶୁର ଘର ଆଗରେ ଧାରଣାରେ ବସିଲେ ବ୍ରହ୍ମପୁରର ତପସ୍ୱିନୀ ଦାସ । ଆଜି ଧାରଣା ତାଙ୍କର ୭ମ ଦିନରେ ପହଞ୍ଚିଛି। ସେପଟେ ବ୍ରହ୍ମପୁର SDJM କୋର୍ଟରେ ଏକ ପିଟିସନର ଶୁଣାଣି ପାଇଁ ତପସ୍ୱିନୀଙ୍କୁ ୱାନ୍‌…