Browsing Tag

tata salt

ବିଗିଡିବ ଖାଇବାର ସ୍ୱାଦ, ବଢିପାରେ ଟାଟା ଲୁଣ ଦାମ୍‌ !

ପୁଣି ଥରେ ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ ହେବାକୁ ଯାଉଛି। ଆଉ ଏହି ମହଙ୍ଗା ଯୋଗୁଁ ଆପଣଙ୍କ ଖାଇବାର ସ୍ୱାଦ ଖରାପ ହୋଇପାରେ। ଦେଶକା ନମକ୍‌ ଟାଟା ନମକ୍‌ ଅର୍ଥାତ୍‌ ଟାଟା ଲୁଣର ଦାମ୍‌ ବଢିବାକୁ ଯାଉଛି। ଟାଟା ଲୁଣ ତିଆରି କରିଥିବା କମ୍ପାନୀ ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ ପକ୍ଷରୁ ସୂଚନା…

ଭରସା କରନ୍ତୁନି ବ୍ରାଣ୍ଡେଡ୍‌ କମ୍ପାନୀକୁ, କେମିତି ଲୁଣର ହେଉଛି ଡୁପ୍ଲିକେଟ ନିଜ ଆଖିରେ ଦେଖନ୍ତୁ

ଆମେ ସାଧାରଣତଃ ଜିନିଷ କିଣିବା ପାଇଁ ମାର୍କେଟ ଗଲେ ପ୍ରଥମେ ବ୍ରାଣ୍ଡ ଦେଖନ୍ତି। ଭଲ କମ୍ପାନୀର ପ୍ରଡକ୍ଟସ ଦେଖି ଜିନିଷ କିଣୁ। ବଡ ଠାରୁ ଆରମ୍ଭ କରି ଛୋଟ ଛୋଟ ଜିନିଷ ଉପରେ ବି ଆମେ ବିଶ୍ୱସ୍ତ କମ୍ପାନୀର ନାଁ ଖୋଜୁ । କାହିଁକି ନା ଆମର ଧାରଣା ଯେ ବ୍ରାଣ୍ଡ ୟୁଜ୍ କଲେ ଏହା ଅଧିକ ଭଲ ଜିନିଷ…