Browsing Tag

taunting lion

ସିଂହର ସାମ୍ନାରେ ଠିଆହୋଇ ମହିଳା କରିବାକୁ ଲାଗିଲେ ମସ୍ତି, ତାପରେ ହେଲା କିଛି ଏପରି ଦେଖନ୍ତୁ ଭିଡିଓ

ସିଂହକୁ ଜଙ୍ଗଲର ରାଜା କୁହାଯାଇଥାଏ କାରଣ ତାଠାରୁ ବେଶୀ ଭୟଙ୍କର ପଶୁ ଆଉ କେହି ନାହାନ୍ତି । ସାଧାରଣତଃ ସିଂହର ନାମ ଶୁଣିବା ମାତ୍ରେ ଲୋକମାନେ ଭୟରେ ଥରି ଉଠନ୍ତି । ଯଦି ଏହାକୁ ସାମ୍ନାରେ ଦେଖିବେ ତାହେଲେ ଅବସ୍ଥା ଯାହା ହେବ ଭାବିବାକୁ ବି ଡରଲାଗେ । କିନ୍ତୁ ଆମେରିକା ନ୍ୟୁୟର୍କର ଜଣେ ମହିଳା…