ବିଦ୍ୟାଳୟରେ ଉଡ଼ିଗଲା ଶିକ୍ଷକଙ୍କ ପ୍ରାଣବାୟୁ, ସମସ୍ତେ ହତବାକ୍
କେନ୍ଦ୍ରାପଡା(କେନ୍ୟୁଜ): ଶିକ୍ଷା ଦାନକୁ ବ୍ରତ କରି ଘରୋଇ ବିଦ୍ୟାଳୟରେ ଦୀର୍ଘ ୨୨ବର୍ଷ ହେଲା କରୁଥିଲେ ଶିକ୍ଷକତା । ପିଲାମାନଙ୍କୁ ଶିକ୍ଷା ଦେଉଥିଲେ, ଛାତ୍ର ବତ୍ସଳ ଶିକ୍ଷକ ଭାବରେ ଅଂଚଳରେ ପରିଚିତ ଥିଲେ। ଆଜି ସେହି ଛାତ୍ରଙ୍କ ଗହଣରେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଛି। ସମସ୍ତେ ପାଲଟି…