Browsing Tag

teacher

ନିଆଳି: ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ ଯୁବକ

ନିଆଳି(କେନ୍ୟୁଜ୍): କଟକ ଜିଲ୍ଲା ନିଆଳିରେ ଚାଞ୍ଚଲ୍ୟ । ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ ଯୁବକ । ବିନିଶପୁର ସ୍ଥିତ ଆମ୍ବପଡ଼ା ସ୍କୁଲ ଶିକ୍ଷୟିତ୍ରୀ ସୁଚିସ୍ମିତା ମୁଦୁଲିଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଗୁଗୁନା ମହାନ୍ତି ନାମକ ଯୁବକ ଧାରୁଆ ଅସ୍ତ୍ରରେ…

ୟୂପିର ଏହି ସ୍କୁଲରେ ଶିକ୍ଷକମାନେ ସଫା କରୁଛନ୍ତି ପାଇଖାନା, ଜାଣନ୍ତୁ ଏହାର କାରଣ

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ଜୁଲାଇ ପହିଲାରୁ ଖୋଲାଯିବାକୁ ଥିବା ସବୁ ବୋର୍ଡ ସ୍କୁଲ ଗୁଡିକୁ ୨୫ ଜୁନରେ ଖୋଲିଦିଆଯାଇଛି। କାରଣ ସ୍କୁଲ ଗୁଡିକ ଭଲ ଭାବରେ ସଫା ସୁତରା କରିବା ପାଇଁ ଶିକ୍ଷକ ମାନେ ଆଗୁଆ ସ୍କୁଲ ଖୋଲିଛନ୍ତି । ଅଧିକାଂଶ ସ୍କୁଲରେ ସଫା…

ଗୁରୁ ନାଁରେ କଳଙ୍କ , ନାବାଳିକା ଛାତ୍ରୀକୁ ଅସଦାଚରଣ ଅଭିଯୋଗ

ବଲାଙ୍ଗୀର (କେନ୍ୟୁଜ୍) : ବଲାଙ୍ଗୀର ଜିଲ୍ଲା ଛତାମଖନ ବିନୋବା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ ପ୍ରଧାନଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ । ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଗତ ମଙ୍ଗଳବାର ଶିକ୍ଷକ ଜଣକ ଛାତ୍ରୀଙ୍କୁ ଦୁର୍ବବ୍ୟହାର କରିଥିବା…

ଉଡ଼ନ୍ତା ବିମାନରେ ମଧ୍ୟ ପାଇଲଟ ଭୁଲିଲେନି ମର୍ଯ୍ୟାଦା, ନିଜ ଶିକ୍ଷକଙ୍କୁ କଲେ ସମ୍ମାନିତ

ସାଧାରଣତଃ ସ୍କୁଲ ଏବଂ କଲେଜରେ ପାଠପଢ଼ା ସରିବା ପରେ ଆମେ ସମସ୍ତେ ନିଜ କ୍ୟାରିୟର ଏବଂ ଭିବିଷ୍ୟତ ଗଢ଼ିବାରେ ବ୍ୟସ୍ତ ହୋଇଯା’ନ୍ତି। ଏହି ବ୍ୟସ୍ତ ବହୁଳ ଜୀବନରେ ହଠାତ ଯଦି କେହି ଶିକ୍ଷକ ସାମ୍ନାକୁ ଆସିଯାଇଥାନ୍ତି ତେବେ ଆମେ ନିଜ ଖୁସିକୁ ଅଟକାଇ ପାରିନଥାନ୍ତି। ସେହିପରି ଏକ ଭିଡ଼ିଓ ନିକଟରେ…

ଶିକ୍ଷକଙ୍କୁ ତାଲା ପକାଇ ନିର୍ଦ୍ଧୁମ ଛେଚିଲେ ଗାଁଲୋକ, ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ଅସଦାଚରଣ ଅଭିଯୋଗ

ବାଲେଶ୍ବର (କେନ୍ଯୁଜ୍) : ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ଅସଦାଚରଣ ଅଭିଯୋଗ । ଶିକ୍ଷକଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ । ଅଭିଯୋଗ ପରେ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ବିଇଓ । ଅଭିଯୋଗ ଅନୁଯାୟୀ, ଖଇରା…

ଆଜିଠୁ ସ୍କୁଲ ଗଲେ ଶିକ୍ଷକ, ଅକ୍ଟୋବର ୯ରେ ପୁଣି ବିଶାଳ ସମାବେଶ

ଭୁବନେଶ୍ବର(କେନ୍ଯୁଜ୍) : ପ୍ରାୟେ ମାସେ ପରେ ଆଜିଠୁ ପୁଣି ପାଠ ପଢାଇଲେ ଶିକ୍ଷକ ଓ ଅଧ୍ୟାପକ। ତେବେ କଳାବ୍ୟାଜ୍‌ ପିନ୍ଧି ସେମାନେ ସ୍କୁଲରେ ଯୋଗଦେଇଛନ୍ତି। ଆଗକୁ ପରୀକ୍ଷା ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ମାସେରୁ ଅଧିକ ସମୟ ଧରି…

ଶିକ୍ଷକ ସାଜିଲେ ଉଦାହରଣ, ପାଠପଢ଼ା ପାଇଁ କାନ୍ଧରେ ବସାଇ ଛାତ୍ରଛାତ୍ରୀଙ୍କୁ କଲେ ନଦୀ ପାର

ମାଲକାନାଗିରି (କେନ୍ଯୁଜ୍) : ସାହସିକତାର ଏକ ବଡ଼ ଉଦାହରଣ ସାଜିଲେ ଶିକ୍ଷକ । କାନ୍ଧରେ ବସାଇ ଛାତ୍ରଛାତ୍ରୀଙ୍କୁ ନଦୀ ପାର କଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଳକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଚିତ୍ରକୋଡପାଲ ଗାଁରେ । ଏଠାରେ ରହିଛି ପ୍ରାଇମେରୀ ମିଡିଲ୍‌…

ଆମେ ପୂର୍ବ ଜନ୍ମରେ ସ୍ବାମୀ ସ୍ତ୍ରୀ ଥିଲୁ ! ଏପରି କହି ଛାତ୍ରୀଙ୍କୁ ସାଙ୍ଗରେ ନେଇଯିବାକୁ ଚେଷ୍ଟା କରୁଥିଲେ…

ଆମେ ପୂର୍ବ ଜନ୍ମରେ ସ୍ବାମୀ ସ୍ତ୍ରୀ ଥିଲୁ । ଏଭଳି କହି ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ କରିନେବାକୁ ଚାହୁଁଥିଲେ ଜଣେ ଶିକ୍ଷୟିତ୍ରୀ । ଆଉ ଶିକ୍ଷୟିତ୍ରୀଙ୍କୁ ସାହାଯ୍ୟ କରି ଧରାପଡିଛନ୍ତି ଜଣେ ଯବାନ । ଘଟଣାଟି ଘଟିଛି ଇନ୍ଦୋରର ତିଲକ ନଗରରେ । ତେବେ ଉଭୟଙ୍କୁ କାବୁ କରି ପୋଲିସ୍ ଜିମା…

ଗୁରୁ ଦିବସରେ ରାଶି ହିସାବରେ ଦିଅନ୍ତୁ ଉପହାର : ହେବ ପ୍ରଚୁର ଜ୍ଞାନ ପ୍ରାପ୍ତି

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ବର , ,ଗୁରୁଃ ସାକ୍ଷାତ ପରମବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ଜୀବନରେ ମାତା-ପିତା,ଭାଇ-ଭଉଣୀ ,ସ୍ବାମୀ-ସ୍ତ୍ରୀର ସଂପର୍କଠାରୁ ଖୁବ ନିଆରା ରହିଥାଏ ଗୁରୁ-ଶିଷ୍ଯଙ୍କ ସଂପର୍କ। ଏଥିପାଇଁ ତ ଦୁନିଆରେ ସବୁଠାରୁ ଉଚ୍ଚ ସ୍ଥାନରେ ଗୁରୁ୍ଙ୍କୁ…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ମାମଲାରେ ଶିକ୍ଷକ ଗିରଫ

ବାଲିଗୁଡ଼ା(କେନ୍ୟୁଜ୍) : ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ମାମଲାରେ ଶିକ୍ଷକ ଗିରଫ । ବାଲିଗୁଡ଼ା ତୁମୁଡ଼ିବନ୍ଧ ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି । ଗତକାଲି ଡାଙ୍ଗେସିଗୁଡ଼ା ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଶିକ୍ଷକ ଶ୍ରୀକାନ୍ତ ମାଝୀ ଟଣାଓଟରା କରିବା ସହ ୪ ଜଣ ସହଯୋଗୀଙ୍କ ସହାୟତାରେ…

ଶିକ୍ଷକ ନାଁରେ କଳଙ୍କ : ଛାତ୍ରୀଙ୍କୁ ଡ଼୍ରେସ ବଦଳାଉଥିବା ଦେଖିବାରୁ ଛେଚିଲେ ଅଭିଭାବକ

ଆଗ୍ରା : ଛାତ୍ରୀଙ୍କୁ ସୁରକ୍ଷା ଦେବେ କ'ଣ, ସେମାନଙ୍କ ଉପରେ ଶିକ୍ଷକ ରଖିଥିଲେ ଖରାପ ନଜର । ଡ୍ରେସ୍ ବଦଳାଇବା ବେଳେ ଲୁଚି ଦେଖୁଥିଲେ ସାର୍। ଘଟଣାଟି ଅଭିଭାବକଙ୍କ ନିକଟକୁ ଆସିଲାରୁ ନିର୍ଧୂମ ପିଟା ଖାଇଛନ୍ତି ଶିକ୍ଷକ । ଅଭିଭାବକମାନେ ହାତରେ ଓ ଜୋତାରେ ଛେଚିଛନ୍ତି । ଶେଷକୁ ସାରଙ୍କୁ ବେଶ…

ଛାତ୍ର ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷୟିତ୍ରୀ ଗିରଫ

ଲଣ୍ଡନ: ନିଜ ଛାତ୍ର ସହ ଶାରୀରିକ ସମ୍ପର୍କ ରଖି ଶିକ୍ଷୟିତ୍ରୀ ପୋଲିସ୍ ଦ୍ୱାରା ଗିରଫ । ଏଭଳି ଘଟଣା ଘଟିଛି ଲଣ୍ଡନରେ । ୨୮ ବର୍ଷ ବୟସ୍କା ଶିକ୍ଷୟିତ୍ରୀ ଜେସିକା । ତାଙ୍କ ସ୍ୱାମୀ ଘରେ ଥିଲା ବେଳେ ସଂପୃକ୍ତ ଛାତ୍ରଙ୍କୁ ଘରକୁ ଡାକିଥିଲେ । ତାଙ୍କ ସ୍ୱାମୀ ଡେରିକ ଓ ଛାତ୍ର ଜଣକ ସେଠାରେ…