Browsing Tag

team india

ବିଶ୍ୱକପ ଫାଇନାଲ : ଭାରତ ୨୪୦ ରନରେ ଅଲଆଉଟ୍‌, ଏବେ ବୋଲିଂ ଉପରେ ଫ୍ୟାନ୍ସଙ୍କ ଭରସା

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯାଉଛି । ଭାରତ ୫୦ ଓଭରରେ ଅଲଆଉଟ ହୋଇ ୨୪୦ ରନ୍‌ କରିଛି। ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଇଛି ଭାରତ । ଆଉ ଏବେ ଭାରତର ବୋଲିଂ ଏବଂ ଫିଲ୍ଡିଂ ଉପରେ ଭାରତୀୟ ଫ୍ୟାନ୍ସ ଆଶା ରଖିଛନ୍ତି । ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା…

ବିଶ୍ୱକପ ଫାଇନାଲ : ଚୁପ୍‌ ହୋଇ ବସିଛନ୍ତି ୧.୩୦ ଲକ୍ଷ ଦର୍ଶକ, ଭାରତ ଏପର୍ଯ୍ୟନ୍ତ ୨୧୪/୮

ଭାରତର ସବୁଠୁ ବଡ ଷ୍ଟାଡିୟମରେ ଚୁପଚାପ୍‌ ହୋଇବସିଛନ୍ତି ୧.୩୦ ଲକ୍ଷ ଫ୍ୟାନ୍ସ । ଶୁଭୁନି ପାଟି, ଦେଖାଯାଉନି ଉତ୍ସାହ । ସମସ୍ତେ ଟେନସନ ହୋଇଯାଇଛନ୍ତି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯାଉଛି । ଆଉ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଛି । ଅଷ୍ଟ୍ରେଲିଆ ଦଳର…

ବିଶ୍ୱକପ ଫାଇନାଲ ଫାଇଟ୍ : ଟିମ୍ ଇଣ୍ଡିଆକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

ଭୁବନେଶ୍ୱର (କେନ୍ୟୁଜ): ବିଶ୍ୱକପ୍‌ ୨୦୨୩ । ଅହମ୍ମଦାବାଦ୍‌ରେ ହେବ ଫାଇନାଲ୍‌ ମୁକାବିଲା । ଆଉ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ତେବେ ଫାଇନାଲ୍‌ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା। କ୍ରିକେଟ ବିଶ୍ବକପ ଫାଇନାଲ ଜିତିବା ପାଇଁ…

ଟିମ୍ ଭାରତର ବିଜୟ ପାଇଁ ସାରା ଦେଶରେ ପ୍ରାର୍ଥନା, ହୋମଯଜ୍ଞ: ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏଥର ବିଶ୍ୱକପ୍ ଆମର

ବିଶ୍ବକପରେ ଭାରତର ବିଜୟ ପାଇଁ ଫ୍ୟାନଙ୍କ ଶୁଭେଚ୍ଛା । ଟିମ ଇଣ୍ଡିଆର ବିଜୟ ପାଇଁ ଦେଶବ୍ୟାପି ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା ଓ ହୋମଯଜ୍ଞ। ଉଜ୍ଜୟିନୀ ମହାକାଳ ମନ୍ଦିରରେ ଭସ୍ମ ଆଳତୀ କରାଯାଇଛି। ସବୁଠି ଶୁଭୁଛି ଜୟ ହୋ ଇଣ୍ଡିଆ। ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏଥର ବିଶ୍ୱକପ୍…

ବିଶ୍ୱକପ ଫାଇନାଲରେ ଭାରତ, କିୱି ଟିମ୍ କୁ ୭୦ ରନ୍ ରେ ହରାଇଲା ଭାରତ

ଅପରାଜୟେ ଭାରତ। କିୱି ଟିମ୍ କୁ ୭୦ ରନ୍ ରେ ମାତ୍ ଦେଇଛି ଭାରତ। ଭାରତ ବିଶ୍ୱକପ୍ 2023 ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲ୍ୟାଣ୍ଡ ୪୮.୫ ଓଭର୍‌ରେ ସମସ୍ତ ୱିକେଟ ହରାଇ ୩୨୭ରେ ସୀମିତ ରହିଥିଲା । ବିରାଟ ଏବଂ ଶ୍ରେୟସଙ୍କ ଶତକ ପରେ ମହମ୍ମଦ ସାମିଙ୍କ ଘାତକ ବୋଲିଂରେ ଭାରତ ବିଶ୍ୱକପ ଫାଇନାଲରେ…

ଦୀପାବଳି ସେଲିବ୍ରେସନ କଲେ ଟିମ୍‌ ଇଣ୍ଡିଆର ଖେଳାଳି, ଜବରଦସ୍ତ ଲୁକରେ ନଜର ଆସିଲେ ଖେଳାଳି : ଫଟୋ ଭାଇରଲ

ଭାରତୀୟ ଟିମ୍‌ ଖେଳାଳି ବେଙ୍ଗାଲୁରୁରେ ଦୀପାବଳି ଧୁମଧାମରେ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଖେଳାଳିଙ୍କ ଫଟୋ ଭାଇରଲ ହେଉଛି । ଆଜି ଟିମ୍‌ ଶେଷ ଲିଗ୍‌ ମ୍ୟାଚ ନେଦରଲାଣ୍ଡସ ସହିତ ଖେଳିବ । ଏହା ପୂର୍ବରୁ ସମସ୍ତ ଖେଳାଳି ମିଳିମିଶି ଦୀପାବଳି ସେଲିବ୍ରେସନ କରିଛନ୍ତି । ସମସ୍ତ ଭାରତୀୟ…

ଭାରତ ବନାମ ନ୍ୟୁଜିଲାଣ୍ଡ ବିଶ୍ୱକପ ମ୍ୟାଚ୍‌ : ହାର୍ଦ୍ଦିକଙ୍କ ସ୍ଥାନରେ କାହାକୁ ମିଳିବ ସ୍ଥାନ ! ଚିନ୍ତାରେ ଟିମ୍‌…

ଆଘାତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ ମ୍ୟାଚରୁ ବାଦ୍‌ ପଡିଛନ୍ତି । ତେବେ ଏବେ ହାର୍ଦ୍ଦିକଙ୍କ ସ୍ଥାନରେ କେଉଁ ଖେଳାଳି ଟିମରେ ସାମିଲ ହେବେ ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ନ୍ୟୁଜିଲାଣ୍ଡ ଟିମ୍‌ ବିଶ୍ୱକପ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଭାରତ…

ଏସୀୟ କ୍ରୀଡ଼ା : ବାଂଲାଦେଶକୁ ୯ ଓ୍ଵିକେଟରେ ହରାଇ ଫାଇନାଲରେ ସ୍ଥାନ ପାଇଲା ଭାରତ

ଭାରତୀୟ କ୍ରିକେଟ ଟିମ୍‌ ଏସୀୟ କ୍ରୀଡ଼ା ୨୦୨୩ର ଫାଇନାଲରେ ସ୍ଥାନ ପାଇଛି । ଟିମ ଇଣ୍ଡିଆ ସେମିଫାଇନାଲରେ ବାଂଲାଦେଶକୁ ୯ ଓ୍ଵିକେଟରେ ହରାଇଛି । ଏହା ସହିତ ଟିମ୍‌ ଇଣ୍ଡିଆ ଫାଇନାଲରେ ସ୍ଥାନ ପାଇଛି । ତେବେ ଭାରତ ରୌପ୍ୟ ପଦକ ଜିତିବା ତ ନିଶ୍ଚିତ । ଫାଇନାଲରେ ଆଫଗାନିସ୍ତାନ ଏବଂ ପାକିସ୍ତାନ…

ବିଶ୍ୱକପ ୨୦୨୩ : ଭାରତ ରଚିବ ଇତିହାସ, ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ନୂଆ ନିୟମ

ଆଉ ଦୁଇଦିନ ପରେ ଦିନିକିଆ ବିଶ୍ୱକପ ୨୦୨୩ ଆରମ୍ଭ ହେବ । କ୍ରିକେଟ ଫ୍ୟାନ୍ସ ବିଶ୍ୱକପକୁ ଅପେକ୍ଷା କରି ରହିଛନ୍ତି । ପ୍ରଥମ ମ୍ୟାଚ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ । ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ହେବ । ଚଳିତଥର ବିଶ୍ୱକପ ଇତିହାସ ରଚିବାକୁ ଯାଉଛି । ବିଶ୍ୱକପରେ କିଛି ନିୟମ…

ଛକା ମାରିବାରେ ଭାରତର ଐତିହାସିକ ରେକର୍ଡ଼, ୩୦୦୦ ଟପି ତାଲିକାରେ ନମ୍ବର ୱାନ୍

କ୍ରିକେଟର ସବୁ ଫର୍ମାଟରେ ଏକ ନମ୍ବର ଭାରତ। ଏବେ ଛକା ମାରିବାରେ ବି ନମ୍ବର ୱାନ୍ ଭାରତୀୟ ଦଳ । ଇନ୍ଦୋର ମ୍ୟାଚରେ ଭାରତ ଯେଉଁ ରେକର୍ଡ଼ କରିଛି ତାହା କ୍ରିକେଟ୍ ଇତିହାସରେ ପ୍ରଥମ । ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ୬ ୱିକେଟରେ ୩୯୯ ରନର ବିଶାଳ ସ୍କୋର କରିଥିଲା । ଏହି ଇନିଂସ ବେଳେ ଶୁବମନ ଗିଲ୍ ଓ…

ବିଶ୍ୱ କ୍ରିକେଟରେ ରେକର୍ଡ କଲା ଭାରତ, ତିନିଟି ଯାକ ଫର୍ମାଟରେ ସାଜିଲା ନଂ ୧

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ଜିତିବା ପରେ ଭାରତୀୟ କ୍ରିକେଟ ଟିମ୍‌ ବିଶ୍ୱ ରେକର୍ଡ କରିଛି । ପ୍ରଥମ ଥର ଲାଗି କ୍ରିକେଟର ସବୁ ଫର୍ମାଟରେ ଭାରତ ଏକ ନମ୍ବର ହୋଇଛି। ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ବିଜୟ ପରେ ଭାରତ ଆଇସିସିର ଦିନିକିଆ ରାଙ୍କିଂରେ ୧ ନମ୍ବର ସ୍ଥାନରେ…

ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଟିମ୍‌ ଘୋଷଣା, ରୋହିତ ଅଧିନାୟକ, ହାର୍ଦ୍ଦିକଙ୍କୁ ମିଳିଲା ଉପଅଧିନାୟକ ପଦ

ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଟିମ୍‌ ଘୋଷଣା କରିଛି ବିସିସିଆଇ । ୧୫ ଜଣିଆ ସ୍କ୍ଵାଡ୍‌ ଦଳ ଘୋଷଣା କରିଛନ୍ତି ଭାରତୀୟ ଟିମର ମୁଖ୍ୟ ଚୟନକର୍ତ୍ତା । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଖେଳିବ ଟିମ୍‌ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଛି ଉପଅଧିନାୟକ ପଦ। ଏଥର ଦଳରେ…