Browsing Tag

team india

ବର୍ଷା ଯୋଗୁଁ ତୃତୀୟ ଟି୨୦ ମ୍ୟାଚ ଡ୍ର , ୨-୦ରେ ଆୟରଲାଣ୍ଡ ବିପକ୍ଷ ସିରିଜ ଜିତିଲା ଭାରତ

ଆୟରଲାଣ୍ଡ ବିପକ୍ଷ ଟି୨୦ ସିରିଜକୁ ୨-୦ରେ ଜିତିଛି ଭାରତ । ତୃତୀୟ ଟି୨୦ ମ୍ୟାଚରେ ବର୍ଷା ବାଧକ ସାଜିବାରୁ ମ୍ୟାଚ୍‌କୁ ଡ୍ର କରାଯାଇଥିଲା । ବର୍ଷା ଯୋଗୁଁ ଟସ୍‌ ମଧ୍ୟ ହୋଇପାରିଲା ନାହିଁ । ଶେଷରେ ମ୍ୟାଚକୁ ବାତିଲ କରି ଦିଆଯାଇଥିଲା । ଫଳରେ ଭାରତ ୨-୦ରେ ସିରିଜ ବିଜୟ ହାସଲ କରିଛି । ତୃତୀୟ…

ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଟିମ୍‌ ଘୋଷଣା: ରୋହିତ ଅଧିନାୟକ, ବୁମରା ଉପଅଧିନାୟକ, ଫେରିଲେ କେଏଲ ରାହୁଲ ଏବଂ ଶ୍ରେୟସ…

ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି । ବିସିସିଆଇର ଚୟନକର୍ତ୍ତା ଟିମ୍‌ ଦିଲ୍ଲୀରେ ବୈଠକ କରି ଟୁର୍ଣ୍ଣାମେଣ୍ଟ ପାଇଁ ୧୭ ଜଣିଆ ଟିମ ଘୋଷଣା କରିଛି । ଏଥିରେ ସଞ୍ଜୁ ସାମସନଙ୍କୁ ବ୍ୟାକଅପ୍‌ ଭାବେ ରଖାଯାଇଛି । ରୋହିତଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ସେହିପରି ଜସପ୍ରୀତ…

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଉଡାଣ ଭରିଲେ ବୁମରା, ବିସିସିଆଇ ସେୟାର କଲା ଫଟୋ

ୱେଷ୍ଟଇଣ୍ଡିଜ ଠାରୁ ଟି-୨୦ ସିରିଜ ହାରିବା ପରେ ଟିମ୍‌ ଇଣ୍ଡିଆ ଆୟରଲାଣ୍ଡ ଗସ୍ତ କରିଛି । ଆୟରଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଇଣ୍ଡିଆ । ଆଉ ଏଥର ଟିମର ଦାୟିତ୍ୱ ନେଇଛନ୍ତି ଜସପ୍ରୀତ ବୁମରା । ବୁମରା ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆୟରଲାଣ୍ଡ ପାଇଁ ଉଡାଣ…

‘କେନିଆ ଠାରୁ ହାରିଗଲେ ଚଳିବ କିନ୍ତୁ ପାକିସ୍ତାନ ଠାରୁ ନୁହେଁ’, ଭାରତୀୟ ଟିମକୁ ଆଗାମୀ ମ୍ୟାଚ୍‌ ପାଇଁ ପରାମର୍ଶ ଦେଲେ…

ଭାରତୀୟ କ୍ରିକେଟ ଟିମ୍‌ ଆଗାମୀ ଦୁଇ ମାସ ମଧ୍ୟରେ ଏସିଆ କପ୍‌ ଏବଂ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ । ଏଥିପାଇଁ ଟିମ୍‌ ପ୍ରସ୍ତୁତ ରହିଛି । ଟିମର ପୂର୍ବତନ ଖେଳାଳି ଅନୀଲ କୁମ୍ବଲେ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । କୁମ୍ବଲେ କହିଛନ୍ତି, ଆମ ସମୟରେ…

ଆୟରଲାଣ୍ଡ ବିପକ୍ଷ ଟି ୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କଲା ବିସିସିଆଇ; ବୁମରା ଅଧିନାୟକ, ଋତୁରାଜ ଉପଅଧିନାୟକ

ଆୟରଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟି୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ । ଆଉ ଏଥିରେ ଟିମର ଦାୟିତ୍ୱ ନେବେ ଯଶପ୍ରୀତ ବୁମରା । ଆଉ ଉପଅଧିନାୟକ ପଦ ଋତୁରାଜ ଗାୟକଓ୍ଵାଡଙ୍କୁ ମିଳିଛି । ଅଗଷ୍ଟ ୧୮ରେ ଡବଲିନରେ ହେବାକୁ ଥିବା ୩ ଟିକିଆ ଟି-୨୦ ସିରିଜରେ ପାଇଁ ନୂଆ ଅଧିନାୟକ…

IND vs IRE: ଆର୍ୟଲ୍ୟାଣ୍ଡ ବିପକ୍ଷ ସିରିଜରେ ଟିମ ଇଣ୍ଡିଆର କ୍ୟାପଟେନ ହେବେ ସୂର୍ଯ୍ୟକୁମାର ଯାଦବ

ଟିମ ଇଣ୍ଡିଆ ଆସନ୍ତା ମାସରେ ତିନୋଟି ଟି -୨୦ ସିରିଜ ଖେଳିବା ପାଇଁ ଆର୍ୟଲ୍ୟାଣ୍ଡ ଯିବ । ଏହି ସିରିଜରେ ଅନେକ ସିନିଅର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲ ମଧ୍ୟ ସାମିଲ ରହିଛନ୍ତି । ଅନେକ ଗଣମାଧ୍ୟମ ରିପୋର୍ଟ୍ସରେ ଦାବି କରାଯାଇଛି ଯେ…

ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ହେଲେ ଅଜିତ ଅଗରକର, BCCI କଲା ଘୋଷଣା

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ଅଜିତ ଅଗରକରଙ୍କୁ ନୂଆ ନିଯୁକ୍ତି । ଭାରତୀୟ କ୍ରିକେଟ ପୁରୁଷ ଦଳର ଚୟନ କମିଟି ଅଧ୍ୟକ୍ଷ ହୋଇଛନ୍ତି ଅଜିତ ଅଗରକର । ବିସିସିଆଇର ତିନି ଜଣିଆ କ୍ରିକେଟ ଆଡଭାଇଜରୀ କମିଟି ସର୍ବସମ୍ମତରେ ତାଙ୍କୁ ମନୋନୀତ କରିଛନ୍ତି । ଚେତନ ଶର୍ମାଙ୍କ ସ୍ଥାନରେ ଅଗରକରଙ୍କୁ…

ଟିମ୍‌ ଇଣ୍ଡିଆର ଲିଡ୍‌ ସ୍ପନସର ହେଲା Dream 11, ବିସିସିଆଇ କଲା ଜର୍ସି ସ୍ପନସରରେ ପରିବର୍ତ୍ତନ

ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦିଶିବ ନାହିଁ ବାଇଜୁ । ବିସିସିଆଇ ଟିମ୍‌ ଇଣ୍ଡିଆ ଜର୍ସି ସ୍ପନସରରେ ପରିବର୍ତ୍ତନ କରିଛି । ବାଇଜୁ ବଦଳରେ ଏବେ ଡ୍ରିମ୍ ୧୧ ହୋଇଛି ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର୍ । ଆଗାମୀ ୩ ବର୍ଷ ପାଇଁ ଟିମ୍‌ ଇଣ୍ଡିଆ ଜର୍ସିର ଲିଡ୍‌ ସ୍ପନସର ହେବ ଡ୍ରିମ୍‌ ୧୧ ।…

ଭାରତ ଏବଂ ଆର୍ୟରଲ୍ୟାଣ୍ଡ ଟି୨୦ ସିରିଜ, ଅଗଷ୍ଟ ୧୮ରେ ଖେଳାଯିବ ପ୍ରଥମ ମ୍ୟାଚ୍‌

ବିଶ୍ୱକପ ୨୦୨୩ ପାଇଁ ସୂଚୀ ଜାରି ହୋଇସାରିଛି । ଚଳିତଥର ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ ହେବ । ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ୪ଟି ଦେଶ ବିପକ୍ଷରେ ସିରିଜ ଖେଳିବ । େଓ୍ଵଷ୍ଟଇଣ୍ଡିଜ ସହିତ ମ୍ୟାଚ୍‌ ଖେଳିବା ପରେ ଆର୍ୟରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ ଭାରତ । ତିନିଟି ମ୍ୟାଚ ବିଶିଷ୍ଟ…

ବିଶ୍ବ ଟେଷ୍ଟ ଚାମ୍ପିଅନସିପ ହାରିବା ପରେ ଟିମ୍‌ ଇଣ୍ଡିଆ ହାତ ଖାଲି, କଟିଲା ୧୦୦% ମ୍ୟାଚ୍‌ ଫି

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ହାରିବା ପରେ ଟିମ ଇଣ୍ଡିଆକୁ ବଡ ଝଟକା ଲାଗିଛି । ହାତରୁ ଟାଇଟଲ ଯିବା ପରେ ଟିମ ଇଣ୍ଡିଆ ଉପରେ ଲାଗିଛି  ଜରିମାନା । ମ୍ୟାଚ ହାତରୁ ଯିବା ପରେ ସଂପୂର୍ଣ୍ଣ ଫି ମଧ୍ୟ ହାତରୁ ଯାଇଛି । ସ୍ଲୋ ଓଭର ରେଟ ଯୋଗୁଁ ଭାରତର ୧୦୦ ପ୍ରତିଶତ ମ୍ୟାଚ ଫି କଟିବା ସହିତ ଶୁଭମନ…

ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ଟିମ୍‌ ଇଣ୍ଡିଆର ଖେଳାଳି ମର୍ମାହତ, କୋହଲିଙ୍କ ଠାରୁ ସେହ୍ଵାଗ ଏବଂ ଗମ୍ଭୀର ଦୁଃଖ ପ୍ରକାଶ…

ଓଡିଶା ବାଲେଶ୍ୱର ଜିଲ୍ଲାର ବାହାନଗା ଷ୍ଟେସନରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଦୁର୍ଘଟଣାରେ ପାଖାପାଖି ୨୬୧ ଜଣଙ୍କର ପ୍ରାଣ ଯାଇଥିବା ବେଳେ ୯୦୦ ରୁ ଅଧିକ ଆହତ ହୋଇଛନ୍ତି । ତେବେ ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଭାରତୀୟ…

ଆଇପିଏଲ ଶେଷ ହେବା ପୂର୍ବରୁ ଭାରତୀୟ ଟିମ୍‌ ଇଂଲଣ୍ଡ ଯିବ, ବିସିସିଆଇର ନୂଆ ପ୍ଲାନ

ଆଇପିଏଲ୍‌ ସରିବା ପରେ WTC ଫାଇନାଲ ଖେଳିବ ଭାରତ । ଜୁନ ୭ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲ ମଇଦାନରେ ମ୍ୟାଚ ଖେଳାଯିବ । ଆଉ ଏଥିପାଇଁ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ୩ ବ୍ୟାଚରେ ଇଂଲଣ୍ଡ ଗସ୍ତ କରିବ । ଆଇପିଏଲ ଶେଷ ହେବା ପୂର୍ବରୁ ଟିମ୍‌…