ଆଇପିଏଲ ଶେଷ ହେବା ପୂର୍ବରୁ ଭାରତୀୟ ଟିମ୍ ଇଂଲଣ୍ଡ ଯିବ, ବିସିସିଆଇର ନୂଆ ପ୍ଲାନ
ଆଇପିଏଲ୍ ସରିବା ପରେ WTC ଫାଇନାଲ ଖେଳିବ ଭାରତ । ଜୁନ ୭ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲ ମଇଦାନରେ ମ୍ୟାଚ ଖେଳାଯିବ । ଆଉ ଏଥିପାଇଁ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ୩ ବ୍ୟାଚରେ ଇଂଲଣ୍ଡ ଗସ୍ତ କରିବ । ଆଇପିଏଲ ଶେଷ ହେବା ପୂର୍ବରୁ ଟିମ୍…